ଆମ ଜିଲା ଖବର

ଦୋଷ ଲଦାଲଦିରେ ଶେଷ ହେଲା ପଞ୍ଚାୟତ ସମିତି ବୈଠକ

ମୋରଡ଼ା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କନ୍‌ଫରେନ୍ସ ହଲ୍‌ରେ ବ୍ଲକ ଅଧ୍ୟକ୍ଷା ପାନମଣି ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟଧ୍‌ ଅତିଥି ଭାବେ ବିଧାୟକ ରାଜକିଶୋର ଦାସଯୋଗ ଦେଇଥିବା...

ବିଧାୟକ ପ୍ରଦୀପଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ମାଡ଼

ଗୋପାଳପୁର,୨୫।୮(ନବୀନରାଜ ଆଚାରୀ): ବ୍ରହ୍ମପୁର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ନିକଟରେ ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ପ୍ରଦୀପଙ୍କ...

ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା ଘଟଣାକୁ ପ୍ରତିବାଦ କରି ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା...

ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମୋରଡ଼ା,୨୫ା୮(ସ୍ମାରକ ମାଜୀ): ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି ଅଣ ରାଜନୈତିକ ସଂଗଠନ ଭଞ୍ଜସେନା l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ଓ ଗୃହ...

କୁରଡୋକୋଟ ଜଳପ୍ରପାତର ଉନ୍ନତିକରଣ ନେଇ ଡିଏଫ୍‌ଓଙ୍କୁ ଭେଟିଲା ଜିଲା ନାଗରିକ କମିଟି

ଦେବଗଡ଼,୨୫ା୮(ଶଶାଙ୍କ ଶେଖର ଝାଙ୍କର): କୁରଡୋକୋଟ ଜଳ ପ୍ରପାତ ଦେବଗଡ଼ ଜିଲା ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ। ଏଠାରୁ ଏସିଆର ଦ୍ୱିତୀୟ ହାଇଡ୍ରୋ ବିଦ୍ୟୁତ୍‌ ଉତ୍ପନ୍ନ ହେଉଥିଲା। ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପ ୨୦୧୬ରେ ଶତବାର୍ଷିକୀ ପାଳନ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା...

ନାଳପାଣିରେ ଭାସି ମହିଳା ମୃତ

ପାଟଣା,୨୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ଗ୍ରାମ ନାଳରେ ଶୁକ୍ରବାର ଜଣେ ମହିଳା ଗାଧୋଇବାକୁ ଯାଇ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ ମଲାରପଦା ଗ୍ରାମର ଶ୍ରୀକାନ୍ତ ସେଠୀଙ୍କ ସ୍ତ୍ରୀ ନଳିନୀ(୫୫)। ସୂଚନାନୁଯାୟୀ,...

ପାଠପଢ଼ାରେ ଅର୍ଥ ସାଜିଛି ବାଧକ

ଅମରପାଲି,୨୫ା୮(ପୀତାମ୍ବର ସାହୁ): ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏନାହିଁ। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟିବାଧିତ ଯୁବକ। ସେ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର...

ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍‌ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ।...

ଔଷଧ ପାଇଁ କିଡ୍‌ନୀ ରୋଗୀଙ୍କ ଭିକ୍ଷାବୃତ୍ତି

ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍‌ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ...

ଗାଈଚରାଳିଙ୍କୁ ଗୁଳି କରି ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୫ା୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଗୁରୁବାର ବିଳମ୍ବିତ ରାତିରେ ଥାନାରେ ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା...

ପରିବାରକୁ ନିଆଁ ପାଣି ବାସନ୍ଦ

ବେଗୁନିଆପଡ଼ା,୨୫ା୮(ସୁଶାନ୍ତ କୁମାର ପଟ୍ଟନାୟକ): ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ କଙ୍ଗାରୁ କୋର୍ଟ ବସି ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଉକ୍ତ ପରିବାରରେ ସମ୍ପତିକୁ କେନ୍ଦ୍ର କରି ବିବାଦ ଉପୁଜିଥିଲା। ଏହାର ସମାଧାନ ପାଇଁ...

ସେପ୍ଟେମ୍ବର ୩ରେ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ,୨୫ା୮(ସୁପ୍ରିୟା ପ୍ରିୟଦର୍ଶିନୀ):ଆସନ୍ତା ସେପ୍ଟେମ୍ବର ୩ରେ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପରୀକ୍ଷା ସୂଚୀ ଏବଂ ପରୀକ୍ଷା କେନ୍ଦ୍ର ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri