ପୁରୀ

ଜଗନ୍ନାଥଙ୍କ ସମ୍ବନ୍ଧରେ ଭ୍ରମାତ୍ମକ ଲେଖାକୁ ନେଇ ଉଦ୍‌ବେଗ

ପୁରୀ ଅଫିସ, ୩ା୮: ଶ୍ରୀଜଗନ୍ନାଥଙ୍କ ଉପାସନା, ରୀତିନୀତି ଓ ଯାନିଯାତ୍ରା ଭାରତରେ ସ୍ବତନ୍ତ୍ର। ଶାସ୍ତ୍ରୀୟ ସିଦ୍ଧାନ୍ତ ଉପରେ ବିକଶିତ ମହାପ୍ରଭୁଙ୍କ ଉପାସନାରେ ପରମ୍ପରା ଜଡ଼ିତ ହୋଇଛି। ସାମାଜିକ ପରମ୍ପରା ସହିତ ମାନବିକ ମୂଲ୍ୟବୋଧ ଏହାର ଆଧାର ସ୍ତମ୍ଭ। କିନ୍ତୁ ଅନେକ...

ବାଇକ୍‌ରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ

ପୁରୀ ଅଫିସ ୩ା୮: ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ୱେ କେତେକ କ୍ଷେତ୍ରରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି। ମଙ୍ଗଳବାର ପୁରୀ ସହରରେ ବାଇକ୍‌ ଯୋଗେ ଜଣେ ବୃଦ୍ଧାଙ୍କ ମୃତଦେହ ବୁହାଯାଉଥିବା ଦେଖିବାକୁ ମିଳିଥିଲା। ସ୍ବର୍ଗରଥ...

ଏଣିକି ପ୍ରତି ମାସରେ ‘ଶ୍ରୀଜଗନ୍ନାଥାୟନ’

ପୁରୀ ଅଫିସ ୨ା୮:ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୋମବାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ପ୍ରଥମଥର ପାଇଁ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ‘ଶ୍ରୀଜଗନ୍ନାଥାୟନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର ରହିଥିବାରୁ ଆଗକୁ ଓଡ଼ିଶା ନିଶ୍ଚିତ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ଅପରାହ୍ନ ୪ରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ପୁରୀ ଅଫିସ ୧ା୮: ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତନୀତି। ତେଣୁ ଏହି...

ବାଲୁଗାଁରୁ କୃଷ୍ଣପ୍ରସାଦ ଲଞ୍ଚ ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ,୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁରୁଠାରୁ ଚିଲିକାରେ ଲଞ୍ଚ୍‌ ଯୋଗେ ଦୈନିକ ଶତାଧିକ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ତେବେ ହଠାତ୍‌ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଲଞ୍ଚ୍‌ ଚଳାଚଳ ବନ୍ଦ କରିଦେବାରୁ ଯାତ୍ରୀ ନାହିଁ ନ...

ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ, ୩୧।୭: ଶ୍ରୀମନ୍ଦିରରେ ସୋମବାର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରାବଣ ଶୁକ୍ଳ ଚତୁର୍ଥୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ ।...

ସେବାୟତଙ୍କ ଆବାସ ପାଇଁ ଜମି ଚିହ୍ନଟ

ପୁରୀ ଅଫିସ, ୩୦ା୭: ବହୁ ବର୍ଷ ଧରି ଆବାସ ପାଇଁ ପ୍ରତୀକ୍ଷାରତ ଶ୍ରୀମନ୍ଦିରର ଗରିବ ଓ ବାସହୀନ ସେବାୟତଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେବାୟତ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି ଶୁକ୍ରବାରଠାରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ...

ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ଅପରାହ୍ନ ୨ରୁ ସନ୍ଧ୍ୟା ୬ଟା ଦର୍ଶନ ବନ୍ଦ

ପୁରୀ ଅଫିସ, ୨୮ା୭: ଚିତାଲାଗି ଅମାବାସ୍ୟାରେ ଗୁରୁବାର ଶ୍ରୀମନ୍ଦିରରେ ବିଶେଷ ନୀତି ସହ ତିନିଠାକୁରଙ୍କ ଚିତାଲାଗି କରାଯିବ। ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ପରେ ଦାରୁଦିଅଁଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ। ଏହା ଏକ ଗୁପ୍ତ ନୀତି। ଅପରାହ୍ନ...

ପୁରୀ ଷ୍ଟେଶନରେ ଅଭାବନୀୟ ଦୃଶ୍ୟ: ଟ୍ରେନ୍‌ ସିଟ୍‌ ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

ପୁରୀ ଅଫିସ,୨୭।୭: ପୁରୀ ଷ୍ଟେଶନରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୪ ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ବିନୀ ଏକ୍ସପ୍ରେସର ଏକ ବଗି ଭିତର ସିଟ ତଳୁ ଏହି ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ଆରପିଏଫ୍‌ ପକ୍ଷରୁ...

ଭାର୍ଗବୀରେ ଭାସିଗଲେ ଯୁବତୀ

ପୁରୀ ଅଫିସ,୨୫।୭: ପୁରୀ ଜିଲା ପିପିଲି ବ୍ଲକ ପୁବାଶାସନ ନିକଟ ଭାର୍ଗବୀ ନଦୀରେ ସୋମବାର ଜଣେ ଯୁବତୀ ଭାସିଯାଇ ନିଖୋଜ ଅଛନ୍ତି। ଯୁବତୀ ଜଣକ ଶୌଚ ପାଇଁ ନଦୀକୁ ଯାଇଥିଲେ। ହଠାତ୍‌ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ...

ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ , ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ

ପୁରୀ ଅଫିସ, ୨୫।୭(ବ୍ୟୁରୋ): ରାଷ୍ଟ୍ରପତି ଭାବେ ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ନେଇଛନ୍ତି । ଓଡ଼ିଶାର ଝିଅ ରାଷ୍ଟ୍ରପତି ହେବା ପରେ ସବୁଠି ଖୁସିର ଲହରି ଦେଖିବାକୁ ମିଳିଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ପୁରୀ ଶ୍ରୀମନ୍ଦିର ସମ୍ମୁଖରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri