ଆମ ଜିଲା ଖବର

ନାଲ୍‌କୋରେ ଚାକିରି କରାଇ ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଦେବଗଡ଼,୨୮ା୮(ଶେଖର ଝାଙ୍କର): ନାଲ୍‌କୋରେ ଚାକିରି ଦେବାକୁ କହି ଜଣେ ଦୁର୍ବୃତ୍ତ ଦେବଗଡ଼ ଜିଲା ହଦମୁଣ୍ଡା ଗ୍ରାମର ଜଣେ ଯୁବକଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା...

ଡ୍ରିମ୍‌ଗର୍ଲ ୨ ସିନେମାରେ ସୋନପୁରର ରାଜକିଶୋର

ସୋନପୁର,୨୮।୮(ମୃତ୍ୟୁଞ୍ଜୟ ଶତପଥୀ): କଳା, ସଂସ୍କୃତିର ମାଟି ସୁବର୍ଣ୍ଣପୁରରେ ଆଉ ଜଣେ ଯୁବକ ଚଳଚ୍ଚିତ୍ର ଦୁନିଆରେ ନିଜର ପାଦ ଥାପି ସଫଳତା ପାଇଛନ୍ତି। ଚଳଚ୍ଚିତ୍ର ଦୁନିଆକୁ ଏହି ମାଟିର ସୁଯୋଗ୍ୟ ସନ୍ତାନ ସବ୍ୟସାଚୀ ମହାପାତ୍ର, ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଓ ସୂର୍ଯ୍ୟ...

ଭଙ୍ଗା ବ୍ରିଜ୍‌, ଭୟରେ ଯାତାୟାତ

ରାଉରକେଲା,୨୮।୮(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳଗୁଡିକରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। କେଉଁଠି ଗୋଷ୍ଠୀ ଶୌଚାଳୟ ତ ଆଉ କେଉଁଠି ପକ୍କା ରାସ୍ତା ତିଆରି କରାଯାଉଛି। ଏସବୁ ଉନ୍ନତୀକରଣ ସତ୍ତ୍ୱେ ଉଦିତନଗର ସ୍ଥିତ...

ଏଥର ଧାନ ବିକିବେ ୧୭, ୨୬୩ ଚାଷୀ

ଭେଡେନ,୨୮।୮(ସୁଦନ ମହାକୁର): ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକର ୫ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ଗୁଡ଼ିକରେ ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ଶୁକ୍ରବାର ସୁଦ୍ଧା ୧୭,୨୬୩ ଜଣ ଚାଷୀ...

ରାସ୍ତା ନାହିଁ, ଗ୍ରାମରେ ପହଞ୍ଚତ୍ପାରୁନି କୌଣସି ଯୋଜନା

ଦଶମନ୍ତପୁର,୨୮ା୮ (ଅରବିନ୍ଦ ନାୟକ ): ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଗ୍ରାମବାସୀଙ୍କୁ ଏଯାଏ ମୌଳିକ ସୁବିଧା ସୁଯୋଗ ମିଳିନାହିଁ। ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର...

ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବିପିଏଲ୍‌ କାର୍ଡ ବାଧକ

ବୈପାରିଗୁଡା,୨୮ା୮(କଳ୍ପତରୁ ମହାନ୍ତି): ପରିବାର ମଙ୍ଗଳ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ୬୦ ବର୍ଷରୁ କମ୍‌ ବୟସର ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପରିବାର ମଙ୍ଗଳ ଯୋଜନାରେ ସମ୍ପୃକ୍ତ ପରିବାରକୁ ୨୦ ହଜାର...

ଫେଲ୍‌ ମାରିଛି ସୁନେତ୍ର ଯୋଜନା

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବର୍ଷ ହେବ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ୨୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ରୋଗୀଙ୍କ କାମରେ ଆସୁନି। ଏଥିସହିତ ଜିଲାରେ ସୁନେତ୍ର ଯୋଜନା ଫେଲ୍‌...

ଜାତୀୟ ରାଜପଥରେ ବୁଲାଗୋରୁ ଦୁର୍ଘଟଣାର କାରଣ

ଗୋପାଳପୁର,୨୮ା୮(ନବୀନରାଜ ଆଚାରୀ): ଆନ୍ଧ୍ରପ୍ରଦେଶ ଏବଂ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ଏବେ ବୁଲା ଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଯାତାୟତରେ ବ୍ୟାପକ ବାଧା ସୃଷ୍ଟି ହେଉଛି। ଗାଡି...

ଅଧାପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲ

ପୋଲସରା,୨୮ା୮(ସୁବ୍ରତ ବେହେରା): ଅଧପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲର କୋଠା। ପୁରୁଣା କୋଠାରେ ବ୍ଲାକ ବୋର୍ଡରେ ଚାଲିଛି ପାଠ ପଢ଼ା। ଆଉ ସ୍କୁଲ ଛୁଟି ପରେ ନିଶାସକ୍ତମାନେ ଆଡ୍ଡା ଜମାଉଛନ୍ତି। ଏଭଳି ଦୃଶ୍ୟ ଦଖିବାକୁ ମିଳିଛି ପୋଲସରା ବ୍ଲକ ଗୋଛାବାଡ଼ି...

ନୀଳଗିରିରେ ମିଲେଟ୍‌ ମିଶନ ଫେଲ୍‌

ନୀଳଗିରି,୨୮।୮(ପ୍ରଶାନ୍ତ ବିଶ୍ୱାଳ): ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥତ୍କ ଅବସ୍ଥାରେ ଉନ୍ନତି ଆଣିବା ଓ ଲୋକଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ସରକାର ମିଲେଟ ମିଶନ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏହି ମିଶନ...

୩୧ରେ ଉତ୍କେଲା ବିମାନବନ୍ଦର ଲୋକାର୍ପଣ

ଭବାନୀପାଟଣା,(ଉତ୍ତମ କୁମାର ଦାଶ)/ ଭୁବନେଶ୍ୱର,୨୮।୮(ଅସମାପିକା ସାହୁ): ରାଜ୍ୟ ବିମାନ ସେବାରେ ଯୋଡ଼ିହେବ ନୂଆ ଅଧ୍ୟାୟ। କଳାହାଣ୍ଡି ଉତ୍କେଲାରୁ ଉଡ଼ିବ ବିମାନ। ଆଉ ୩ଦିନ ପରେ କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବ। ୩୧ ତାରିଖରେ ଲୋକାର୍ପଣ ହେବ ଜିଲାର...

ବନ୍ଧପଡ଼ା ଗାଁ ରାସ୍ତାରେ ୨୦ ଫୁଟର ଘାଇ: ୫୦ ପରିବାର ଜଳବନ୍ଦୀ

ବଳଙ୍ଗା,୨୮ା୮(କେଦାରେଶ୍ୱର ନନ୍ଦ): ବଳଙ୍ଗା ଥାନା ଅଧୀନ ବନ୍ଧପଡ଼ା ଗ୍ରାମ ପାଖଦେଇ ଯାଇଥିବା ଶାଖା କେନାଲରେ ବନ୍ଧ ଭାଙ୍ଗି ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଗାଁ ଭିତରେ ପାଣି ପଶିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ୫୦ରୁ ଊର୍ଦ୍ଧ୍ୱ ପରିବାର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri