ଆମ ଜିଲା ଖବର

ରାସ୍ତା ନାହିଁ ତ ଭୋଟ ନାହିଁ

ବୁଗୁଡ଼ା,୪ା୯(କାଳି ଚରଣ ଦାଶ): ସ୍ବାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ...

ଖରିଫ ଧାନ ବିକ୍ରିରେ କମିଲା ଚାଷୀଙ୍କ ପଞ୍ଜୀକରଣ

ଭଦ୍ରକ, ୪।୯(ସନାତନ ରାଉତ): ଭଦ୍ରକ ଜିଲାରେ ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଶେଷ ହୋଇଛି। ଜିଲାରେ ୧୫୫ ମଣ୍ଡିରେ ୮୩ ହଜାର ୮୬୭ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଥିବା ସତ୍ତ୍ୱେ...

ଜିଲା ଦାବି ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ଘୁମୁସର ଜିଲା ଦାବି ଆନ୍ଦୋଳନ ୧୯୯୩ରୁ ଆରମ୍ଭ ହୋଇଛି। ଏହା ବର୍ତ୍ତମାନ ସୁଧା ଚାଲିଛି। କିନ୍ତୁ ସରକାର ଦାବି ପ୍ରତି ଗୁରୁତ୍ୱ ଦେଉ ନ ଥିବାବେଳେ ସୋମବାର ଘୁମୁସର ବାହିନୀ ପକ୍ଷରୁ ଜଗନ୍ନାଥପ୍ରସାଦ ବ୍ଲକ କଳିଙ୍ଗପଦର ଅଚ୍ୟୁତାନନ୍ଦ...

ମୂର୍ତ୍ତି ତିଆରି କରି ଲକ୍ଷାଧିକ ଟଙ୍କା ରୋଜଗାର

କର୍ଲାମୁଣ୍ଡା:୪।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ଦୁଇ କିଲୋମିଟର ଦୂରରେ ରହିଛି ଫଲସାପଡା ଗାଁ। ଗାଁରେ ରୁହନ୍ତି ଶିଳ୍ପୀ ହେମାନନ୍ଦ ସାହୁ(୨୮)। ମୂର୍ତ୍ତି ତିଆରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଚଳିତ...

ରାଜ୍ୟ, କେନ୍ଦ୍ର ଉପରେ ବର୍ଷିଲେ ସୁର ରାଉତରାୟ

ଘସିପୁରା,୪।୯(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଜଟଣି ବିଧାୟକ ସୁର ରାଉତରାୟ ଯୋଗ ଦେଇଥିଲେ। ତାଙ୍କୁ ଦେଖିବା ଏବଂ ତାଙ୍କ ଅଭିଭାଷଣ ଶୁଣିବାକୁ କର୍ମୀ ଓ...

ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ର, ଅଧ୍ୟାପକଙ୍କୁ ସମ୍ମାନିତ

ଚାନ୍ଦବାଲି,୪ା୯(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମତୋ ଯୁକ୍ତ ୩ ସ୍ନାତକ ମହାବିଦ୍ୟାଳୟର ୩୨ତମ ପ୍ରତିଷ୍ଠା ଦିବସ ସୋମବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ସ୍ବୟଂଶାସିତ କଲେଜର ପ୍ରାକ୍ତନ ଇଂଲିଶ ବିଭାଗୀୟ ମୁଖ୍ୟ ତ୍ରିଲୋଚନ...

୮ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ମାଲକାନଗିରି,୪।୯(ନୃସିଂହ ଚରଣ ମହାନ୍ତି): ୮ ଦଫା ଦାବି ନେଇ ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଛାତ୍ରୀଛାତ୍ର। ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଏହାର ନେତୃତ୍ୱ ଜିଲା ଛାତ୍ର କଂଗ୍ରେସ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ,...

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ,୪।୯(ସନାତନ ରାଉତ): ଭଦ୍ରକ-ଚରମ୍ପା ଷ୍ଟେଶନ ନିକଟ ଏକ ହୋଟେଲରୁ ସୋମବାର ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଭଣ୍ଡାରିପୋଖରୀ ଅଞ୍ଚଳର ଦେବରାଜ ସାମଲ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଜନୈକ ଯୁବତୀଙ୍କ ସହ ସେ ଗତ ରାତିରେ...

ବିଦ୍ୟୁତ୍‌ ଉତ୍ପାଦନ, ଜଳସେଚନରେ ବାଧା ଆଶଙ୍କା

ନବରଙ୍ଗପୁର,୪।୯(ସଦାଶିବ ପ୍ରହରାଜ):ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଇଛି ଜଳ ସଙ୍କଟ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ କାରଣରୁ ବିଗତ ବର୍ଷମାନଙ୍କ ତୁଳନାରେ ବହୁ ମାତ୍ରାରେ ବର୍ଷା କମ୍‌। ୬୪୧ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ୬୩୧.୪୧...

ଅବ୍ୟବସ୍ଥାରେ ବେଲଖଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ତୁଣ୍ଡଲା,୪।୯(ଫିରୋଜ କୁମାର ଦାଶ):ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଡାକ୍ତରଖାନାର ଉନ୍ନତି ପାଇଁ ଗୁରୁତ୍ୱ ଦେଉ ନ ଥିବାରୁ ଡାକ୍ତରଖାନାଗୁଡିକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏପରି...

ବର୍ଷାଦିନେ ଜଳବନ୍ଦୀ ନାଗୁପଡ଼ା ଗ୍ରାମବାସୀ

ଭବାନୀପାଟଣା,୪।୯(ଉତ୍ତମ କୁମାର ଦାଶ):ଦୀର୍ଘ ବର୍ଷର ଦାବି ଓ ୨ଟି ସାଧାରଣ ନିର୍ବାଚନ ପରେ ଶେଷରେ ଗ୍ରାମର ନାଳରେ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନର ଚେତାପଶିଥିଲା। ହେଲେ ଏହି ପୋଲ କାମ ଏବେ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ପୂର୍ବ ବର୍ଷଭଳି...

୨ ଦିବ୍ୟାଙ୍ଗ ଭାଇ ପାଇଁ ଭଉଣୀ ସାଜିଛନ୍ତି ମା’

ଭବାନୀପାଟଣା,୪।୯(ଉତ୍ତମ କୁମାର ଦାଶ):ସ୍ନେହ ଓ ପ୍ରେମର ବନ୍ଧନ ରାଖୀ। ଭାଇ ଭଉଣୀର ଅତୁଟ ସମ୍ପର୍କ ରାଖୀ। ବୁଧବାର ସୁବୁଠି ରାଖୀ ପୂର୍ଣ୍ଣିମା ଧୁମଧାମରେ ପାଳନ ହୋଇଛି। ଏହି ଦିନ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତାଙ୍କର ଉଜ୍ବଳ ଭବିଷ୍ୟତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri