ସମ୍ବଲପୁର

ଆପ୍‌ନେ ଆର ବଡ଼ପୁଓ ଆରପାରେ: ଦୁରଦିନ୍‌ରେ ନିସାହା ବିଧବା ଅମ୍ବିକା

ଲୋଇସିଂହା,୩୦।୫(ଡି.ଏନ.ଏ)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗାଁର ଅମ୍ବିକା ବାଗ(୭୦)। ଆପ୍‌ନେ ଅନେକ ଦିନୁ ଅରପାରକେ ଚାଲିଯାଇଥିଲାବେଲେ ବଛର କେତେଟା ଉତାରୁ ପୁଓ…

5 years ago

କର୍ଲାମୁଣ୍ଡା ସମବାୟ ସମିତି: ୨୩ ହଜାର କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ

କର୍ଲାମୁଣ୍ଡା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ସମବାୟ ସମିତି ପକ୍ଷରୁ ବୁଧବାର ମଣ୍ଡି ଉଦ୍‌ଘାଟନ କରାଯାଇ ଧାନ କ୍ରୟ କରିବା ଆରମ୍ଭ ହୋଇଯାଇଛି। ଏହି…

5 years ago

ମଦଦୋକାନ ଉଚ୍ଛେଦ ନେଇ ତେଜିଲେ ମହିଳା, କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେଶିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗ୍ରାମରର ବେଆଇନ ମଦଦୋକାନଗୁଡିକୁ ଉଚ୍ଛେଦ ଦାବିରେ ମହିଳାମାନେ ଭବାନୀପାଟଣା ଅବକାରୀ ଅଧ୍ୟୀକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।…

5 years ago

ଟ୍ରକ୍‌ ଧକ୍କାରେ ପରିବାରର ୩ ଜଣଙ୍କ ଜୀବନ ଗଲା : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ବେଲପାହାଡ଼,୨୯।୫(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅଧୀନ ଗୌଡପଡା ନିକଟସ୍ଥ ଜାତୀୟ ରାଜପଥ ୪୯ରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥରେ ଗୋଟିଏ ପରିବାରର ୩…

5 years ago

ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍‌ରୁ ବଁଚିତ ଅସାହା ପରିବାର

ବିନିକା,୨୯ା୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍‌ ପାଏବାର ବାବ୍‌ଦେ…

5 years ago

ଥୁଆମୁଳ ରାମପୁର ବ୍ଲକରେ ସ୍ବାସ୍ଥ୍ୟ ସେବା ଅପହଁଚ୍‌: ଭଗବାନ ଭରସାରେ ଅଂଚଲର ରୁଗୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): ପାହାଡ଼ ଜଂଗଲ ଘେରା କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ବ୍ଲକରେ ପାଖାପାଖି ୭୫ ଭାଗ ଆଦିବାସୀ ଲୋକ୍‌ ବାସ କରୁଛନ୍‌। ବ୍ଲକର ଅନେକ ଗାଁବାସୀ ଆଏଜ୍‌…

5 years ago

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା ।…

5 years ago

ବିପଦ୍‌ ଅବସ୍‌ତାରେ ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର

କେସିଙ୍ଗା, ୨୮।୫ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବାର ବାଲସି ସ୍ବାସ୍ଥ୍ୟସେବା କେନ୍ଦ୍ର ବହୁତ ବଛର ହେଲା ବିପଦ…

5 years ago

ବାପ୍‌ କିଡ଼୍‌ନୀ ରୁଗୀ, ଝି’ ହୁରୁଦ୍‌ରୋଗ୍‌ରେ ପୀଡ଼ିତ: ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି

ବରଗଡ଼ ଅଫିସ୍‌,୨୮।୫-ବରଗଡ଼ ଜିଲା ବରଡୋଲ ପଁଚେତ ଅଧୀନ ପିପିଲିପାଲି ବନ୍ଧପାଲି ଗଁ।ର ରାଜେଶ ରାଓ। ସେ ଝନେ ନିହାତି ଗରିବ୍‌, କୁଲି ମଜୁରି କରି ନିଜର କୁଟୁମ…

5 years ago

ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା

ଉଲୁଣ୍ଡା, ୨୭ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସଦର ଥନାପତି ପଡାରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ପରିବାରର ୫ ବଖରା ଘର ପୋଡି ପାଉଁଶ…

5 years ago