ଆମ ଜିଲା ଖବର

ବଳି ପଡ଼ିବ ୧୭୨୩ ଗଛ

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯିବା ପରେ ଏହାର ସମ୍ପ୍ରସାରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଭୂମି ଅଧିଗ୍ରହଣ, ଗଛକଟା, ହାତୀ ଚଲାପଥ ଆଦିକୁ ନେଇ ରହିଥିବା...

ଥଇଥାନ ଧର୍ମକୁ ଆଖିଠାର

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ମାର୍ଟସିଟି ଅଭିଯାନରେ ସହରକୁ ଅଧିକରୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ସ୍ମାର୍ଟସିଟି ନାଁରେ ହେଉଥିବା ବିପୁଳ ଖର୍ଚ୍ଚ ନା...

ମାଝୀଗୁଡା ଗ୍ରାନାଇଟ ଖଣିକୁ ବିରୋଧ

ମାଲକାନଗିରି,୧୬ା୯(ଦୁର୍ଯ୍ୟୋଧନ ପାତ୍ର): ଆସନ୍ତା ୨୧ରୁ ମାଓବାଦୀ ସଙ୍ଗଠନ ନିଜର ପ୍ରତିଷ୍ଠା ଦିବସ ପାଳନ କରିବ। ଏନେଇ ଆନ୍ଧ୍ର ଓଡିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ସମ୍ପାଦକ ଗଣେଶ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସେ ମାଓବାଦୀ ସଙ୍ଗଠନର ୧୯ତମ ପ୍ରତିଷ୍ଠା...

ରୋଗୀଙ୍କୁ ଶିଡ଼ି ଭରସା

ରାଉରକେଲା,୧୬।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ଡାକ୍ତରଖାନା ଉପରେ ଜିଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରୁ ରୋଗୀ...

ଚୋରି ପରେ ଗୋଦାମ ଘରେ ନିଆଁ ଲଗେଇଲେ ଦୁର୍ବୃତ୍ତ

ପାଟଣା,୧୬।୯(ବୀର କିଶୋର ଦାଶ): ମାର୍କେଟ କମ୍ପ୍ଲେକ୍ସର ମମତା ନାମକ ଏକ ଜୋତା ଦୋକାନର ଗୋଦାମଘରୁ ଶୁକ୍ରବାର ରାତିରେ ଦୁର୍ବୃତ୍ତ ଚୋରି କରିବା ପରେ ଜୋତା ଦୋକାନର ଗୋଦାମ ଘରେ ନିଆଁ ଲଗାଇ ଫେରାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ, ଜୋତା ଦୋକାନର...

ନନ୍ଦପୁର, ଦାସପୁଟରେ ୮ ଘର ଭାଙ୍ଗିଲା

ନନ୍ଦପୁର, ୧୬ା୯ (ଶଙ୍କର ପୂଜାରୀ): ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ନନ୍ଦପୁର ତହସିଲ ଅଧୀନ ଥୁବା ଓ କୁଲାରସିଂ ରାଜସ୍ବ ମଣ୍ଡଳରେ ୬ଟି ଘର ଭାଙ୍ଗିଥିବା ଜଣାପଡିଛି। ସେହିଭଳି ନନ୍ଦପୁର ଥାନା ଅନ୍ତର୍ଗତ ଲମତାପୁଟ ତହସିଲ ଅଧୀନ କୁମାରଗନ୍ଧନା ପଞ୍ଚାୟତର...

ସାଙ୍ଗର ଭାଇରାଲ ଭିଡିଓ ଖୋଲୁଛି ରହସ୍ୟ

ଜୟପୁର,୧୬ା୯(ପବନ ପାଣିଗ୍ରାହୀ): ହରଡ଼ାପୁଟ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ତପସ୍ବିନୀ ଗାଦବା(୧୩)ଙ୍କ ମୃତ୍ୟୁ ମାମଲାରେ ସେବାଶ୍ରମ କର୍ତ୍ତୃପକ୍ଷଙ୍କ ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାକୁ ନେଇ ପରିବାରବର୍ଗ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୋଲିସ ଏନେଇ ମାମଲା ରୁଜୁ କରିଥିଲା।...

ଛେଳିଆ ଡୁବୁରୀ ପାହାଡ଼ରେ ଦୁର୍ଲଭ ଧାତୁ

ନୟାଗଡ଼/ଭାପୁର,୧୬।୯(ଲୋକନାଥ ମିଶ/ଭରତ କୁମାର ବେହେରା): ନୟାଗଡ ଜିଲା ଭାପୁର ବ୍ଳକ ବାଇଗୁଣିଆ ପଞ୍ଚାୟତ ଖୁଣ୍ଟୁପଡା ନିକଟସ୍ଥ ଛେଳିଆ ଡୁବୁରୀ ପାହାଡରେ ଏକ ଦୁର୍ଲଭ ଧାତୁ ରହିଛି । ଦୁଲର୍ଭ ଧାତୁର ନାଁ କ’ଣ ଜଣାପଡିନି । ଏହି ଧାତୁ ମାଟି...

ବାପାଙ୍କୁ ହତ୍ୟା କରି ପୁଅ ଗିରଫ

ବ୍ରହ୍ମପୁର,୧୬।୯(ସୁବାସ ଚନ୍ଦ୍ର ପାଢ଼ୀ): ସାମାନ୍ୟ କିଛି ଟଙ୍କା ପାଇଁ ବାପାଙ୍କୁ ହତ୍ୟା କଲେ ପୁଅ। ଏଭଳି ଘଟଣା ଘଟଛି ଗଞ୍ଜାମ ଜିଲା କୁକୁ ବ୍ଲକ ସଦର ଥାନା ଅନ୍ତର୍ଗତ କୁମାରପୁରରେ। ପୋଲିସ ମୃତ ରମେଶ ପ୍ରଧାନଙ୍କ ଝିଅଙ୍କ ଅଭିଯୋଗ ଅନୁଯାୟୀ...

କୃଷି ଅନୁଦାନ ଲୁଟିବାକୁ କସରତ

ନୟାଗଡ଼,୧୬।୯(ଲୋକନାଥ ମିଶ୍ର): ଧାଡିରେ ଧାନବୁଣାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୧୦ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେଉଛନ୍ତି ।ତେବେ କୃଷି ବିଭାଗର ଅବହେଳା ଯୋଗୁ ଚାଷୀ ୨୦୨୩-୨୪ ଆର୍ଥିକ ବର୍ଷରେ ନୟାଗଡ଼ ଜିଲାରେ ଏହି ଅନୁଦାନ ପାଇବାରେ...

ସହପାଠୀଙ୍କୁ ପଢ଼ାଉଛନ୍ତି ମେଧାବୀ

ବଇଣ୍ଡା,୧୬।୯(ପରିକ୍ଷିତ ସାହୁ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆହ୍ବାନ କ୍ରମେ ୩ ଦଫା ଦାବି ପୂରଣ ପାଇଁ ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଶିକ୍ଷୟିତ୍ରୀ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚଳାଇଛନ୍ତି। ଏହି...

ହାତୀ ସହ ସେଲ୍‌ଫି ନେବାକୁ ବଢ଼ୁଛି ଉଦ୍ୟମ

ଢେଙ୍କାନାଳ,୧୬ା୯(ରତନ ନାୟାର): ଢେଙ୍କାନାଳ ଜିଲାର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଅନେକ ସମୟରେ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର ପଶିଆସୁଥିବା ହାତୀ ସହ ସେଲ୍‌ଫି ଉଠାଇବାକୁ ଉଦ୍ୟମ କରିବା ଘଟଣାକୁ ନେଇ ଜିଲା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri