ଏହିଦିନ ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ, ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ…
ପୁରୀ,୨୦।୮: ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ଆସନ୍ତା ୨୩ରେ ଅର୍ଥାତ୍ ଶୁକ୍ରବାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ନୀଳାଦ୍ରି...