ରାୟଗଡ଼ା,୩।୯ (ଆଶିଷ ରଞ୍ଜନ ପଣ୍ଡା)ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳର ବେଶ୍ ଚାହିଦା ରହିଛି। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉପତ୍ାଦନ ଅଧିକ ହୋଇଥାଏ ା ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ ଉଚିତ...
ମୁନିଗୁଡା,୧।୯(ରାଧେଶ୍ୟାମ ଅଗ୍ରଓ୍ବାଲ): ରାୟଗଡ଼ା ପୋଲିସ ନିରୀହ ଆଦିବାସୀଙ୍କୁ ଉଠାଇନେଇ ନିର୍ଯାତନା ଦେବା ସହ ମିଥ୍ୟା ମାମଲାରେ ଛନ୍ଦି ଜେଲ ପଠାଉଥିବା ଘଟଣାକୁ ନେଇ ନିୟମଗିରି ପାଦଦେଶରେ ଥିବା ଡଙ୍ଗରିଆଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ରାୟଗଡ଼ା...
ପଦ୍ମପୁର, ୩୧।୮ (ପ୍ରଶାନ୍ତ କୁମାର କର)ଆଧୁନିକତାର ସ୍ପର୍ଶରେ ଲୋପ ପାଇବାକୁ ବସିଲାଣି ବିଭିନ୍ନ ଲୋକ ସଂସ୍କୃତି ଓ ପରମ୍ପରା। ପୂର୍ବରୁ ରାଖୀପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଅବସରରେ ପାରମ୍ପରିକ ଗହ୍ମାଡିଆଁ ଏବଂ ଗୋମାତା ପୂଜାର୍ଚ୍ଚନା କରାଯାଉଥିବାବେଳେ ଏବେ ସହର କିମ୍ବା ଗ୍ରାମାଞ୍ଚଳ...
Archives
Model This Week
ପିଲାଙ୍କ ଧରିତ୍ରୀ