ଆମ ଜିଲା ଖବର

ମହାନଦୀରେ ଭାସିଗଲା କାର

ଜଗତସିଂହପୁର,୧୮।୯: ଜଗତସିଂହପୁର ରାହାମା ନିକଟ ହରିପୁର ରାସ୍ତାରେ ଏକ କାର ଭାସି ଯାଇଛି । ପ୍ରାୟ ୧୦୦ ମିଟର ଭାସିଗଲା ପରେ ଏକ ସାହାଡ଼ା ଗଛରେ କାରଟି ଲାଗି ରହିଛି । କାରରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ...

ଜୋର ଧରିଲା ବ୍ୟାଙ୍କ ପ୍ରତିଷ୍ଠା ଦାବି

ଗଞ୍ଜାମ,୧୮।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତ ଖଣ୍ଡଦେଉଳୀରେ ଏକ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି l ଏନେଇ ଖଣ୍ଡଦେଉଳୀ ସରପଞ୍ଚ ବୈରାଗୀ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୋମବାର ଗଞ୍ଜାମ ତହସିଲଦାର...

୧୧ ଦିନ ପରେ ଆନ୍ଦୋଳନରେ ସାମିଲ ହେଲା ଛତ୍ରପୁର ଶିକ୍ଷକ ସଂଘ

ଛତ୍ରପୁର,୧୮।୯(ସନ୍ତୋଷ ପାଢୀ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ଗଞ୍ଜାମ ଜିଲାର ବିଭିନ୍ନ ବ୍ଳକର ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୧୧ ଦିନରେ ପହଞ୍ଚିଛି। ୧୧ ଦିନ ପରେ ସୋମବାର ଛତ୍ରପୁର ବ୍ଲକ...

ଟ୍ରକ୍‌-କାର  ମୁହାଁମୁହିଁ: ଆଖି ବୁଜିଦେଲେ ୪ ସାଙ୍ଗ, ଜଣେ ଗୁରୁତର 

ତିଗିରିଆ,୧୮।୯(ଜାଫର ଖାଁ): କଟକ ଜିଲା ତିଗିରିଆ ଥାନା ନୂଆସଡ଼କ ଛକରେ ସୋମବାର ମର୍ମନ୍ତୁଦ  ଦୁର୍ଘଟଣା ଘଟିଛି। ଟ୍ରକ ଓ କାର୍‌ ମୁହାଁମୁହିଁ ଧକ୍କାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।...

ବିଭିନ୍ନ ପ୍ରକଳ୍ପ ବୁଲିଲେ ଜିଲାପାଳ: ଶୁଣିଲେ ଲୋକଙ୍କ ଅଭିଯୋଗ

ଦାରିଙ୍ଗବାଡ଼ିି,୧୮।୯(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ପୂର୍ବାହ୍ନ ୧୦ଟାରେ ଦାରିଙ୍ଗବାଡି ପହଞ୍ଚି ପ୍ରଥମେ ଇକୋ ରିଟ୍ରିଟ ସ୍ଥଳ ବୁଲି ଦେଖିଥିଲେ। ଆସନ୍ତା ଡିସେମ୍ବରରୁ ଇକୋରିଟ୍ରିଟ...

ଭୁଶୁଡ଼ିଲା ଗାର୍ଡ ଓ୍ବାଲ୍‌

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡଓ୍ବାଲ ଧସିପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡ ଓ୍ବାଲ ଭୁଶୁଡି ପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।...

ଦ୍ରୁତ ଗାଡ଼ିଚାଳକଙ୍କ ପ୍ରତି ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ଟ୍ରଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ପ୍ରେସ୍‌କ୍ଲବ ଓ ଥାନା ପୋଲିସ ମଧ୍ୟରେ ସୋମବାର ଆଲୋଚନା ହୋଇଥିଲା। ଏଥିପାଇଁ ଥାନା ପକ୍ଷରୁ...

ନିଖୋଜ ନାବାଳିକା ବେଙ୍ଗାଲୁରୁରୁ ଉଦ୍ଧାର

ଗଞ୍ଜାମ,୧୮ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧିନସ୍ଥ କରପଡ଼ା ପଞ୍ଚାୟତ ଆଲିଆବାଦ ଗ୍ରାମର ଜଣେ ନାବାଳିକା କିଛି ଦିନ ହେବ ଘରୁ କେଉଁଆଡ଼େ ପଳାଇଥିଲେ। ଚାରିଆଡ଼େ ନିଜ ସମ୍ପକୀୟ ଘର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ନ ମିଳିବାରୁ ଶେଷରେ...

ହିରିମୂଳୁରେ ପଶିଲା ବନ୍ୟାଜଳ

ନିରାକାରପୁର,୧୮ା୯(ମାନସ ଚନ୍ଦ୍ର ପଟ୍ଟନାୟକ): ହୀରାକୁଦ ଜଳସ୍ତର ବଢ଼ିବା ଯୋଗୁ ବନ୍ୟାଜଳ ନିଷ୍କାସନ ପାଇଁ ୨୬ଟି ଗେଟ୍‌ ଖୋଲାଯାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତର ହିରିମୂଳୁ ଗାଁ ଭିତରେ ଏହି ବନ୍ୟାଜଳ ପଶିଯିବାରୁ ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ...

ଆବର୍ଜନାରେ ପଡ଼ିଛି ନବଜାତକର ମୃତଦେହ

ଗଜପତି,୧୮ା୯(ଗିରିଧାରୀ ପରିଚ୍ଛା): ଆବର୍ଜନା ପୂର୍ଣ୍ଣ ଅଞ୍ଚଳରୁ ନବଜାତ ଶିଶୁର ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଏଭଳି ଘଟଣା ସୋମବାର ସକାଳୁ ଦେଖିବାକୁ ମିଳିଛି ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହର ବଜାରର ମୁଖ୍ୟ ଗଳି ନିକଟରେ। ଗୋଟିଏ ଦୋକାନ...

ଲୋପ ପାଇବାକୁ ବସିଲାଣି ହାବସପୁରୀ ଶାଢ଼ି

ଭବାନୀପାଟଣା,୧୮।୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଢ଼ି ପ୍ରସ୍ତୁତ କରାଯାଏ। ସେଗୁଡିକ ହେଲା ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ ଶାଢ଼ି, ସମ୍ବଲପୁରୀ ଶାଢ଼ି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥି ମଧ୍ୟରୁ...

ମରଣଯନ୍ତା ପାଲଟିଛି ମୁଖ୍ୟ ରାସ୍ତା

ବିଶ୍ରା,୧୮ା୯(ବଟକୃଷ୍ଣ ସ୍ବାଇଁ): ସୁନ୍ଦରଗଡ ଜିଲା ବିଶ୍ରା ବ୍ଲକ ଡରେଇକେଲା ପଞ୍ଚାୟତରୁ ସାରୂବହାଲ ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତାଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ଶହ ଶହ ଲୋକେ ଏହି ରାସ୍ତା ଦେଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri