ପୁରୀ

କରୋନାରେ ଚାଲିଗଲେ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଦିବଂଗତ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କର କରୋନାରେ ଦେହାନ୍ତ ହୋଇଛି। ୬୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ନିକଟରେ କରୋନା ସଂକ୍ରମିତ ହୋଇଥିଲେ ପ୍ରଣୟ। ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର...

ଅରଖକୁଦାରେ ପଶିଲା ଜୁଆରପାଣି

ବ୍ରହ୍ମଗିରି,୨୭।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ୟାସ୍‌ ପୁରୀ ଜିଲାରେ ବିଶେଷ କ୍ଷୟକ୍ଷତି କରିନାହିଁ। ତଥାପି ବ୍ରହ୍ମଗିରି ଅଞ୍ଚଳରେ ବାତ୍ୟା ପ୍ରଭାବରେ ବୁଧବାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅରଖକୁଦା ଗାଁରେ ସମୁଦ୍ରର ଜୁଆର ପାଣି ପଶିଯାଇଛି। ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ‘ୟାସ’...

ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି

ପୁରୀ ଅଫିସ,୨୬ା୫:ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀ ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଛି। ସ୍କନ୍ଦ ପୁରାଣ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କଠାରୁ ସବୁ ଅବତାର ସୃଷ୍ଟି ହୋଇ ଯୁଗେ...

୨୪ କର୍ମଚାରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ଗୋପ/ନିମାପଡ଼ା,୨୬ା୫(ଡି.ଏନ୍‌.ଏ.):ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋପ ତହସିଲ ଓ ନିମାପଡ଼ା ବ୍ଲକ କାର୍ଯ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ମଙ୍ଗଳବାର ଗୋପ ତହସିଲ...

ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ ଅଫିସ,୨୫।୫: ପ୍ରସିଦ୍ଧ ପ୍ରବଚକ ପଣ୍ଡିତ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସିତ ହେଉଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ...

ପୁରୀ ବେଳାଭୂମିରେ ମାଛ, ଜେଲି ଫିଶ୍‌ ମଡ଼କ

ପୁରୀ ଅଫିସ,୨୫।୫: ବାତ୍ୟା ୟାସ୍‌ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ପୁରୀ ବେଳାଭୂମିରେ ୨ଦିନରେ ବହୁସଂଖ୍ୟାରେ ମାଛ, ଜେଲି ଫିଶ୍‌ ମରିପଡ଼ିଥିବା ଦେଖିବାକୁ ମିଳିଛି। ଲାଇଟ୍‌ ହାଉସ୍‌ଠାରୁ ଆରମ୍ଭ କରି ପେଣ୍ଠକଟା ପର୍ଯ୍ୟନ୍ତ ସୋମବାର ବେଳାଭୂମିରେ ଶହ ଶହ ଜେଲି...

ବଢ଼ୁଛି ଭୟ: ପୁଣି ଜଣେ ମହାରଣା, ଭୋଇ ସେବକ କରୋନା ପଜିଟିଭ୍‌

ପୁରୀ ଅଫିସ,୨୨।୫: ପୁରୀରେ ଶନିବାର ପୁଣି ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ୨୦ ଜଣ ମହାରଣା...

କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୨ା୫: ପୁରୀର ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି। ପୁରୀ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର...

କରୋନା ଭୟ: ରଥଖଳାରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ

ପୁରୀ ଅଫିସ,୨୧।୫: ପୁରୀ ରଥଖଳାରୁ ଆଉ ୧୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ଏ ନେଇ ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ରଥଖଳାରୁ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି।...

ସଂକ୍ରମଣ ଭୟ: ବାୟୋ ବବଲ୍‌ ସୁରକ୍ଷା ବଳୟରେ ହେବ ରଥ ନିର୍ମାଣ

ପୁରୀ ଅଫିସ,୨୧ା୫: ପୁରୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କରୋନା କଟକଣା ମଧ୍ୟରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବି ଚାଲୁ ରହିଛି। ତେବେ ଏହି କାର୍ଯ୍ୟ କରୁଥିବା ମହାରଣା ସେବକମାନେ ଜଣକ ପରେ...

ସେନା କର୍ମଚାରୀ କହି ୧.୮୦ ଲକ୍ଷ ଠକେଇ

ସାକ୍ଷୀଗୋପାଳ,୨୧।୫(ଡି.ଏନ୍‌.ଏ.): ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଏକ ଜନ ସେବା କେନ୍ଦ୍ରରେ ବ୍ୟାଙ୍କ ଚେକ୍‌ ଦେଇ କେନ୍ଦ୍ର ଅପରେଟରଙ୍କଠାରୁ ୧.୮୦ ଲକ୍ଷ ଟଙ୍କା ଠକେଇ ହୋଇଛି। ଏ ନେଇ ଅପରେଟର କାଳୀପ୍ରସାଦ ମହାପାତ୍ରଙ୍କ...

ପୁରୀରେ ଖବରଦାତାଙ୍କୁ ପୋଲିସର ମାଡ଼ ଘଟଣା: ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ପୁରୀ ବଡ଼ଶଙ୍ଖ ପରିବା ମାର୍କେଟରେ ଖବରଦାତା ଓ ଫଳ ଦୋକାନୀଙ୍କ ଉପରେ ପୋଲିସର ବର୍ବରତା ନେଇ ଅଭିଯୋଗ ଆସିଥିଲା। ବୁଧବାର ପୋଲିସ ଜଣେ ଫଳ ଦୋକାନୀଙ୍କୁ ମାଡ଼ ମାରିବା ସହ ଏହି ଘଟଣାର ଖବର ସଂଗ୍ରହ କରୁଥିବା ଧରିତ୍ରୀର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri