ଆମ ଜିଲା ଖବର

ଶ୍ରୀନୀଳମାଧବଙ୍କ ଜନ୍ମାଷ୍ଟମୀ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଖଣ୍ଡପଡା,୭ା୯ (ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋ ନୀଳମାଧବ ପୀଠ ଏବଂ ରାଧାମୋହନ ଜୀଉ ମଠରେ ବୁଧବାର ଜନ୍ମାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ସକାଳ ଧୂପଠାରୁ ସନ୍ଧ୍ୟା ଧୂପ...

ନୟାଗଡ଼ ବଜାରର ରୂପରେଖ ବଦଳିପାରୁନି

ନୟାଗଡ, ୭।୯ (ଲୋକନାଥ ମିଶ୍ର)ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇ କୁହାଯାଇଥିଲା ନୟାଗଡ଼ ସହରରେ ବିକାଶ ଚାଲିଛି। କୋଟି କୋଟି ଟଙ୍କାର କାମ ଶେଷ ହୋଇଛି। ପୁଣି କୋଟି କୋଟି ଟଙ୍କାର କାମ...

ଆଜି ନନ୍ଦ ଉତ୍ସବ

ପୁରୀ, ୭ା୯(ଅଜିତ ମହାନ୍ତି)ପବିତ୍ର ଜନ୍ମାଷ୍ଟମୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ଏଥିଲାଗି ବିଶେଷ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟାଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର ଲାଗିହୋଇଥିଲେ। ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା।...

ନୂଆ ପୁରୁଣା ଗୀତରେ ଦୁଲୁକିବ ମେଲୋଡି ମଞ୍ଚ

କଟକ,୭ା୯(ସୁପ୍ରିୟା ପ୍ରିୟଦର୍ଶିନୀ)ଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ନୂଆ ପୁରୁଣା ଗୀତ ସହ ବାଦ୍ୟଯନ୍ତ୍ରର ଧୂମଧଡ଼ାକ ଶୁଣିବାକୁ ମିଳିବ। ଏଥିପାଇଁ ଗାୟିକା ଗାୟକମାନଙ୍କର ଚାହିଦା ଏବେ କାହିଁରେ କେତେ। ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ...

ଏଥର ୪୫ ଫୁଟର ଏଲ୍‌ଇଡି ଲାୟନ ଗେଟ୍‌

ଜଟଣୀ,୭ା୯(ରବୀନ୍ଦ୍ରନାଥ ମହାକୁଡ଼)ଆଉ ଦିନ କେଇଟା ପରେ ଗଣେଶପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏବେଠୁ କାରିଗର, ଆୟୋଜକ ଓ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା...

ଫାଙ୍କା ଗୁଳିଚାଳନା କରି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍‌

କଟକ/କଟକ ସଦର, ୭ା୯(କାର୍ତ୍ତିକ ସାହୁ/ସୁଶାନ୍ତ କୁମାର ଜେନା)ସ୍ପଷ୍ଟ ଦିବାଲୋକରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍‌ କରିଛନ୍ତି ୪ ଦୁର୍ବୃତ୍ତ। ଫାଙ୍କା ଗୁଳିଚାଳନା କରି ସେମାନେ ବ୍ୟବସାୟୀଙ୍କୁ ଭୟଭୀତ ମଧ୍ୟ କରିଛନ୍ତି। ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା,...

ରାସ୍ତାରେ ପଡ଼ି ହେଉଥିଲେ ଛଟପଟ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

କୋକସରା,୬ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡ଼ା ନିକଟରେ ବୁଧବାର ସନ୍ଧ୍ୟାରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏହା...

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ଅପହରଣ, ଧରାପଡ଼ିଲେ ୧୦ ଅଭିଯୁକ୍ତ

କୋଟଗଡ଼,୬ା୯(ସରୋଜ ବଳିୟାରସିଂ): ଫିଲ୍ମ ଷ୍ଟାଇଲ୍‌ରେ ଆସି ଦୁଇ ଜଣଙ୍କୁ ଅପହରଣ କରିନେଇଥିଲେ। ଏହି ଅଭିଯୋଗରେ ୧୦ ଅପହରଣକାରୀଙ୍କୁ ବୁଧବାର ଗିରଫ କରିଛି ବାଲିଗୁଡ଼ା ପୋଲିସ। ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍‌କୁ ମଧ୍ୟ ଜବତ...

ଉଠାଯାଉନି ହୋର୍ଡିଂ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ବେସରକାରୀ ହୋର୍ଡିଂ ଲଗାଯାଇଥିବାରୁ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବ ହାନି ଘଟିବା ସହ  ଦୁର୍ଘଟଣାର କାରଣ ହେଉଛି। ପୌରପାଳିକାର କେତେକ ଦୁର୍ନୀତିଗ୍ରସ୍ତ...

ମରୁଡ଼ି ଘୋଷଣା ପାଇଁ ଜିଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

କୋକସରା,୬ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ବ୍ଲକର ୨୨ ପଞ୍ଚାୟତକୁ ମରୁଡ଼ି ଘୋଷଣା  ସହ କୃଷି ଋଣ ଛାଡ଼ କରିବାକୁ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଭେଟି ଦାବିପତ୍ର ପ୍ରଦାନ...

କୋରାପୁଟରେ ପ୍ରବଳ ବର୍ଷା

କୋରାପୁଟ,୬ା୯(ଅମିତାଭ ବେହେରା): କୋରାପୁଟରେ ବୁଧବାର ଅପରାହ୍ନ ୪ଟାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବର୍ଷାପାଣି ରାସ୍ତାରେ ଜମି ରହିଥିବା ବେଳେ କେତେକ ଓ୍ବାର୍ଡରେ କିଛି ଘରେ ବର୍ଷା ପାଣି ପଶିଯାଇଥିବା...

ଟାଟା-ବଡ଼ବିଲ ପାସେଞ୍ଜର ଟ୍ରେନ୍‌କୁ ବଲାଣୀ ଖାଦାନ ଷ୍ଟେଶନ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଲାଣୀ ଖଣି ଅଞ୍ଚଳକୁ ରେଳସେବା ଯୋଗାଇ ଦେବାକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକେ ଦାବି କରିଆସୁଛନ୍ତି। ସେଲ୍‌ ଅଧୀନରେ ବଲାଣୀରେ ଚାଲିଛି ଲୌହଖଣି। ଏଣୁ ଖଣି ଯୋଗୁ ସ୍ଥାନୀୟ ଲୋକ ଜମି, ଜଙ୍ଗଲ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri