ସମ୍ବଲପୁର

ରାସ୍‌ତା ତରାର ଜୀବନ୍‌: ନାଗରିକ୍‌ର ପରିଚଏ ଖୁଜୁଛେ ବାରବୁଲା ପରିବାର

ଗଣ୍ଡତୁରୁମ, ୨୭।୬ (ଡି.ଏନ୍‌.ଏ.):  ମୁନୁଷ୍‌ ବଁଚ୍‌ବାକେ ହେଲେ ଖାଏଦ୍‌, କପଡ଼ା, ଘର ଖଁଡ଼େ ନିହାତି ଦରକାର। ଇଥିରଲାଗି ସରକାର ଗରିବ୍‌ ଦୁଖିକର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ…

5 years ago

କଥା ଦେଇ ପାସ୍‌ରି ଦେଲା ପରଶାସନ:୬ ମାସ ହେଲା ଗଛ୍‌ତଲ ହେଇଛେ ପୁନୀର ଠିକନା

ବିନିକା,୨୭ା୬ (ଡି.ଏନ୍‌.ଏ):  ମୁନୁଷ୍‌ ଜାନିଶୁନି କେଭେ ପାଗଲ ନାଇଁ ହୁଏ। ପରିସ୍ଥିତି ତାହାକେ ଇ ଅବସ୍‌ତାକେ ପୁହୁଁଚେଇ ଦେସି। ତାର ସୋରସୁତର ନାଇଁ ରହେ, ଯେତେବେଲେ ଯାହାପାରଲା…

5 years ago

ଅନ୍ତର୍ଜାତୀୟ ନିଶା ଅପବ୍ୟବହାର, ଅବୈଧ ଚାଲାଣ ନିରୋଧ ଦିବସ

ଭବାନୀପାଟଣା,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ପ୍ରଶାସନର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଭବାନୀପାଟଣାଠାରେ ବୁଧବାର ଅନ୍ତର୍ଜାତୀୟ ନିଶା ଅପବ୍ୟବହାର…

5 years ago

ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ

ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ ତହସିଲଦାରଙ୍କୁ…

5 years ago

ଭବାନୀପାଟଣାରେ ଖୋଲିବ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର ଖୋଲିବ। ଏ ନେଇ…

5 years ago

ଜାଲ୍‌ ଟିଡିଆର ଘଟଣା: ବଣ୍ଟି ଅଗ୍ରୱାଲଙ୍କୁ ୨୧ ଦିନ ଜାମିନ

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନକଲି ଟର୍ମ ଡିପୋଜିଟ୍‌ ରିସିପ୍ଟ (ଟିଡିଆର୍‌) ପ୍ରସ୍ତୁତ କରି ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭବାନୀପାଟଣାର…

5 years ago

ଦିବ୍ୟାଙ୍ଗ ଭାଇଭହେନ୍‌ ଘଟ୍‌ନା:ସାହାଯ୍‌ର ହାତ ବଢ଼ାଲା ପରଶାସନ

କୋକସରା, ୨୬ା୬ (ଡି.ଏନ୍‌.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍‌ମୁ ଦିବ୍ୟାଙ୍ଗ। ଅଭାବ…

5 years ago

ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍‌ତରଖାନା

ସୋହେଲା,୨୬ା୬ (ଡି.ଏନ୍‌.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍‌ ସରକାର ଇ ଡାକ୍‌ତରଖାନାକେ…

5 years ago

ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର

ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନେ…

5 years ago

ମୁରିବାହାଲ ବ୍ଲକରେ ୩ବର୍ଷ ହେଲା ମରୁଡି ପରିସ୍ଥିତି: ତହସିଲଦାରଙ୍କୁ ଫେରାଦ ହେଲେ ଫସଲ ବୀମାରୁ ବଞ୍ଚିତ ଚାଷୀ

ମୁରିବାହାଲ, ୨୫।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ କ୍ରମାଗତ ୩ବର୍ଷ ହେଲା ମରୁଡି ପରିସ୍ଥିତି ଦେଖା ଦେଇଛି। ବ୍ଲକରେ ୨୨ଟି ପଞ୍ଚାୟତ ଥିବା ବେଳେ କେବଳ…

5 years ago