ପୁରୀ

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ମାମଲା ଦାୟର

କଟକ ଅଫିସ, ୩।୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରକୁ ବନ୍ଦ ରଖାଯାଇଛି। ତେବେ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ୨ଟି ପୃଥକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସବୁ ମନ୍ଦିର...

ଅମିତ ଶାହାଙ୍କ ଆରୋଗ୍ୟ କାମନାକରି ପୁରୀ ଜିଲା ଭାଜପା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଦୀପ ଦାନ

ପୁରୀ ଅଫିସ, ୩।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାବ୍‌ ପରୀକ୍ଷାରୁ କରୋନା ପଜିଟିଭ ଜଣାପଡ଼ିବା ପରେ ରବିବାର ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଶାହାଙ୍କ ଆଶୁ ଆରୋଗ୍ୟ...

ଫିଟିଲାନି ରତ୍ନଭଣ୍ଡାର ଚାବି ଗୁମର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଇତିମଧ୍ୟରେ ୩୫ ବର୍ଷ ବିତିଲାଣି। ସେବେଠାରୁ ରତ୍ନଭଣ୍ଡାର ଖୋଲାଯାଇ ନାହିଁ କି ମହାପ୍ରଭୁଙ୍କ ରତ୍ନଅଳଙ୍କାର ଯାଞ୍ଚ ମଧ୍ୟ ହୋଇପାରିନି। ସବୁଠୁ...

କାକଟପୁରକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

କାକଟପୁର,୨ା୮(ଡି.ଏନ୍‌.ଏ.): ପୁରୀ ଜିଲାରେ ଏବେ କରୋନା କାୟାବିସ୍ତାର କରିଚାଲିଛି। ପ୍ରତିଦିନ ବହୁମାତ୍ରାରେ ରୋଗୀଙ୍କ ସଂଖ୍ୟା ବଢୁଛି। ସହରରୁ ଏବେ ଗାଁ ମୁହାଁ ହୋଇଛି ଏହି ଭୂତାଣୁ। କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ କାକଟପୁର...

ବଦଳିବ ପୁରୀର ରୂପରେଖ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ କାନ୍ଥ କାହାଣୀ

ପୁରୀ ଅଫିସ,୨।୮:  ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ବଦଳିବ ଏହାର ରୂପରେଖ। ଭିତ୍ତିଭୂମିର ବିକାଶ ସାଙ୍ଗକୁ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ଓ ସୁବିଧା। ପୁରୀ ପାଇଁ ଏମିତି ଅନେକ ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି...

ପୁରୀ ମୁଖ୍ୟ ଚିକିତ୍ସାଳୟ ଓଟି ସିଲ୍‌

ପୁରୀ ଅଫିସ: ୧।୮: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅପରେଶନ ଥିଏଟର (ଓଟିକୁ) ଶନିବାର ସିଲ୍‌ କରାଯାଇଛି। ଜଣେ ଡାକ୍ତର, ଷ୍ଟାପ ନର୍ସ ଓ ଏଏନ୍‌ଏମ କରୋନା ପଜିଟିଭ୍‌ ଚିହ୍ନଟ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ପଦକ୍ଷପ ନେଇଛନ୍ତି। ଓଟି...

ପ୍ଲାଷ୍ଟିକ ବୋତଲରେ ଫୁଲବଗିଚା

ପୁରୀ ଅଫିସ, ୧।୮:  ପ୍ରତି ତାଙ୍କର ଆଗ୍ରହ ଥିଲା। ଆଉ ତାଙ୍କ ହାତରେ ଗଛ ଭଲ ହୁଏ ବୋଲି ମା’ କୁହନ୍ତି। ତେଣୁ ବର୍ଷାଦିନେ ତାଙ୍କ ଘରବାଡ଼ିିରେ ଯେଉଁ ଗଛ ଲଗାଯାଏ ତାକୁ ସେ ହିଁ ଲଗାଇଥାନ୍ତି। ଏବେବି ତାଙ୍କର...

ରୋବଟିକ୍‌ ନର୍ସ ମେଶିନ କଲେ ବିଜ୍ଞାନ ଛାତ୍ର

ନିମାପଡ଼ା,୩୧।୭(ଡି.ଏନ.ଏ): କରୋନା ବିପତ୍ତି ସମୟରେ ସରକାରଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଜଣେ ବିଜ୍ଞାନ ଛାତ୍ର ରୋବଟିକ୍‌ ନର୍ସ ମେଶିନ ପ୍ରସ୍ତୁତ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ହେଉଛନ୍ତି ପୁରୀ ଜିଲା ନିମାପଡ଼ା ବ୍ଲକର ନିମାପଡ଼ା ଡିଏଭି ସ୍କୁଲର ଏକାଦଶ...

ମହାପ୍ରସାଦ ପାଇଁ ହେଉ ଅସ୍ଥାୟୀ ଟେଣ୍ଟ

ପୁରୀ ଅଫିସ,୩୧।୭: କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କେବଳ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି। ତେବେ ପୂର୍ବଭଳି ମହାପ୍ରସାଦ ସେବା ଜାରି ରହିଛି। ଭକ୍ତଙ୍କୁ ମହାପ୍ରସାଦ ମିଳୁଛି। ମାତ୍ର ପର୍ବପର୍ବାଣିରେ ଅବଢା ନେବାକୁ ଶ୍ରୀମନ୍ଦିର...

ମୋଦିଙ୍କ ‘ମନ୍‌ କୀ ବାତ୍‌’ରେ ସିଫାର ମୁକ୍ତା ଚାଷୀ

ବାଳକାଟୀ(ଡି.ଏନ.ଏ.)/ପିପିଲି(ସ୍ବ.ପ୍ର.),୩୦।୭:କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥା ‘ସିଫା’ରେ ମୁକ୍ତା ଚାଷ ପ୍ରଶିକ୍ଷଣ କରି ସଫଳତା ହାସଲ କରିଥିବା ଜଣେ ମୁକ୍ତା ଚାଷୀଙ୍କୁ ‘ମନ୍‌ କୀ ବାତ୍‌ ୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂୟସୀ ପ୍ରଶଂସା...

ସ୍ବର୍ଗଦ୍ୱାର ପୁନରୁଦ୍ଧାର କାମର ସମୀକ୍ଷା

ପୁରୀ ଅଫିସ, ୩୦।୭: ସ୍ବର୍ଗଦ୍ୱାର ପାଇବ ନୂଆରୂପ। ମୃତଦେହ ଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କୁ ମିଳିବ ବିଶେଷ ସୁବିଧା। ସ୍ବର୍ଗଦ୍ୱାର ପୁନରୁଦ୍ଧାର ସହ ଏହାର ଚତୁଃପାର୍ଶ୍ୱକୁ ସୌନ୍ଦର୍ଯ୍ୟକରଣ କରାଯିବ। ବୁଧବାର ଜିଲାପାଳ ବଲୱନ୍ତ ସିଂ ସ୍ବର୍ଗଦ୍ୱାର ବୁଲି ଦେଖିବା...

ଆରମ୍ଭ ହେଲା ରଥ ଖୋଲା

ପୁରୀ ଅଫିସ,୨୯ା୭: ଚଳିତବର୍ଷ ୩ ରଥ ଭଙ୍ଗାଯିବ ନାହିଁ। ରଥଗୁଡ଼ିକୁ ସଂରକ୍ଷଣ କରି ରଖାଯିବ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି ତିନିରଥକୁ ସଂରକ୍ଷଣ କରି ରଖାଯିବ। ଏନେଇ ବୁଧବାରଠାରୁ ରଥ ଖୋଲା କାମ ଆରମ୍ଭ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri