ପୁରୀ

ବନ୍ଦ ହେଲା ମନ୍ଦାରବସ୍ତ ସାପ୍ତାହିକ ହାଟ

କଣାସ,୩୧ା୩(ସ୍ବ.ପ୍ର.)- କରୋନାର ବଢ଼ୁଥିବା ପ୍ରଭାବ ଯୋଗୁ ସାରା ପୃଥିବୀ ସ୍ତମ୍ଭୀଭୂତ ହୋଇପଡିଛି। ଏହାର ମୁକାବିଲା କରିବାକୁ ସରକାର ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ବହୁ ସମର୍ଥନ ମଧ୍ୟ ମିଳୁଛି। କିନ୍ତୁ ପୁରୀ ଜିଲା କଣାସ ବ୍ଲକରେ ଅନେକ ବ୍ୟକ୍ତି ଲକଡାଉନ...

ହୋମ କ୍ଵାରାଣ୍ଟାଇନରେ ଥିବା ଯୁବକଙ୍କୁ ପୁରୀ ସ୍ଥାନାନ୍ତର

ବ୍ରହ୍ମଗିରି,୩୧ା୩(ଡି.ଏନ.ଏ)- ଓଡ଼ିଶାରେ କରୋନା ସଂକ୍ରମଣ ଆକ୍ରାନ୍ତ ବଢ଼ୁଥିବା ନେଇ ସମସ୍ତେ ଆତଙ୍କିତ। ଏହି ସଂକ୍ରମଣରୁ ରୋକିବା ପାଇଁ ହୋମଆଇସୋଲେଶନ, ସାମାଜିକ ଦୂରତା ବଜାଇ ରଖିବା ପାଇଁ ସଚେତନ କରାଯାଉଛି। ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ହୋମ କ୍ଵାରାଣ୍ଟାଇନରେ ରହିବାକୁ ନିଦ୍ଦେର୍ଶ ଦିଆଯାଇଛି।...

ଗୋପ ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତର

ଗୋପ,୩୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ ଏବେ କରୋନାକୁ ନେଇ ଆତଙ୍କ ଲାଗି ରହିଛି। ଏ ନେଇ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବା ସହ ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରୁଛନ୍ତି। ମାତ୍ର ପୁରୀ ଜିଲା ଗୋପ ଥାନା...

କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ: ମଙ୍ଗଳ ଆଳତୀ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭିଡ଼

ସାକ୍ଷୀଗୋପାଳ, ୩୧।୩(ଡି.ଏନ୍‌.ଏ): କରୋନା କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ। ସକାଳୁ ସକାଳୁ ମଙ୍ଗଳ ଆଳତୀ ଦର୍ଶନ ପାଇଁ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ ସ୍ଥାନୀୟ ଶ୍ରଦ୍ଧାଳୁ ନିୟମିତ ଭିଡ଼ ଲଗାଉଛନ୍ତି। ପାଳିଆ ସେବକଙ୍କ ଛଡ଼ା ଅନ୍ୟ କୌଣସି...

ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚିଲା : ୨ରେ ରଥକାଠ ଚିରଟ ଅନୁକୂଳ

ପୁରୀ ଅଫିସ,୩୧ା୩: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ସୋମବାର ପୁରୀରେ ତୃତୀୟ ପର୍ଯ୍ୟାୟ ରଥକାଠ ପହଞ୍ଚତ୍ଛି। ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୨୧ ଖଣ୍ଡ କାଠ ଆସିଛି।...

ଗଡ଼ୁନି ଗାଡ଼ି, ପୂରୁନି ପେଟ-ଦୁଃଖରେ ଦିନ କାଟୁଛନ୍ତି ଚାଳକ, ହେଲ୍‌ପର ଓ କଣ୍ଡକ୍ଟର

ପୁରୀ ଅଫିସ,୩୧ା୩ : ପର୍ଯ୍ୟଟନ ସହର ପୁରୀ। ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ଉପରେ ଅନେକ ପରିବାରର ଭାତହାଣ୍ଡି ନିର୍ଭର କରେ। ପର୍ଯ୍ୟଟକ ଆସିଲେ ଦି’ ପଇସା ରୋଜଗାର ହୁଏ, ସେଥିରେ ସେମାନଙ୍କ ଘର ଚଳେ। କିନ୍ତୁ ଏବେ ଅନେକଙ୍କ...

ଶ୍ରୀଜଗନ୍ନାଥ ମହାପ୍ରଭୁ କରୋନା ରିଲିଫ୍‌ ଫଣ୍ଡ

ପୁରୀ ଅଫିସ, ୩୧ା୩: କରୋନା ପାଇଁ ଏବେ ସବୁଠି ହାହା କାର। ଏହାର ମୁକାବିଲା ପାଇଁ ଦେଶକୁ ଲକ୍‌ଡାଉନ କରାଯାଇଛି। ଏଥିପାଇଁ ଜନସାଧାରଣଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିଲାଗି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଦାନଦେବା ପାଇଁ ଆହ୍ବାନ କରିଛନ୍ତି। ଶ୍ରୀମନ୍ଦିର...

ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା

ପୁରୀ ଅଫିସ,୩୧ା୩: ଶ୍ରୀମନ୍ଦିରରେ ସୋମବାର ଅନୁଷ୍ଠିତ ହୋଇଯାଇଛି ଚୈତ୍ର ଗୁଣ୍ଡିଚା। ଚୈତ୍ରମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଏହି ଅବସରରେ ସୂର୍ଯ୍ୟମନ୍ଦିରରୁ ସୂର୍ଯ୍ୟଦେବ ଏକ ସ୍ବତନ୍ତ୍ର ରଥରେ ବସି ଭିତର ବେଢା ପରିକ୍ରମା କରିଥିଲେ।...

ଶ୍ରୀମନ୍ଦିରର ଅନ୍ତରୀଣ ବଜେଟ

ପୁରୀ ଅଫିସ,୩୧ା୩: କରୋନା ଯୋଗୁ ଚଳିତବର୍ଷ ଶ୍ରୀମନ୍ଦିର ବଜେଟ ବିଳମ୍ବ ହୋଇଛି। ସୋମବାର ଅର୍ଥ ସବ୍‌ କମିଟି ବୈଠକରେ ୨୦୨୦-୨୧ ଆର୍ଥିକବର୍ଷ ଲାଗି କେବଳ ଅନ୍ତରୀଣ ବଜେଟ୍‌ ଆଗତ ହୋଇଛି। ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏହାକୁ ଆଇନ ବିଭାଗକୁ...

ବିଦ୍ୟାଳୟରେ ଆଶ୍ରୟ ନେଲେ ଛତିଶଗଡ଼ର ୫ ଶ୍ରମଜୀବୀ ପରିବାର

ସାକ୍ଷୀଗୋପାଳ, ୩୦।୩(ଡି.ଏନ୍‌.ଏ): ପେଟପାଟଣା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଓଚିତ୍ରା ଗ୍ରାମରୁ ପଳାଇ ଆସିଥିବା ୫ ଶ୍ରମଜୀବୀ ପରିବାରର ୩୫ ସଦସ୍ୟ କରୋନା କଟକଣାରେ ଫସି ଯାଇଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ନିଜ ଗାଁକୁ ଫେରିବା ଅସମ୍ଭବ ହୋଇଛି। ସେମାନେ...

ଲକ୍‌ଡାଉନକୁ ବେଖାତିର, କଣାସ ହାଟରେ ଭିଡ଼

କଣାସ,୩୦ା୩(ସ୍ବ.ପ୍ର.)- କରୋନା ଭୂତାଣୁକୁ ରୋକିବା ପାଇଁ ସରକାର ସାରା ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରି ଲୋକଙ୍କୁ ଘରେ ରହିବାକୁ କୁହାଯାଇଥିଲା। କିନ୍ତୁ ପୁରୀ ଜିଲା କଣାସ ବ୍ଲକରେ ଲକଡାଉନକୁ ବେଖାତିର କରି ସଚେତନ ହେଉ ନ ଥିବା ଦେଖିବାକୁ...

ୟେସ୍‌ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ବଳକା ଟଙ୍କା

ପୁରୀ ଅଫିସ,୩୦।୩: ଘରୋଇ ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ରଖାଯାଇବା ବେଳେ ତାହା ଫେରିବାକୁ ନେଇ ସଙ୍କଟ ଦେଖାଦେଇଥିଲା। ଏବେ ତାହାର ପରିସମାପ୍ତି ଘଟିଛି। ସୁଧ ସହ ସବୁ ମୂଳ ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri