ଆମ ଜିଲା ଖବର

ବିଦ୍ୟାଳୟ ଫାଟକ ଭିତରପଟୁ ତାଲା ପକାଇଲେ ପ୍ରଧାନଶିକ୍ଷୟିତ୍ରୀ, ବାହାରେ ବସିଲେ ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୋଡିଙ୍ଗି ଶ୍ୟାମଳାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଶନିବାର ସକାଳୁଆ ସ୍କୁଲ ହୋଇଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଆସି...

ନଦୀରେ ଭାସିଗଲେ ଦୁଇ ନାବାଳିକା, ଜଣେ ଉଦ୍ଧାର, ଜଣେ ନିଖୋଜ

କୋଟଗଡ଼,୧୬ା୯(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ଜୁଡ଼ାବାଲିଠାରେ ଶନିବାର ଏକ ଅଘଟଣ ଘଟିଛି। ଆଜି ମଧ୍ୟାହ୍ନରେ ଜୁଡ଼ାବାଲିର ୬ ନାବାଳିକା ଗାଧୋଇବା ପାଇଁ ଶ୍ରଲିଗୁଡ଼ା ନଦୀକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଦୁଇ ଜଣ ନାବାଳିକା ଭାସିଯାଇଥିଲେ।...

ଟ୍ରାକ୍ଟର ଧକ୍କାରେ ଚାଷୀ ଗୁରୁତର

ଦିଗପହଣ୍ଡି,୧୬ା୯(ଡି.ଏନ୍‌.ଏ.): ଶନିବାର ଦିପଗହଣ୍ଡି-ବ୍ରହ୍ମପୁର ରାସ୍ତା ଅନଙ୍ଗପୁର ବନ୍ଧ ନିକଟରେ ଏକ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ତାଙ୍କର ଡାହାଣ ହାତ ଭାଙ୍ଗି ଯାଇଥିବା ବେଳେ ବାମ ହାତରେ ମଧ୍ୟ ଶକ୍ତ ଆଗାତ ଲାଗିଛି। ତାଙ୍କୁ ଘଟଣାସ୍ଥଳରୁ...

ଦମ୍ପତିଙ୍କଠାରୁ ଲୁଟ୍‌

ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରୁ ଶନିବାର ପୂର୍ବାହ୍ନରେ ଦମ୍ପତିଙ୍କଠାରୁ କିଛି ଦୁର୍ବୃତ୍ତ ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଦମ୍ପତି କୋରାପୁଟ ଅଞ୍ଚଳର ସୁରେନ୍ଦ୍ର ଦାଶ ଓ ସୁମିତ୍ରା ଦାଶ। ସେମାନେ ବିଶାଖାପାଟଣାଠାରେ ଏକ ମେଡ଼ିକାଲରୁ ଚିକିତ୍ସିତ...

୧୨ ଦିନ ହେଲା ନୀରବ ପ୍ରତିବାଦ କରୁଛନ୍ତି ଅଧ୍ୟାପିକା-ଅଧ୍ୟାପକ

ସୋରଡ଼ା,୧୬ା୯(ଲମ୍ବୋଦର ପାଣିଗ୍ରାହୀ): ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏସ୍‌ଏସ୍‌ବି ଅଧ୍ୟାପିକା, ଅଧ୍ୟାପକମାନେ ସେପ୍ଟେମ୍ବର ୫ରୁ ଦୀର୍ଘ ୧୨ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଜ୍‌ ପିନ୍ଧି ନୀରବ ପ୍ରତିବାଦ ସହ ପ୍ରତିଦିନ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ...

ଲୋକଙ୍କ ଦାବି ପରେ ଫେରିଲେ ଫାର୍ମାସିଷ୍ଟ

ଦାରିଙ୍ଗବାଡ଼ି,୧୬ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଫାର୍ମାସିଷ୍ଟଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ପୁଣି ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରାଇ ଅଣାଯାଇଛି। ପ୍ରକାଶ ଯେ, ସିମନବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରର...

ସଙ୍ଗୀତା ସିଂହ ଜିଲା କଂଗ୍ରେସ ମୁଖପାତ୍ର

କେନ୍ଦୁଝର,୧୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳର ଆଭିମୁଖ୍ୟ, ପ୍ରଚାର ଓ ପ୍ରସାର ପାଇଁ ଶନିବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ମୁଖ୍ୟ ମୁଖପାତ୍ର ଗଣେଶ୍ୱର ବେହେରା ଆଜି ୩୩ଟି...

ନୂଆଖାଇର ତିହାରି ହାଟ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ କାରବାର

କର୍ଲାମୁଣ୍ଡା,୧୬ା୯(ପ୍ରଦୀପ କୁମାର ସାହୁ): ଆସନ୍ତା ବୁଧବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଧୂମ୍‌ଧାମରେ ପାଳିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଶନିବାର ହେଉଛି ନୂଆଖାଇର ତିହାରି ହାଟ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ...

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ,୧୬ା୯: କଟକରେ ନେତାଜୀ  ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍‌ ଟର୍ମିନାଲର ଆଜି...

କଳାହାଣ୍ଡିର ୧୫୬୭ ସ୍କୁଲରେ ତାଲା

ଭବାନୀପାଟଣା,୧୬।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ୧୩ଟି ବ୍ଲକର କାର୍ଯ୍ୟରତ ପ୍ରାଥମିକ ଶିକ୍ଷୟିତ୍ରୀ, ଶିକ୍ଷକମାନେ ୩ ଦଫା ଦାବି ନେଇ ଗତ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିପାଇଁ ବିଦ୍ୟାଳୟରେ ତାଲା ପଡ଼ିଥିବା ବେଳେ ଛାତ୍ରୀଛାତ୍ରମାନେ ପାଠପଢାରୁ ବଞ୍ଚିତ ହୋଇଛନ୍ତି।...

ସ୍କ୍ରବ ଟାଇଫସ ଆତଙ୍କ ବରଗଡ଼ ଯିବ  ଭିମସାର ଟିମ୍‌ 

ବରଗଡ଼,୧୬।୯: ବରଗଡ଼ ଜିଲାର  ବିଭିନ୍ନ ବ୍ଲକରେ ସ୍କ୍ରବ ଟାଇଫସ ବ୍ୟାପୁଥିବାରୁ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବରଗଡ଼ ସୁନ୍ଦରଗଡ଼ ଓ ବଲାଙ୍ଗୀର ଅଞ୍ଚଳରେ ଭୟ ସୃଷ୍ଟି କରିଥିବା ସ୍କ୍ରବ ଟାଇଫସ ରୋଗର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ...

ଜିଲାପାଳଙ୍କ ଅଫିସ ଆଗରେ ବ୍ୟାଙ୍କ ମିତ୍ରଙ୍କ ବିକ୍ଷୋଭ

ଛତ୍ରପୁର,୧୬।୯(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଏସବିଆଇ ବ୍ୟାଙ୍କମିତ୍ର ଆସୋସିଏଶନ ପକ୍ଷରୁ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାରଙ୍କ ସିଏସ୍‌ପି ପ୍ଲସ ଯୋଜନାରେ ଏସବିଆଇ ସିଏସ୍‌ପିମାନଙ୍କୁ ସାମିଲ କରିବା ଦାବିରେ ଏହି ଆନ୍ଦୋଳନ ହୋଇଥିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri