ଆମ ଜିଲା ଖବର

ଫାୟାରିଂ କରି ଲୁଟ ଘଟଣା: ୫ ଗିରଫ

କଟକ,୧୭।୯: କଟକ ମତଗଜପୁର ଅଞ୍ଚଳରେ ଫାୟାରିଂ କରି ଲୁଟ ଘଟଣାରେ ଆଉ ୫ ଜଣ ଅଭିଯୁକ୍ତ ଧରାପଡ଼ିଛନ୍ତି। ସେମାନଙ୍କୁ କନ୍ଦରପୁର ଥାନା ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୬ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ସୁନା ଅଳଙ୍କାର ସମେତ...

୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ, ଦୁଇ ବିଭାଗ ମୁହାଁମୁହିଁ

ଛତ୍ରପୁର,୧୭ା୯(ସନ୍ତୋଷ ପାଢ଼ୀ): ୫୦୦ ଟଙ୍କା ପାଇଁ ଉଠୁନି ଗାଈର ମୃତଦେହ। ଛତ୍ରପୁର ଏନ୍‌ଏସି ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଭିତରେ ଝଗଡ଼ା ପଦାରେ ପଡ଼ିଛି। ଗଞ୍ଜାମ ଜିଲା ଛତ୍ରପୁରରେ ଏପରି ଘଟଣା ଦେଖିବାକୁ ମିଳିଛି। ଗତ ୧୩ ତାରିଖରେ ରାସ୍ତାରେ...

ବ୍ରହ୍ମବୀଣା ବାଦକ ଆନନ୍ଦ ବାଗଙ୍କୁ ଜାତୀୟ ଅମୃତ ପୁରସ୍କାର

ପଦ୍ମପୁର,୧୭ା୯(ପ୍ରଦୀପ୍ତ ଦାଶ): ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ନାଟକ ଏକାଡେମୀ ପକ୍ଷରୁ ଦେଶର ୭୫ ଜଣ ବରିଷ୍ଠ ଶିଳ୍ପୀଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମାନ୍ୟବର...

ସ୍କ୍ରବ୍‌ ଟାଇଫସ ସଂକ୍ରମଣ: ଅନୁଧ୍ୟାନ କଲେ ବୁର୍ଲା ଡାକ୍ତରଖାନା ଟିମ୍‌

ବରଗଡ଼,୧୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ ସଂକ୍ରମଣ ଯୋଗୁ ୫ଜଣଙ୍କ ମୃତ୍ୟୁ ହେବା ଘଟଣା ସାମନାକୁ ଆସିବା ପରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଆଦେଶକ୍ରମେ ଭୀମସାର୍‌, ବୁର୍ଲା ୩ ଜଣିଆ ଟିମ ଶନିବାର ବରଗଡ଼ ଗସ୍ତରେ ଆସି ଏହାର ଅନୁଧ୍ୟାନ...

କଟକର ସ୍ବତନ୍ତ୍ର ପରିଚୟ ସିଏନ୍‌ବିଟି

କଟକ,୧୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଖାନ୍‌ନଗରଠାରେ କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି) ଶନିବାର ଲୋକାର୍ପିତ ହୋଇଛି। ଏଥିରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ କହିଥିଲେ, କଟକ ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଯାନବାହନ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକରେ ଏକ...

ଲଘୁଚାଷଜନିତ ବର୍ଷା, ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ

ଖୁଣ୍ଟୁଣୀ,୧୭ା୯(ସଚ୍ଚିଦାନନ୍ଦ ପଣ୍ଡା)ଲଘୁଚାପ ଜନିତ ବର୍ଷାରେ ମହାନଦୀରେ ବନ୍ୟା ଆସିବାରୁ କଟକ ଜିଲାର ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁଗୁଡ଼ିକ ଜଳମଗ୍ନ ହୋଇଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ପାଣି ଜମି ରହିଥିବାରୁ କ୍ଷେତରେ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି...

ନାହାନ୍ତି ଗଣିତ, ହିନ୍ଦୀ, ସଂସ୍କୃତ ଶିକ୍ଷକ

ନିରାକାରପୁର,୧୭।୯(ମାନସ ଚନ୍ଦ୍ର ପଟ୍ଟନାୟକ) ବିଦ୍ୟାଳୟର ଉନ୍ନତୀକରଣ ଓ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ସବୁ କେଉଁଠି ପହଞ୍ଚୁଛି ତ’ କେଉଁଠି ଅପହଞ୍ଚ ।...

କମାଲ ଦେଖାଇଲେ କଳାହାଣ୍ଡି କଳାକାର

ଭବାନୀପାଟଣା,୧୭।୯(ଉତ୍ତମ କୁମାର ଦାଶ)ରାଜ୍ୟ ବାହାରେ କଳାହାଣ୍ଡିର କଳାକାରମାନଙ୍କ କମାଲ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ନାଗପୁରଠାରେ ସଂସ୍କାର ଭାରତୀ ପକ୍ଷରୁ ‘କ୍ରାନ୍ତିଗାଥା’ ଶୀର୍ଷକରେ ଅଖିଳ ଭାରତୀୟ ବହୁଭାଷୀ ନାଟ୍ୟ ମହୋତ୍ସବରେ କଳାହାଣ୍ଡିର ନାଟକ ‘ରିନ୍ଦୋ-୧୮୫୫’ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାରୁ ମନୋନୀତ ଏକମାତ୍ର...

ଶେଷ କିଷାନ ପାଇବେ ଭାରତ ଗୌରବ ସମ୍ମାନ

କଟକ,୧୭।୯: ଦୀର୍ଘ ୨୩ବର୍ଷ ଧରି ନିରନ୍ତର ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଭାରତ ମସଲା କମ୍ପାନୀ ଆସନ୍ତା ଗଣେଶ ପୂଜାରେ ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିବ। ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖି ଓଡ଼ିଶାର ନାମକୁ ବିଭିନ୍ନ...

୫୦ ହଜାର ରୁଦ୍ରାକ୍ଷରେ ଗଜାନନ

ବାରିପଦା,୧୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ବାରିପଦା ସହରର ତୁଳସୀଚଉରାରେ ଫ୍ରେଣ୍ଡସ ୟୁନିୟନ କ୍ଲବ୍‌ର ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜା ଧୁମଧାମରେ ପାଳନ କରୁଛନ୍ତି। ଚଳିତବର୍ଷ ୧୫ ଫୁଟର ଗଜାନନ ମୃଣ୍ମୟ ମୂର୍ତ୍ତି ହେଉଥିବା ବେଳେ ଏଥିରେ ୫୦ହଜାର ରୁଦ୍ରାକ୍ଷ...

୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ

ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲାରେ ଥିବା ୧୮୨୮ ସ୍କୁଲ...

ମିଳୁନି ସ୍ଲଟ୍‌, ଡାଏଲିସିସ୍‌ ପାଇଁ କିଡ୍‌ନୀ ରୋଗୀ ହଇରାଣ

ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri