ଆମ ଜିଲା ଖବର

ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ ଅଣଦେଖା

ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଡାକରାରେ ଛତ୍ରପୁର ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଛି। ଏନେଇ ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

କେସିଙ୍ଗା,୧୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର ଦୋରା, ସମ୍ପାଦକ ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଛି। ଏଥିରେ ଏନ୍‌ପିଏସ୍‌ ସଂଘ ସଭାପତି ଉଗ୍ରସେନ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

ବ୍ରହ୍ମପୁର,୧୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଭାତ କୁମାର ରାଜଗୁରୁ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ଘଟଣାର ୬ବର୍ଷ ପରେ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ...

କଳାବ୍ୟାଜ୍‌ ପରିଧାନ କଲେ ଉପକାରାଗାର କର୍ମଚାରୀ

ଛତ୍ରପୁର,୧୩ା୯(ସନ୍ତୋଷ ପାଢ଼ୀ): ଛତ୍ରପୁର ଉପକାରାଗାର କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍‌ ପରିଧାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସତ୍ତ୍ୱେ ମଧ୍ୟ ଦାବି ପୂରଣ କରା ନ ଗଲେ ୨୫ ତାରିଖରୁ ସମସ୍ତ କର୍ମଚାରୀ କଳାବ୍ୟାଜ୍‌...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ଦାରିଙ୍ଗବାଡ଼ି,୧୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଧାରଣା ଦିଆଯାଇଥିଲା। ଏଥିସହ ସେମାନଙ୍କ...

ଶକ୍ତିନଗରରୁ ସେକ୍ସ ରାକେଟ ଠାବ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଗୃହକର୍ତ୍ତା ଅମୂଲ୍ୟ ପାଢ଼ୀ ନିଜର ଶକ୍ତିନଗର ପ୍ରଥମ ଲାଇନରେ ଦୀର୍ଘଦିନ ଧରି ଏହି ସେକ୍ସ କାରବାର ଚଳାଉଥିଲେ। ବୁଧବାର ସକାଳେ ପୋଲିସ ଜେରା ବେଳେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା,୧୩।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଜନସ୍ବାସ୍ଥ୍ୟ ବିଭାଗ-୧ ସହକାରୀ ଯନ୍ତ୍ରୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଯନ୍ତ୍ରୀ ବାଣେଶ୍ବର ନାଏକଙ୍କ ବାରିପଦା ରଘୁନାଥପୁରସ୍ଥିତ ୩ମହଲା ବାସଭବନ, ସରକାରୀ...

ପୋଲ, ଜମିରେ ଚାଲିଛି ବର୍ଷାପାଣି

ନନ୍ଦପୁର, ୧୩।୯(ଶଙ୍କର ପୂଜାରୀ); ଲଘୁଚାପ ଯୋଗୁ ଲଗାଣବର୍ଷାରେ କୋରାପୁଟ ଜିଲା ନନ୍ଦାହାଣ୍ଡି ବ୍ଲକରେ ରାସ୍ତାଘାଟରେ ପାଣି ଯାତାୟାତକୁ ପ୍ରଭାବିତ କରିଛି। ଘର ଓ ଦାଣ୍ଡରେ ବର୍ଷାପାଣି ପଶି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଚାଷଜମି ଜଳାର୍ଣ୍ଣବ ହୋଇ ଫସଲ...

ନିୟମିତ ଡାକ୍ତର ରହୁ ନ ଥିବାରୁ ଉତ୍ତେଜନା

ଦଶମନ୍ତପୁର, ୧୩।୯ ( ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ବିରିଗୁଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଅବ୍ୟବସ୍ଥା ଲାଗି ରହିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ମନୋଜ କୁମାର ସ୍ବାଇଁ ନିଯୁକ୍ତି ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ଛୁଟିରେ...

ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ

ମହାକାଳପଡ଼ା,୧୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପାର୍ବଣ ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ। ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ପବନର ତାଳେ ତାଳେ ସତେ ଯେମିତି ଦୋଳି ଖେଳୁଛି କାଶତଣ୍ଡୀ। ମହାକାଳପଡ଼ା ବ୍ଲକ ଅଞ୍ଚଳର ମହାନଦୀ ପଠା, ଗହୀର ପାଟ, ରାସ୍ତାପାଶର୍‌ବ,...

ନଦୀ, ନାଳରେ କୁମ୍ଭୀର: ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୧୩।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଞ୍ଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କୁମ୍ଭୀର ଓ ମଣିଷ ଲଢ଼େଇରେ ୩ ମାସରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି। ଏବେ ଏହି...

କାମରେ ଲାଗୁନି ମୁକ୍ତାକାଶ ବ୍ୟାୟାମଶାଳା

ପାରାଦୀପ,୧୩।୯(ଶରତ ରାଉତ): ପାରାଦୀପ ପୌରାଞ୍ଚଳକୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପୌରପାଳିକା ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri