ପୁରୀ

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଉଛି। ଏହାସତ୍ତ୍ୱେ ଅନେକ ଲୋକ ଏହାକୁ ମାନୁ ନାହାନ୍ତି। କୌଣସି...

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ ନିୟମ ଭାଙ୍ଗିବା ଅଭିଯୋଗରେ ପୁରୀ ଜିଲା ଚିଲିକା ନୂଆପଡାର ୪ଜଣଙ୍କୁ କୃଷ୍ଣପ୍ରସାଦ ପୋଲିସ...

ଦାନଗହୀର ଶଟ୍‌ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ

ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି। ଜିଲାର ଅନ୍ୟ ଅଞ୍ଚଳକୁ କିପରି ଏହା ସଂକ୍ରମିତ ନ ହେବ ସେଥିଲାଗି ବିଭିନ୍ନ...

ଥଣ୍ଡା, କାଶ ପାଇଁ ଘରେ ବସି ନେବେ ଡାକ୍ତରଙ୍କ ପରାମର୍ଶ

ପୁରୀ ଅଫିସ,୬ା୪: କରୋନାର ମୁକାବିଲା ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିପରି ଏହି ପ୍ରାଣଘାତୀ ଭୂତାଣୁ ନ ବ୍ୟାପିବ ସେଥିଲାଗି ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ପୁରୀ...

ସରକାରୀ ଅଧିକାରୀ,କର୍ମଚାରୀଙ୍କୁ ଜିଲାପାଳଙ୍କ ଚେତାବନୀ: ଅନୁପସ୍ଥିତ ରହିଲେ ନିଲମ୍ବନ

ପୁରୀ ଅଫିସ,୬ା୪: ବିଶ୍ୱ ମହାମାରୀ କରୋନା ସହିତ ଲଢୁଛି ବିଶ୍ୱ। କିପରି ଏହାକୁ ମୁକାବିଲା କରାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ। ଦିନକୁ ଦିନ ଅଧିକ ଉଗ୍ର ହେଉଛି କରୋନା। ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚତ୍ଲାଣି। ଏଭଳି...

ନିମାପଡ଼ାରେ ୫ ଦିନ ପାଇଁ ହାଟ, ବଜାର ବନ୍ଦ

ନିମାପଡ଼ା,୫।୪(ଡି.ଏନ.ଏ)- ମହାମାରୀ କରୋନା ସଂକ୍ରମଣର ବିଭୀଷିକା ପାଇଁ ସାରା ଦେଶରେ ଲକଡାଉନ ସହ କେତେକ ସହରରେ ଶଟ୍‌ଡାଉନ ମଧ୍ୟ କରାଯାଇଛି। ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ପାଇଁ ନିମାପଡ଼ାରେ ଆସନ୍ତା ସୋମବାରଠାରୁ ଶୁକ୍ରବାର...

ହିତାଧିକାରୀଙ୍କୁ ରାଶନ, ୧ ହଜାର ଟଙ୍କା ବଣ୍ଟନ

କାକଟପୁର,୫।୪(ଡି.ଏନ.ଏ)- କାକଟପୁର ବ୍ଲକ ଅଧୀନସ୍ଥ କାକଟପୁର ପଞ୍ଚାୟତର ନଂ୧, ୨, ୩, ୪, ୫, ୬, ୧୨, ୧୩ ଆଦିି ଓାର୍ଡରେ ୩ ମାସର ଅଗ୍ରୀମ ରାଶନ ସାମଗ୍ରୀ ସହ ପ୍ରତି କାର୍ଡ ପିଛା ହିତାଧିକାରୀମାନଙ୍କୁ ୧ ହଜାର ଟଙ୍କା...

ଆତଙ୍କ : ଗାଁକୁ ସାନିଟାଇଜ କଲେ ଯୁବକ

ସାକ୍ଷୀଗୋପାଳ, ୫/୪ (ଡି.ଏନ.ଏ.) – କରୋନା ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ସାକ୍ଷୀଗୋପାଳ ବଜାର ନିକଟ ଏକ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ସରକାରୀ କ୍ୱାରାଣ୍ଟାଇନ ଓ୍ଵାର୍ଡରେ ଭର୍ତ୍ତି କରାଜାଇଛି। ଏହା ପରେ ଉକ୍ତ ଗ୍ରାମ ଓ ଆଖପାଖ ଅଂଚଳରେ...

ପୁରୀ ସହରର ୩ ପରିବା ମାର୍କେଟ ବନ୍ଦ

ପୁରୀ ଅଫିସ,୫।୪: ପୁରୀ ସହରର ୩ଟି ଯାକ ପରିବା ମାର୍କେଟ ବନ୍ଦ କରିଦେଲା ଜିଲା ପ୍ରଶାସନ। କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ଲାଗି ପ୍ରଶାସନ ବାରମ୍ବାର ଜନସାଧାରଣଙ୍କୁ ସଚେତନ କରିଥିଲା। ବିଶେଷକରି ସହରର ତିନୋଟି ପରିବା ମାର୍କେଟକୁ...

କରୋନାକୁ ନେଇ ବିଭ୍ରାନ୍ତିକର ତଥ୍ୟ, ୫ ଜଣଙ୍କ ନାଁରେ ମାମଲା

ପୁରୀ ଅଫିସ,୫।୪: କରୋନାକୁ ନେଇ କୌଣସି ପ୍ରକାର ଗୁଜବ କିମ୍ବା ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ ନ କରିବାକୁ କୁହାଯାଇଛି। ହେଲେ ଅନେକ ଏହାକୁ ନ ମାନୁ ନାହାନ୍ତି। କରୋନାକୁ ନେଇ ନାନା ପ୍ରକାର ଗୁଜବ କରିବା ସହ...

ସାହି ଗଳିରେ ବାଡ଼ ପଡ଼ିଲା

ପୁରୀ ଅଫିସ,୪।୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ଏହି ପ୍ରାଣଘାତି ଭୂତାଣୁକୁ ନେଇ ସବୁଠି ଚାଲିଛି ଚର୍ଚ୍ଚା। ତେବେ ପୁରୀ ସହରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବିଭିନ୍ନ...

କରୋନା ସନ୍ଦିଗ୍ଧଙ୍କୁ କ୍ୱାରାଣ୍ଟାଇନ୍ ଓ୍ବାର୍ଡ଼ରେ ଭର୍ତ୍ତି

ସାକ୍ଷୀଗୋପାଳ, ୪/୪(ଡି.ଏନ.ଏ)-ପୁରୀ ଜିଲାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ସାକ୍ଷୀଗୋପାଳର ଜଣେ ବ୍ୟକ୍ତିଙ୍କୁ ଶନିବାର ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କ୍ୱାରାଣ୍ଟାଇନ୍...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri