ପରିବା ହାଟରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପନିପରିବା
ଡେଲାଙ୍ଗ,୩ା୧୧: ପୁରୀ ଜିଲା ଡେଲାଙ୍ଗ ହାଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପନିପରିବା ଦୋକାନ ଓ ସାମଗ୍ରୀ ପୋଡ଼ିଯାଇଛି। ଏଥିରେ ପରିବା ବ୍ୟବସାୟୀ ପ୍ରଦୀପ ସ୍ବାଇଁ, ରବୀନ୍ଦ୍ର ସାହୁ, କେଶବ ସାହୁ, ପ୍ରଶାନ୍ତ ପାଲଟାସିଂହ, କୃଷ୍ଣଚନ୍ଦ୍ର ପ୍ରଧାନ, ହରିହର ମାଲିକ,...