ଆମ ଜିଲା ଖବର

ବିିଜେଡିରେ ଯୋଗଦେଲେ ୪ ସ୍ବାଧୀନ କାଉନସିଲର

ହିଞ୍ଜିଳିକାଟୁ, ୧୪ା୯( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପୌର ନିର୍ବାଚନରେ ବିଜୟୀ ହୋଇଥିବା ୪ ସ୍ବାଧୀନ କାଉନସିଲର ଓ ପରାଜିତ ୨ ସ୍ବାଧୀନ କାଉନସିଲର ପ୍ରାର୍ଥୀ ସମର୍ଥକଙ୍କ ସହ ଗୁରୁବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏମପିସି ପରିସରରେ ଆୟୋଜିତ...

ଆହତଙ୍କୁ ମେଡିକାଲ ନେଲେ ବିଧାୟକ

ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅଧୀନ ଝାରେଡି ରାଧା ଗୋବିନ୍ଦପୁର ପଞ୍ଚାୟତ ସିପକୁଦା ଗ୍ରାମର ସଦାନନ୍ଦ ନାହାକ ବାଇକରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ପଡି ରହିଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଛତ୍ରପୁର ବିଧାୟକ ସୁବାସ...

ନବବିବାହିତା ସ୍ତ୍ରୀଙ୍କୁ ଖଣ୍ଡ ଖଣ୍ଡ କରି ନଦୀକୁ ଫିଙ୍ଗିଲେ ସ୍ବାମୀ

ସୋରଡ଼ା, ୧୪ା୯(ଲମ୍ବୋଦର ପାଣିଗ୍ରାହୀ): ନବବିବାହିତା ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ନଦୀକୁ ଫିଙ୍ଗିଦେଇଛନ୍ତି ସ୍ବାମୀ। ଏଭଳି ବୀଭତ୍ସ ଓ ଲୋମହର୍ଷଣକାରୀ ଘଟଣା ଘଟିଛି ଗଞ୍ଜାମ ଜିଲା ସୋରଡ଼ା ଥାନା ଭଗବାନପୁର ଗ୍ରାମରେ। ଭଗବାନପୁର ଗାଁର...

ହୀରାକୁଦରୁ ଖୋଲିଲା ୧୪ ଗେଟ୍‌

ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ହୀରାକୁଦର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଡ୍ୟାମ୍‌କୁ ଜଳପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୬୨୮.୫୮ଫୁଟ୍‌ରେ ପହଞ୍ଚିଛି। ଜଳସ୍ତର ବୃଦ୍ଧି ଯୋଗୁ ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି...

ଟ୍ରେଲର-ହାଇଓ୍ବା ଧକ୍କା: ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

ଜମନକିରା,୧୪ା୯(ରବୀନ୍ଦ୍ର ପ୍ରସାଦ ଦାନି): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ୫୩ ନମ୍ବର ଜାତୀୟ ରାଜପଥରରେ ଗୁରୁବାର ଏକ ହାଇୱା (ଓଡ଼ି୧୫ଡବ୍ଲ୍ୟୁ-୫୦୪୩) ଏବଂ ଟ୍ରେଲର (ଆର୦୪ଜିଏ-୫୬୨୬) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ି ଚାଳକଙ୍କ...

ଶଶୁର ଘରେ ଜୀବନ ହାରିଲେ ଜ୍ୱାଇଁ

ଜଗନ୍ନାଥପ୍ରସାଦ,୧୪ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ କୁମ୍ଭାରସାହିରେ ଏକ କଇଁଆ ଗଛରେ ଦଉଡି ଦେଇ ତାମନାଡ ଗ୍ରାମର କାର୍ତ୍ତିକ ନାଇକ ଆତ୍ମହତ୍ୟା କରିଥିବା ଜଣାପଡିଛି। କାର୍ତ୍ତିକ କୁମ୍ଭାରସାହିର ସ୍ବର୍ଗତ ରାମ ନାଇକଙ୍କ ଝିଅ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। କିଛି...

ମହାନଦୀକୁ ଡେଇଁପଡ଼ିଲେ ଯୁବତୀ

ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଟାଉନ ଥାନା ଚାଉଁରପୁର ମହାନଦୀ ବ୍ରିଜ୍‌ ଉପରୁ ଡେଇଁ ଗୁରୁବାର ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିପାରି ନାହିଁ। ପ୍ରତ୍ୟକ୍ଷଦର୍ଶୀ...

ବ୍ରିଜ ଉପରେ ୪ ଫୁଟ୍‌ ବନ୍ୟା ପାଣି

କର୍ଲାମୁଣ୍ଡା,୧୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକରେ ବୁଧବାର ରାତିରୁ ଲଗାଣ ବର୍ଷା ହେବା ଫଳରେ ରିଞ୍ଜା-କର୍ଲାମୁଣ୍ଡା ରାସ୍ତା ସରବରା ନାଲା ବ୍ରିଜ ଉପରେ ୪ ଫୁଟ୍‌ ବନ୍ୟା ପାଣି ପ୍ରବାହିତ ହେଉଛି। ଫଳରେ ରିଞ୍ଜା ଅଞ୍ଚଳର ଲୋକେ...

ସାମୂହିକ ଛୁଟିରେ ରହିବେ ୪୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ

ମୋରଡ଼ା,୧୪।୯(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧୀନରେ କାର୍ଯ୍ୟରତ ୪ଶହରୁ ଊର୍ଦ୍ଧ୍ୱ ଶିକ୍ଷକ ଶୁକ୍ରବାର ସାମୁହିକ ଛୁଟିରେ ରହିବେ। ଏନେଇ ଏକ ଦାବିପତ୍ର ମୋରଡ଼ା ବିଇଓ ମନମୋହନ ହେମ୍ବ୍ରମଙ୍କୁ ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ପ୍ରାଥମିକ...

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନେ ଏକତ୍ରିତ ହୋଇ ଦାବି ପୂରଣ ନେଇ...

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା: ୧୬୦ କିଲୋମିଟର ଚାଲିକି ଆସିଲେ

ପଟ୍ଟାଙ୍ଗି,୧୪।୯(ଶରତ ଧଳ): କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନାହିଁ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବସଷ୍ଟାଣ୍ଡରେ ପହଞ୍ଚି ଥିବା ଦାଦନ ଶ୍ରମିକଙ୍କ...

ସମୂହ ଛୁଟି ନେଇ ଧାରଣାରେ ଶିକ୍ଷୟିତ୍ରୀ, ୧୩୧ ବିଦ୍ୟାଳୟରେ ଝୁଲିଲା ତାଲା

ବୁଗୁଡ଼ା,୧୪ା୯(କାଳୀଚରଣ ଦାଶ): ୩ ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri