Advertisement

ପୁରୀ

ରତ୍ନଭଣ୍ଡାର ଅଳଙ୍କାର ରହିବା ପାଇଁ ଆସିଲା ସିନ୍ଦୁକ: ଜାଣନ୍ତୁ କିଏ, କେତେ ସମୟରେ କେଉଁଥିରେ କଲେ ତିଆରିରତ୍ନଭଣ୍ଡାର ଅଳଙ୍କାର ରହିବା ପାଇଁ ଆସିଲା ସିନ୍ଦୁକ: ଜାଣନ୍ତୁ କିଏ, କେତେ ସମୟରେ କେଉଁଥିରେ କଲେ ତିଆରି

ରତ୍ନଭଣ୍ଡାର ଅଳଙ୍କାର ରହିବା ପାଇଁ ଆସିଲା ସିନ୍ଦୁକ: ଜାଣନ୍ତୁ କିଏ, କେତେ ସମୟରେ କେଉଁଥିରେ କଲେ ତିଆରି

ପୁରୀ,୧୪।୭: ଆଜି ଖୋଲିବ ରତ୍ନଭଣ୍ଡାର, ଭିତରେ ଥିବା ସିନ୍ଦୁକରୁ ଅଳଙ୍କାର ଗଣତି କରାଯାଇ ଅନ୍ୟ ସିନ୍ଦୁକରେ ରଖାଯିବା ପାଇଁ ୬ ସିନ୍ଦୁକ ଆସି ପୁରୀରେ ପହଞ୍ଚିଛି। ସ୍ବତନ୍ତ୍ର…

10 months ago
ଖୋଲିବ ରତ୍ନଭଣ୍ଡାର; ଜଷ୍ଟିସ ରଥ କହିଲେ-”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”ଖୋଲିବ ରତ୍ନଭଣ୍ଡାର; ଜଷ୍ଟିସ ରଥ କହିଲେ-”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”

ଖୋଲିବ ରତ୍ନଭଣ୍ଡାର; ଜଷ୍ଟିସ ରଥ କହିଲେ-”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”

ପୁରୀ,୧୪।୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଏ କିଏ ରତ୍ନଭଣ୍ଡାର ଭିତରକୁ ଯିବେ ସେ ନେଇ ନିଷ୍ପତ୍ତି ହୋଇଛି।…

10 months ago
ଧିରେ ଧିରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ: ମନ୍ଦିର ଭିତରକୁ ଗଲେ ଯାଞ୍ଚ ଟିମ୍‌  ଧିରେ ଧିରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ: ମନ୍ଦିର ଭିତରକୁ ଗଲେ ଯାଞ୍ଚ ଟିମ୍‌  

ଧିରେ ଧିରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ: ମନ୍ଦିର ଭିତରକୁ ଗଲେ ଯାଞ୍ଚ ଟିମ୍‌

ପୁରୀ,୧୪।୭: ଶ୍ରୀମନ୍ଦିର ଭିତରକୁ ରତ୍ନଭଣ୍ଡାର ଯାଞ୍ଚ ଟିମ୍‌   ବର୍ତ୍ତମାନ ପ୍ରବେଶ କରିଛନ୍ତି। କମିଟିର ସଦସ୍ୟମାନେ ପାରମ୍ପରିକ ପୋଷାକରେମନ୍ଦିର ଭିତରକୁ ଯାଇଛନ୍ତି । ତେବେ ପ୍ରଥମେ ପତିତପାବନଙ୍କ ପାଖରେ…

10 months ago
ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନାଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା

ଆଜି ହେବନି ଗଣତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ବଡ଼ ସୂଚନା

ପୁରୀ,୧୪।୭: ରତ୍ନଭଣ୍ଡାର ଖୋଲିବା ନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି, ଆଜି ଗଣତି ହେବ ନାହିଁ। ଶ୍ରୀମନ୍ଦିର ମୁଖ୍ୟ…

10 months ago
ଖୋଲିବ ରତ୍ନଭଣ୍ଡାର: ଭିତରକୁ କିଏ ଯିବେ ଆସିଲା ନାଁଖୋଲିବ ରତ୍ନଭଣ୍ଡାର: ଭିତରକୁ କିଏ ଯିବେ ଆସିଲା ନାଁ

ଖୋଲିବ ରତ୍ନଭଣ୍ଡାର: ଭିତରକୁ କିଏ ଯିବେ ଆସିଲା ନାଁ

ପୁରୀ,୧୪।୭: ଖୋଲିବ ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତ ଶେଷ ହୋଇଛି। ଏଥିପାଇଁ ଶୁଭବେଳା ମଧ୍ୟ ବାହାରି ସରିଛି। ଏନେଇ ତଦାରଖ କମିଟି ବୈଠକ ପରେ ଜଷ୍ଟିସ ରଥ…

10 months ago
ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮

ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଘଣ୍ଟ ହେଲା ସମୟ, ଶୁଭ ମୁହୂର୍ତ୍ତ ୧ଟା ୨୮

ପୁରୀ,୧୪।୭: ବହୁ ଅପେକ୍ଷାର ଅନ୍ତ ଘଟାଇ ୪୬ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲିବାକୁ ଯାଉଛି। ଏନେଇ ଶୁଭ ମୂହୁର୍ତ୍ତ ନିର୍ଘଣ୍ଟ ହୋଇଛି। ଏନେଇ ତଦାରଖ କମିଟି ବୈଠକ…

10 months ago
ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ୍‌ ବିଶ୍ୱନାଥ, କହିଲେ-ମା’ ସାଆନ୍ତାଣୀଙ୍କ ଅନୁମତି ନେଇ…ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ୍‌ ବିଶ୍ୱନାଥ, କହିଲେ-ମା’ ସାଆନ୍ତାଣୀଙ୍କ ଅନୁମତି ନେଇ…

ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ୍‌ ବିଶ୍ୱନାଥ, କହିଲେ-ମା’ ସାଆନ୍ତାଣୀଙ୍କ ଅନୁମତି ନେଇ…

ପୁରୀ,୧୪।୭: ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଶୁଭ ମୂହୁର୍ତ୍ତରେ ଏହା ଖୋଲାଯିବାକୁ ଥିବା ବେଳେ ତା ପୂର୍ବରୁ ତଦାରଖ…

10 months ago
ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ”ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ”

ଖୋଲିବ ରତ୍ନଭଣ୍ଡାର: ଜିଲାପାଳ କହିଲେ-”ମୋ ପାଖରେ ଚାବି ନାହିଁ”

ପୁରୀ,୧୪।୭: ସରକାରଙ୍କ ନିଷ୍ପତ୍ତି କ୍ରମେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥଙ୍କ ନିକଟରୁ ଆଜ୍ଞାମାଳ ଆସି ସାରିଛି। ଆଉ କିଛି…

10 months ago
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…

ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…

ପୁରୀ,୧୪।୭: ବହୁ ବର୍ଷ ଅପେକ୍ଷାର ହେବ ଅନ୍ତ। ରବିବାର ଖୋଲାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହାପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।…

10 months ago
ରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ

ରତ୍ନଭଣ୍ଡାର ଖୋଲିବା ବେଳେ ଲାଗୁ ହେବ ସାମୟିକ କଟକଣା; ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ

ପୁରୀ,୧୪।୭: ଅନେକ ଚର୍ଚ୍ଚା ଆଲୋଚନା ପରେ ଖୋଲିବାକୁ ଯାଉଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ସବୁ ପ୍ରସ୍ତୁତି ସାରିଥିବା ବେଳେ ରତ୍ନଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥଙ୍କ ନିକଟରୁ…

10 months ago