ଆମ ଜିଲା ଖବର

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ

ଭୁବନେଶ୍ୱର,୩୧ା୮(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାଲାହାଣ୍ଡି ଜିଲାର ଉତ୍‌କେଲା ଅଭିମୁଖେ ପ୍ରଥମ ନିର୍ଦ୍ଧାରିତ ବିମାନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗୁରୁବାର ଭୁବନେଶ୍ୱର-ଉତ୍‌କେଲା ଏମ୍‌/ଏସ୍‌ ଇଣ୍ଡିଆ ଓ୍ବାନ ଏୟାର ଦ୍ୱାରା...

ସୋରଡ଼ା ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ସୋରଡ଼ା,୩୧ା୮(ଲମ୍ବୋଦର ପାଣିଗ୍ରାହୀ): ସ୍ବାୟତ୍ତ ଶାସନ ଦିବସ ସ୍ଥାନୀୟ ଏନ୍‌ଏସି ତରଫରୁ ପାଳିତ ହୋଇଯାଇଛି। ସକାଳୁ କାର୍ଯ୍ୟାଳୟ ପରିସରରେ ଜାତୀୟ ପତ୍ତାକା ଉତ୍ତୋଳନ ପରେ ଗଣିଛକଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି, ଋଷିକୁଲ୍ୟା ସେତୁ ନିକଟ ଶଶିଭୂଷଣଙ୍କ ପ୍ରତିମୂର୍ତ୍ତି, ବ୍ଲକ ଲାଇନ୍‌ ଗାନ୍ଧୀ ମୂର୍ତ୍ତିରେ...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ମାସର ଶିଶୁପୁତ୍ର...

ଖଣି କର୍ମଚାରୀଙ୍କ ଘରେ ପଶି ଦୁର୍ବୃତ୍ତ ଲୁଟିନେଲେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା

ତାଳଚେର,୩୧ା୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଲିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଞ୍ଚଳରେ ଦୁର୍ବୃତ୍ତମାନେ ବୁଧବାର ରାତିରେ ଜଣେ ଖଣି କର୍ମଚାରୀଙ୍କ ଘରେ ପଶି ୩୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସୁନା ଓ ରୁପା ଗହଣା ନଗଦ ୪ଲକ୍ଷ ୧୦ ହଜାର...

ଗୁରୁତର ଅବସ୍ଥାରେ ବ୍ୟବସାୟୀ ଉଦ୍ଧାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ସେନେଇ ଚର୍ଚ୍ଚା

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ରାସ୍ତାର ଏକ ଘାଟିରେ ଜଣେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦାରିଙ୍ଗବାଡ଼ିର କାଳୁ ପ୍ରଧାନ। କାଳୁଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ସେ ଅଚେତ...

ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ କାଉନସିଲର

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକାର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କଲେ ୧୬ ନମ୍ବର ଓ୍ବାର୍ଡର କାଉନସିଲର ସବିତା ପଟ୍ଟନାୟକ। ଜୁଲାଇରୁ ଅବଧି ସରିଥିଲେ ହେଁ ବିନା ଆଲୋଚନାରେ ପୂର୍ବ ଠିକାସଂସ୍ଥାଙ୍କୁ ସଫେଇ କାମ...

ଭାଇଙ୍କୁ ରାଖୀ ବାନ୍ଧିବା ଅଧା ରହିଲା: ଦୁର୍ଘଟଣାରେ ଚାଲିଗଲା ଭଉଣୀଙ୍କ ଜୀବନ

ଗଞ୍ଜାମ,୩୧ା୮(ବିଦ୍ୟାଧର ସାହୁ): ରକ୍ଷାବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ଭାଇଙ୍କର ଶୁଭ ମନାସିବା ସହ ନିଜକୁ ସୁରକ୍ଷା ଦେବା ପାଇଁ ଭାଇଙ୍କଠାରୁ ପ୍ରତିଜ୍ଞା ଗ୍ରହଣ କରନ୍ତି। କିନ୍ତୁ ଜଣେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିବାକୁ ଯିବା ବାଟରେ...

ଜେଏମ୍‌ଏମ୍‌ ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

ରାଇରଙ୍ଗପୁର,୩୧ା୮ (ମନୋରଞ୍ଜନ ତିରିଆ): ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଝାଡ଼ଖଣ୍ଡ ମୁୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜେଏମ୍‌ଏମ୍‌ ରାଜ୍ୟ ଉପ ସଭାପତି ଦାୟିତ୍ୱରେ ଥିଲେ। ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଥିବାରୁ ମଙ୍ଗଳବାର ରାତିରେ...

କାର୍ଯ୍ୟକାରୀ ହେଉନି ଉନ୍ନୟନ ବିଭାଗ ନିୟମ

ରାଉରକେଲା,୩୧ା୮(ବିପ୍ଳବ ରଞ୍ଜନ ଦାଶ)ଆର୍‌ଡିଏ ପକ୍ଷରୁ ଛେଣ୍ଡ୍‌ ଅଞ୍ଚଳସ୍ଥିତ ଆର୍‌ଡିଏ କଲୋନୀଠାରେ ୫ହଜାରରୁ ଊର୍ଦ୍ଧ୍ୱ ରହିବା ପାଇଁ ଗୃହ ଓ ବାଣିଜ୍ୟ ବ୍ୟବସାୟ ନିମେନ୍ତ ଦୋକାନ ଗୃହ ଆବଣ୍ଟିତ ହୋଇଛି। ଗୃହ ଓ ଦୋକାନ ପରିଚାଳନା ପାଇଁ ସ୍ବତନ୍ତ୍ର ନିୟମ ଉନ୍ନୟନ...

ବିକାଶରୁ ଦୂରରେ ଢେପଗୁଡ଼ା ଗାଁ

ମାଥିଲି,୩୧ା୮(ସୁବାଷ ଚନ୍ଦ୍ର ଖୁଡୁପିଆ )ଅନ୍ଧାରିମୂଲକର ଗଁା ମାଲକାନଗିରି ଜିଲାର ଢେପଗୁଡା। ବିକାଶଠାରୁ ବହୁ ରହିଛି ଦୂରରେ। ଦୁର୍ବିସହ ଜୀବନ ବିତାଉଛନ୍ତି ଗ୍ରାମବାସୀ। ଅଟକି ଯାଇଛି ବିକାଶ। ବଣ ପାହାଡକୁ ଏହି ଗଁା ଘେରି ରହିଛି। ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା...

ଲୋପ ପାଇବାକୁ ବସିଲାଣି ଗହ୍ମାଡ଼ିଆଁ, ଗୋମାତା ପୂଜାର୍ଚ୍ଚନା

ପଦ୍ମପୁର, ୩୧।୮ (ପ୍ରଶାନ୍ତ କୁମାର କର)ଆଧୁନିକତାର ସ୍ପର୍ଶରେ ଲୋପ ପାଇବାକୁ ବସିଲାଣି ବିଭିନ୍ନ ଲୋକ ସଂସ୍କୃତି ଓ ପରମ୍ପରା। ପୂର୍ବରୁ ରାଖୀପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଏବଂ ଗୋମାତା ପୂଜାର୍ଚ୍ଚନା କରାଯାଉଥିବାବେଳେ ଏବେ ସହର କିମ୍ବା ଗ୍ରାମାଞ୍ଚଳ...

ରାସ୍ତା, ଡ୍ରେନେଜ୍‌ ସମସ୍ୟାରୁ ନିସ୍ତାର ମିଳୁନି

କେନ୍ଦୁଝର,୩୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ପୌରପାଳିକା ଗୁରୁବାର ୭୩ତମ ସ୍ବାୟତ୍ତ ଶାସନ ଦିବସ ପାଳନ କରିବାକୁ ଯାଉଛି। ମାତ୍ର ପୌର ପ୍ରଶାସନ ସହରବାସୀ ଆଜି ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛି। ଅନେକ ସାହିରେ ରାସ୍ତା ନ ଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri