ପୁରୀ

ଶ୍ରୀମନ୍ଦିରରେ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି

ପୁରୀ ଅଫିସ,୨।୪: ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ଅଶୋକାଷ୍ଟମୀ କୁହାଯାଏ। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଛି। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି।...

ଅସ୍ଥାୟୀ ପରିବା ହାଟରେ ବିଦ୍ୟୁତ୍‌ ଭଡ଼ା ଆଦାୟକୁ ନେଇ ଅସନ୍ତୋଷ: ବିଧାୟକଙ୍କ ନିକଟରେ ଅଭିଯୋଗ

ଗୋପ,୨ା୪(ଡି.ଏନ୍‌.ଏ.) : କରୋନାକୁ ସିଧାସଳଖ ମୁକାବିଲା କରିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱକୁ ନେଇ ୨ ଦିନ ହେବ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନିର୍ଦ୍ଦେଶରେ ଗୋପ ମେଳଣ ପଡ଼ିଆରେ ଅସ୍ଥାୟୀ ଭାବରେ...

ଗୋପରେ ନିଜାମୁଦ୍ଦିନରୁ ଫେରନ୍ତା ଚିହ୍ନଟ

ଗୋପ,୧।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କେତେଜଣ ବ୍ୟକ୍ତି ଯୋଗଦେଇଥିଲେ। ଇତିମଧ୍ୟରେ ଗୋପର ୨ଜଣ ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ବ୍ଲକ ପ୍ରଶାସନ ପକ୍ଷରୁ ୨ଜଣ...

ମାସ୍କ, ସାବୁନ ବାଣ୍ଟି ସଚେତନ କଲେ ମହିଳା

ଗୋପ,୧ା୪(ଡି.ଏନ୍‌.ଏ)- କରୋନା ସଂକ୍ରମଣ ରୋକିବା ନେଇ ସରକାର ସଚେତନତାଠାରୁ ଆରମ୍ଭ କରି ଲକଡାଉନ ଭଳି ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଭଳି ସମୟରେ ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତ ଅଧୀନ ସୁବର୍ଣ୍ଣପୁର ଗ୍ରାମର ମିନାକ୍ଷୀ ପୁଷ୍ଟି ଗାଁ ଗଁା ବୁଲି ମାସ୍କ...

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରାଗଲା ବିଶୋଧନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ନିମାପଡ଼ା ଅଗ୍ନିସେବା ସଂସ୍ଥା ପକ୍ଷରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଗତ ଦୁଇଦିନ ଧରି ନିମାପଡ଼ା ବ୍ଲକ ଅଧୀନ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର,...

ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ସଚେତନତା ପରିପ୍ରେକ୍ଷୀରେ ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ନିମାପଡ଼ା ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ୫ଶହ ଲୋକଙ୍କୁ ହାତତିଆରି ମାସ୍କ ବଣ୍ଟନ କରାଯାଇଛି। ଆସୋସିଏଶନର ରାଜ୍ୟ ସଭାପତି କୁନଚନ୍ଦ୍ର ବେହେରା, ରାଜ୍ୟ...

ନିମାପଡ଼ା ଆମିଷ ବଜାରରେ ପ୍ରବଳ ଭିଡ଼

ନିମାପଡ଼ା,୧।୪(ଡି.ଏନ.ଏ.): ସମଗ୍ର ବିଶ୍ୱରେ ମହାମାରୀ କରୋନା ସଂକ୍ରମଣର ବିଭୀଷିକା ଦେଖାଦେଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ଘୋଷଣା କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହିଥିଲେ ସୁଦ୍ଧା ଲୋକେ ଏହାକୁ ବେଖାତିର କରୁଛନ୍ତି। ନିମାପଡ଼ା ବ୍ଲକରେ...

ଆଜି ଉତ୍କଳ ଦିବସ: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧।୪: ବାଲୁକାକଳାରେ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ନିଜ ବାଲୁକାକଳା ଜରିଆରେ ସୁଦର୍ଶନ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ କରୋନା ମୁକାବିଲା ନେଇ ଏବେ ସବୁଆଡେ ଲକ୍‌ଡାଉନ୍‌ ସ୍ଥିତି...

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୧।୪: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ବୁଧବାର ପୁରୀରେ ଚତୁର୍ଥ ପର୍ଯ୍ୟାୟ ରଥକାଠ ପହଞ୍ଚିଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୮ ଖଣ୍ଡ ଫାଶୀକାଠ...

ଓଡ଼ିଶା ଦିବସ: ପରଷ୍ପରଠାରୁ ଦୂରରେ ରହି ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସାକ୍ଷୀଗୋପାଳ,୧।୪(ଡି.ଏନ୍‌.ଏ.): କରୋନା(କୋଭିଠ-୧୯) ସଂକ୍ରମଣକୁ ଦୃଷ୍ଟିିରେ ରଖି ଓଡ଼ିଶା ଦିବସ ପାଳନ ପାଇଁ କଟକଣା ଜାରି ହୋଇଛି। ଏଣୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ସତ୍ୟବାଦୀ ପଞ୍ଚସଖା ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଭାରତ ବିକାଶ ପରିଷଦର ସ୍ଥାନୀୟ ସଭାପତି...

ବିକ୍ରି ହେଉନି କ୍ଷୀର, ଛେନା: ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦୁଗ୍ଧଚାଷୀ

ପୁରୀ ଅଫିସ,୧ା୪: କରୋନା ପାଇଁ ୨୧ଦିନିଆ ଲକ୍‌ଡାଉନ ହୋଇଛି ଦେଶ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଇ ଆଉ ସବୁକିଛି ବନ୍ଦ ହୋଇଯାଇଛି। କେବଳ ଘର ଭିତରେ ରହିବାକୁ ସଚେତନ କରାଯାଉଛି। ସମସ୍ତେ ଏକପ୍ରକାର ଘର ଭିତରେ ବନ୍ଦୀ ଜୀବନ...

ଶୋଚନୀୟ ଅବସ୍ଥାରେ କଣାସ ବାତ୍ୟା ଆଶ୍ରୟସ୍ଥଳୀ

କଣାସ,୩୧ା୩(ସ୍ଵ.ପ୍ର.)- ମହାମାରୀ କରୋନା ସଂକ୍ରମଣ ଦେଶରେ ଅହେତୁକ ଭାବେ କାୟା ବିସ୍ତାର କରିବାରେ ଲାଗିଛି। ପରେ ଲକଡାଉନ ଘୋଷଣା ଯୋଗୁ ଅଧିକାଂଶ ଲୋକ ନିଜ ଘର ଅଭିମୁଖେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ତଥା ରାଜ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri