ଆମ ଜିଲା ଖବର

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଛାତ୍ର ବହିଷ୍କୃତ

ବ୍ରହ୍ମପୁର, ୨୪।୯ (ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏମବିଏ ଟୁରିଜମ ଦ୍ୱିତୀୟ ବର୍ଷ ଛାତ୍ର ଦୁର୍ଗାମାଧବ ପ୍ରଧାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଗତ ୧୪ରେ ଶୃଙ୍ଖଳା କମିଟି ବୈଠକରେ ଅଭିଯୋଗ ହୋଇଥିଲା।...

ଝାଡ଼ଖଣ୍ଡରୁ ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ

ବ୍ରହ୍ମପୁର,୨୪।୯(ସୁବାସ ଚନ୍ଦ୍ର ପାଢ଼ୀ): ଦୀର୍ଘ ବର୍ଷ ପରେ ବ୍ରହ୍ମପୁର ସାଇବର ଥାନା ପୋଲିସକୁ ମିଳିଛି ସଫଳତା। ଜଣେ ଆନ୍ତଃରାଜ୍ୟ ସାଇବର ଠକଙ୍କ ମୋବାଇଲ ଟ୍ରାକିଂ କରି ଝାଡ଼ଖଣ୍ଡର ଦେଓଘରରୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ଟିମ। ଗିରଫ ଠକ ହେଲେ...

ନିମ୍ନ ମାନର ରାସ୍ତା, ଭୁଶୁଡିଲା ପିଏମ୍‌ଜିଏସ୍‌ୱାଇ କଲଭର୍ଟ

ଫୁଲବାଣୀ/ଗୋଛାପଡା,୨୪।୯: (ରାକେଶ କୁମାର ରାଉତ/ରୋହିତ କହଁର): କନ୍ଧମାଳ ଜିଲାରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି। ଦୀର୍ଘ ବର୍ଷ ଧରି ଅଧିକାରୀମାନେ ଗୋଟିଏ ଷ୍ଟେଶନରେ ରହି ଥିବାରୁ ଏହି ଯୋଜନାରେ ହେଉଥିବା କାର୍ଯ୍ୟ ଠିକାଦାରମାନେ...

କଣ୍ଢେଇ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ମହିଳା

ଛତ୍ରପୁର,୨୪।୯(ସନ୍ତୋଷ ପାଢ଼ୀ):ଭଳିକି ଭଳି ସୁନ୍ଦର ସୁନ୍ଦର କଣ୍ଢେଇ। ଗଣେଶ, ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏମିତି ଅନେକ ମୂର୍ତ୍ତି ସହ ପିଲାଙ୍କ ଖେଳଣା ପାଇଁ ଶଗଡ଼, ରାଜାରାଣୀ, ଘୋଡା, ମାଛ, ଘରଚଟିଆ ବସା, ଘର ଓ ଅଫିସର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ...

ବାଲେଶ୍ୱରରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଏକ୍ସପ୍ରେସ୍‌’

ବାଲେଶ୍ୱର, ୨୪।୯(ମାନସ ବିଶ୍ୱାଳ): ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବ ସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଏହି ଉଦ୍ଦେଶ୍ୟରେ ରାଜ୍ୟ ପରିଭ୍ରମଣ...

ଶିକ୍ଷକଙ୍କୁ ନ ଛାଡ଼ି ବାଟ ଓଗାଳିଲେ ଛାତ୍ରୀଛାତ୍ର

ଖୁଣ୍ଟୁଣୀ,୨୪।୯( ସଚ୍ଚିଦାନନ୍ଦ ପଣ୍ଡା ): ଖୁଣ୍ଟୁଣୀ ଥାନା ଘଣ୍ଟିଖାଲସ୍ଥିତ ନୋଡାଲ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ସାହୁଙ୍କ ବଦଳିକୁ ନେଇ ଶନିବାର ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ବଦଳିକୁ ସହଜରେ ଗ୍ରହଣ କରିପାରି ନ ଥିଲେ...

ଗ୍ୟାସ୍‌ ସିଲିଣ୍ଡରରୁ ବାହାରୁଛି ପାଣି, ଅଭିଯୋଗ କଲେ ଦିଆଯାଉଛି ଧମକ

ମଙ୍ଗୁଳି-ଜଗତପୁର,୨୪।୯(ମାନସ ସାମଲ): ରନ୍ଧନ ଗ୍ୟାସ୍‌ରେ ବିଭିନ୍ନ ପ୍ରକାର ଠକେଇର ଶିକାର ହେଉଛନ୍ତି ଉପଭୋକ୍ତା। ସିଲିଣ୍ଡରରୁ ଲିଟର ଲିଟର ପାଣି ବାହାରୁଥିବାବେଳେ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନିଆଯାଉଛି। । ଏହି ଘଟଣାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ...

ଶୀତଳଭଣ୍ଡାରରେ ଆଳୁ ଗଜା, ଚିନ୍ତାରେ ଚାଷୀ

ପିପିଲି,୨୪।୯(ଦୁର୍ଗାମାଧବ ମିଶ୍ର): ପିପିଲି ଅଞ୍ଚଳରେ ସରକାରୀ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ପୁରୀ ସଦର ଆଳପୁରରେ ଥିବା ଏକ ଘରୋଇ ଶୀତଳଭଣ୍ଡାରରେ ଆଳୁ ରଖିଥିଲେ। ହେଲେ ବସ୍ତାରେ ଥିବା ଆଳୁ ଗଜା ହୋଇଯାଇଛି, ଯାହାକି ଖାଇବା ଉପଯୋଗୀ ନୁହେଁ। ଏନେଇ...

ଯୁଗପୁରା-ବେତନଟୀ ରେଳଷ୍ଟେଶନ ଉନ୍ନତୀକରଣ ହେବ

ବୈଶିଙ୍ଗା,୨୪।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ଦକ୍ଷିଣ-ପୂର୍ବ ରେଳ ପଥର ରୂପସାରୁ ବାଙ୍ଗିରିପୋଷି ମଧ୍ୟରେ ଯୁଗୁପୁରା ଓ ବେତନଟୀ ରେଳ ଷ୍ଟେଶନର ଉନ୍ନତୀକରଣ କରାଯିବ। ରେଳଯାତ୍ରୀ ତଥା ଜନ ସାଧାରଣଙ୍କ ସୁବିଧା ପାଇଁ କେତୋଟି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କେନ୍ଦ୍ର...

ସ୍କୁଲରେ ତାଲା, ପାଠପଢ଼ା ବ୍ୟାହତ

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ୩ଦଫା ଦାବି ନେଇ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ଦିନ ହେଲା ଧାରଣାରେ ବସିଛନ୍ତି ଖୋର୍ଦ୍ଧା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ। ସେପଟେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ ପିଲାଙ୍କ ପାଠପଢା ଠପ୍‌...

ରତ୍ନଭଣ୍ଡାର ଖୋଲିବା ନେଇ ବିଧାନସଭାରେ ଦାବି ଉପସ୍ଥାପନ କରିବେ ବିଧାୟକ

ପୁରୀ,୨୪।୯(ଅଜିତ୍‌ ମହାନ୍ତି): ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଅନେକ ଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଉଛି। ଏପରି କି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନା ତରଫରୁ ଆସନ୍ତା ୪ ତାରିଖରେ...

୧୫ ବଦଳରେ ରହୁଛନ୍ତି ୧୭୯

କଟକ,୨୪।୯(ସୁପ୍ରିୟା ପ୍ରିୟଦର୍ଶିନୀ): କଟକ ତୁଳସୀପୁରସ୍ଥିତ ମହାନଦୀ କୂଳରେ ରହିଛି ହରିଣପାର୍କ। ଏହାକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିଲେ ମଧ୍ୟ କାର୍ଯ୍ୟ ଆଗେଇ ପାରୁନାହିଁ। ଅପରପକ୍ଷେ ପାର୍କର ରକ୍ଷଣାବେକ୍ଷଣ ନ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଫଳରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri