ଆମ ଜିଲା ଖବର

୬ ଶିକାରୀ ଗିରଫ, ଭାଲୁ ନଖ ଜବତ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବନ୍ୟପ୍ରାଣୀଙ୍କ ବେଆଇନ କାରବାର ଅଭିଯୋଗରେ ବରଗଡ ବନ ବିଭାଗ ଭଟଲି ଫରେଷ୍ଟ ରେଞ୍ଜ୍‌ ପକ୍ଷରୁ ଶୁକ୍ରବାର ୬ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲା ଚାନ୍ଦିପୁରର ମନୋରଞ୍ଜନ ନନ୍ଦ(୨୪), ସଞ୍ଜୟ ଦାଶ(୩୮), ବରଗଡ...

୩ ଖଣି ପୁନଃ ଚଳାଇବାକୁ ଅନୁମତି

ଖଇରା,୧୬।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ବିଭିନ୍ନ ପଥର ଖଣି ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଏବେ ଖଣି ଓ ଇସ୍ପାତ ବିଭାଗ ଅଧୀନରେ ୩ଟି ଖଣିର ପୁନଃ ଚାଲୁ ପାଇଁ ଧୀରେ...

ଚିନ୍ତାରେ ଛାତ୍ରୀଙ୍କ ସମ୍ମାନ, ସୁରକ୍ଷା

ଯାଜପୁର,୧୬ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୧୦ ବ୍ଲକର ୯୦ ସରକାରୀ ଅନୁଦାନପ୍ରାପ୍ତ ଓ ଆବାସିକ ବିଦ୍ୟାଳୟରେ ଏଯାଏ ବାଳିକାମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇପାରିନାହିଁ। ଏଥିରୁ ଛାତ୍ରୀମାନଙ୍କ ସୁରକ୍ଷା ଏବଂ ସମ୍ମାନ ପ୍ରତି ସରକାର କେତେ ଯତ୍ନବାନ...

ଜଳ ଉତ୍ସ ପ୍ରଦୂଷଣ ବଢ଼ୁଛି

କେନ୍ଦ୍ରାପଡ଼ା, ୧୬ା୯ (ଜଗନ୍ନାଥ ଧଳ): ରାଜ୍ୟର ଅଧିକାଂଶ ଜଳଉତ୍ସ ପ୍ରଦୂଷିତ। ସାଧାରଣ ଲୋକଙ୍କ ପାଇଁ ଏହାର ଜଳ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏପରି ରିପୋର୍ଟ...

ଅଭିଭାବକ, ଛାତ୍ରୀଛାତ୍ର ମହଲରେ ତୀବ୍ର ଅସନ୍ତୋଷ

ଡେରାବିଶ, ୧୬ା୯(ବେବର୍ତ୍ତା ଅଜୟ ଦାସ): ୩ ଦଫା ଦାବି ନେଇ ଡେରାବିଶ ଶିକ୍ଷା ସର୍କଲ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ପ୍ରାଥମିକ ବିଦ୍ୟାଳୟଗୁଡିକରେପାଠ ପଢା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହି ସର୍କଲ ଅନ୍ତର୍ଗତ...

ନୂଆ ରାଜନୈତିକ ଦଳକୁ ନେଇ ଚର୍ଚ୍ଚା

ଜଗତ୍‌ସିଂହପୁର, ୧୬ା୯(ପ୍ରମୋଦ କୁମାର ନାୟକ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୧୯ ନିର୍ବାଚନରେ ଜିଲାର ୪ଟି ଯାକ ବିଧାନସଭା ଓ ଜଗତ୍‌ସିଂହପୁର ଏମ୍‌ପି ସିଟ୍‌ ବିଜେଡି ପୋଛି ନେଇଥିଲା। କଂଗ୍ରେସ ଓ...

ଅଭିଯୁକ୍ତ ମଙ୍ଗୁଙ୍କୁ ଏନ୍‌କାଉଣ୍ଟର

କଟକ,୧୬ା୯ (କାର୍ତ୍ତିକ ସାହୁ)/ଫୁଲନଖରା (ସତ୍ୟପ୍ରକାଶ ଦାସମହାପାତ୍ର): କଟକ ସଦର ଥାନା ଭାଣପୁର ଗ୍ରାମର ମଙ୍ଗୁ ଓରଫ ମନୋଜ ମହାରଣାକୁ ପୋଲିସ ଏନ୍‌କାଉଣ୍ଟର କରିଛି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। କନ୍ଦରପୁର ଓ ସଦର ଥାନା ପୋଲିସ ମିଳିତ ଭାବେ...

ସିପା, ଲିପାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ବେଙ୍ଗାଲୁରୁ ଦମ୍ପତି

କଟକ,୧୬ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ଶିଶୁକନ୍ୟା ସିପା ଓ ଲିପାଙ୍କୁ ମିଳିଲା ନୂଆ ଠିକଣା। ବେଙ୍ଗାଲୁରୁର ରାହୁଲ ଆଇଜାକ୍‌ ଓ ଆଞ୍ଜେଲିନ କୁଟ୍ଟାବିଲା କଟକସ୍ଥିତ ବସୁନ୍ଧରାରୁ ଆଇନଗତ ଭାବେ ସିପା ଓ ଲିପା ଦୁଇ ଭଉଣୀଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। କଟକ...

ବାଚସ୍ପତି ନିର୍ବାଚନ ବର୍ଜନ କରିବ ଭାଜପା: ନାଉରୀ

ସମ୍ବଲପୁର,୧୬ା୯ (ଶୁଭାଶିଷ ପାଢ଼ୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପରଦିନ ଅର୍ଥାତ୍‌ ସେପ୍ଟେମ୍ବର ୨୧ରେ ସରକାର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଭାବାବେଗ ସହିତ ଜଡିତ ଏହି ପର୍ବକୁ ଲୋକେ ଉତ୍ସାହର ସହ...

କେନ୍ଦୁଝରରେ ବ୍ୟାପୁଛି ସ୍କ୍ରବ୍‌ ଟାଇଫସ୍‌

କେନ୍ଦୁଝର,୧୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ସ୍କ୍ରବ୍‌ ଟାଇଫସ ରୋଗୀଙ୍କ ସଂଖ୍ୟା ବଢୁଛି। ବିଶେଷ କରି ଚାଷୀ, ମୂଲିଆ ଲୋକମାନେ ବେଶି ଏହି ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ଜିଲାରେ ୬୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲା...

୩ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ

ଭୁବନେଶ୍ୱର, (ଅଭିଜିତ ଦାସ)/ବଲାଙ୍ଗୀର (ବୀରେନ୍ଦ୍ର ଝାଙ୍କର) /ବରଗଡ (ପ୍ରେମାନନ୍ଦ ଖମାରୀ) /ସୁନ୍ଦରଗଡ,୧୬।୯ (ଜୟ ନାରାୟଣ ମେଣ୍ଡୁଳି): ରାଜ୍ୟରେ ଏବେ ଡେଙ୍ଗୁ ସହ ଚିନ୍ତା ବଢ଼ାଇଛି ସ୍କ୍ରବ୍‌ ଟାଇଫସ୍‌। ଗତ କିଛିଦିନ ହେବ ଚିଗର ନାମକ ବିଷାକ୍ତ ପୋକ କାମୁଡାରୁ ଏହି...

୭ ଘଣ୍ଟା ଉପାସ ରହିଲେ ମହାପ୍ରଭୁ

ପୁରୀ,୧୬ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟିଛି। ଏପରିକି ଦୁଇଥର ବଡ଼ ମହାସ୍ନାନ କରାଯାଇଛି। ଫଳରେ ଦାରୁଦିଅଁଙ୍କୁ ଦୀର୍ଘ ୭ଘଣ୍ଟା ଉପବାସ ରହିବାକୁ ପଡ଼ିଛି। ସେହିପରି ଜଗତ ଠାକୁରଙ୍କ ଦର୍ଶନ ଓ ମହାପ୍ରସାଦ ନ ପାଇ ଅନେକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri