ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ବୁଡ଼ିଗଲେ ପର୍ଯ୍ୟଟକ
ପୁରୀ, ୧୦।୯(ଅଜିତ୍ ମହାନ୍ତି): ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଜଣେ ପର୍ଯ୍ୟଟକ ବୁଡ଼ିଯାଇଛନ୍ତି। ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ନାରାୟଣ ପାଲ। ରବିବାର ସକାଳେ ର ନାରାୟଣ ବେଳାଭୂମିର...