ଆମ ଜିଲା ଖବର

ଆସନ୍ତାକାଲି ୫-ଟି ସଚିବଙ୍କୁ ଭେଟିବେ ଯୁବ ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ,୨୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମଧ୍ୟରେ ଥିବା ବିଭିନ୍ନ ମନ୍ଦିର ଦୀର୍ଘବର୍ଷ ହେବ ମରାମତି ନ ହୋଇ ଅବହେଳିତ ହୋଇପଡ଼ିରହିଛି। ବିଶେଷକରି ବଡ଼ ବଜାରଠାରେ ଥିବା ଜଗନ୍ନାଥ ମନ୍ଦିର ଭଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛ। ଆସନ୍ତା କଲି ୫-ଟି...

ସରକାରୀ ଯୋଜନାରୁ ହିତାଧିକାରୀ ବଞ୍ଚିତ, ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଘସିପୁରା,୨୬ା୮(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗୋହିରା ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ କରି ଭାଜପା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ଗୋହିରା...

୫-ଟି ସଚିବଙ୍କ ସୋରଡ଼ା ଗସ୍ତ ବେଳେ ଲୋକଙ୍କୁ କଲମ ନ ନେବା ପାଇଁ କରାଯାଇଥିଲା ସତର୍କ

ସୋରଡ଼ା,୨୬ା୮(ଲମ୍ବୋଦର ପାଣିଗ୍ରାହୀ): ମିନି ଷ୍ଟାଡିୟମରେ ନିର୍ଦ୍ଧାରିତ ସମୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ପହଞ୍ଚିବା ପରେ ସୋରଡ଼ା ଏନ୍‌ଏସି ଓ ବେଲଗୁଣ୍ଠା ଏନ୍‌ଏସିର ଅଧ୍ୟକ୍ଷ ଓ କାଉନସିଲରମାନେ ଉପସ୍ଥିତ ରହି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଗସ୍ତକୁ ଭିତ୍ତି...

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୨୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରୀକରଣ କାର୍ଯ୍ୟ ଜୋରଦାର କରାଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଏହା ସମ୍ମୁଖରେ ରହିଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ପୂର୍ବରୁ ଏହି ଉଠାଦୋକାନୀଙ୍କୁ ପ୍ରଶାସନ...

ଥମୁନି କୁମ୍ଭୀର ଆତଙ୍କ

ସୋର, ୨୬।୮: ସୋର ବ୍ଲକ ଚପରପଦା ଗ୍ରାମରେ ଯାଇଥିବା ପିତାକଳିଆ ନଦୀ ହୁଡ଼ାରେ ଏକ ବିରାଟ କୁମ୍ଭୀର ଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। କାଂଶବାଂଶ ନଦୀ ପରେ ପୁଣି ଏହା ପିତାକଳିଆ ନଦୀରେ ଦେଖାଦେଇଛି। ଗତ ୧୫ ଦିନ ତଳେ...

୨ ନକଲି ଅଧ୍ୟାପକ ବହିଷ୍କୃତ: ଫେରାଇବେ ନେଇଥିବା ସବୁ ଦରମା

ବଲାଙ୍ଗୀର,୨୬।୮: ୪ ନକଲି ଶିକ୍ଷକଙ୍କୁ ପୂର୍ବରୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ବର୍ତ୍ତମାନ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ବଲାଙ୍ଗୀର ଯୋଗୀମୁଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ରାଜେନ୍ଦ୍ର ମେହର ଉଚ୍ଚ ମାଧ୍ୟମିକ...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

ପୁରୀ,୨୬।୮: ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଶନିବାରଠାରୁ ଝୁଲଣ ଯାତ୍ରାର ମାହୋଲ ଆରମ୍ଭ ହୋଇଛି । ଏହି ଯାତ୍ରା ସାତଦିନ ଧରି ଚାଲିବ । ତେବେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ...

୫ଟି ସଚିବଙ୍କ କାର୍ଯ୍ୟକ୍ରମରେ ଅଚେତ ହେଲେ ଅଧ୍ୟାପିକା

ସୋରଡ଼ା,୨୬।୮(ଲମ୍ବୋଦର ପାଣିଗ୍ରାହୀ): ୫ଟି ସଚିବ ଭି.କେ. ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଗସ୍ତରେ ଅଛନ୍ତି। ଶନିବାର ତାଙ୍କର ଦ୍ୱିତୀୟ ନିନର କାର୍ଯ୍ୟକ୍ରମ ମିନିଷ୍ଟାଡିୟମରେ ଥିବା ବେଳେ କେଶବ ପଣ୍ଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ...

ଋଷିକୁଲ୍ୟାରେ କୁମ୍ଭୀର ଥିବା ଘଟଣା ଗୁଜବ: ଭୟଭୀତ ନ ହେବାକୁ ପରାମର୍ଶ

ପୁରୁଷୋତ୍ତମପୁର,୨୬।୮(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୁଲ୍ୟା ନଦୀରେ କୁମ୍ଭୀର ଥିବା ନେଇ ଗତ କିଛିଦିନ ହେଲା ଗୁଜବ ଲାଗିରହିଛି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତିା। କେହି ଅସାଧୁ ବ୍ୟକ୍ତି ଫଟୋକୁ ଏଡିଟିଙ୍ଗ କରି ସୋସିଆଲ...

ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ମାମୁ, ଭଣଜା ମୃତ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା): ୨୬।୮: ବ୍ଲାଷ୍ଟିଙ୍ଗ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା ବନ୍ଧାଗୁଡ଼ା କ୍ରସର ନିକଟରେ । ମୃତ୍ୟୁ ବରଣ କରିଥିବା ୨...

ଗ୍ରାମରେ ଆତଙ୍କ ଖେଳାଇଛନ୍ତି ୨ ଦନ୍ତା

ଲହୁଣୀପଡ଼ା,୨୬ା୮(ଦାଶରଥି ପଣ୍ଡା): ଲହୁଣୀପଡ଼ା ବ୍ଲକ କୁଡ଼େଇକଳା ଓ କଲେଇପୋଷ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ କିଛି ଦିନ ହେବ ୨ ଗୋଠଛଡ଼ା ଜଙ୍ଗଲି ହାତୀ ଘରଦ୍ୱାର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଇଛନ୍ତି। ରାତରେ ଗ୍ରାମବାସୀ ଏକାଠି...

ଡାକ୍ତରୀ ପଢ଼ିବା ସ୍ବପ୍ନ ପୂରଣ ହେଲା, ସହାୟତା କଲେ ୫-ଟି ସଚିବ

ବିଷମ କଟକ,୨୬।୮ (ବିଭୂତି ଭୂଷଣ ନାୟକ): ରାୟଗଡ଼ାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳୁ ନ ଥିବା ଦେଖି ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବିଷମକଟକ ବ୍ଲକ ଅନ୍ତର୍ଗତ ଥୁଆପାଢି ସଦର ପଞ୍ଚାୟତ ଗ୍ରାମର କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri