ସମ୍ବଲପୁର

ହାତୀ କଙ୍କାଳ ଠାବ କଲା ଏସ୍‌ଟିଏଫ୍‌ ଟିମ୍‌

ସମ୍ବଲପୁର,୨୪ା୭(ବ୍ୟୁରୋ): ସମ୍ବଲପୁରରେ ଏସ୍‌ଟିଏଫ୍‌ର ୩ ଜଣିଆ ଟିମ୍‌ ଖୋଳତାଡ଼ କରି ହାତୀ କଙ୍କାଳ ଠାବ କରିଛି । ଖବର ଅନୁଯାୟୀ, ସମ୍ବଲପୁର ବନଖଣ୍ଡ ଧମା ଫରେଷ୍ଟ ରେଞ୍ଜ…

2 years ago

ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ନଦୀକୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର,୨୪ା୭(ବ୍ୟୁରୋ): କୁଚିଣ୍ଡାରେ ରବିବାର ଜଣେ ଯୁବତୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୁଚିଣ୍ଡାର ସଇଡା ଭେଡେନ ନଦୀକୁ ଯୁବତୀ ଜଣଙ୍କ ଡେଇଁ ପଡ଼ିଛନ୍ତି। ପୁରୁଷ…

2 years ago

ପୁଣି ଆଉ ୨ ଗେଟ୍‌ ଖୋଲିଲା ହୀରାକୁଦ: ୧୦ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ପୂର୍ବାହ୍ନରେ ୩ଟି ଗେଟ୍‌ ଖୋଲାଯାଇଥିବା ବେଳେ ଅପରାହ୍ନରେ…

2 years ago

ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍‌

ସମ୍ବଲପୁର,୨୧ା୭(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ୩ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍‌…

2 years ago

ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ

ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ ବୋହି…

2 years ago

ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ କାର୍‌ ମଡ଼ାଇ ହତ୍ୟା ଉଦ୍ୟମ

ସମ୍ବଲପୁର,୧୯ା୭(ବ୍ୟୁରୋ):ସମ୍ବଲପୁର ଏସ୍‌ପି ଅଫିସ ସମ୍ମୁଖରେ ସୋମବାର ଏକ ପାରିବାରିକ କଳହର ଭୟାବହ ରୂପ ଦେଖିବାକୁ ମିଳିଛି। ଓକିଲ ପଞ୍ଚାନନ ଦାସ ସବୁ ସୀମା ଟପି ଶ୍ୱଶୁରଘର ପରିବାର…

2 years ago

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ…

2 years ago

୧୮ରେ ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୧୬ା୭(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାର ଖୋଲିବ। ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏ ନେଇ ଶନିବାର ଜଳଭଣ୍ଡାର…

2 years ago

ହୀରାକୁଦକୁ ପଶିଲା ୨.୧୪ ଲକ୍ଷ କ୍ୟୁସେକ ଜଳ: ବନ୍ୟାଜଳ ନିଷ୍କାସନ ନେଇ ହୋଇପାରେ ନିଷ୍ପତ୍ତି

ସମ୍ବଲପୁର,୧୬।୭(ବ୍ୟୁରୋ): ମୌସୁମୀ ଆସିବାର ମାସକ ପରେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉ ନ ଥିଲା। ମାତ୍ର ଶୁକ୍ରବାର ଚଳିତ ବର୍ଷର ପ୍ରଥମ…

2 years ago

ଲଗାତର ପ୍ରଶ୍ନପତ୍ର ଲିକ୍‌: ପରୀକ୍ଷା ବାତିଲ, ୫ ହଜାର ଛାତ୍ରୀଛାତ୍ର ପ୍ରଭାବିତ

ସମ୍ବଲପୁର,୧୬।୭(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ଦ୍ୱାରା ପରିଚାଳିତ ଯୁକ୍ତ୩ ଶେଷବର୍ଷ ପରୀକ୍ଷାର ପ୍ରଶ୍ନପତ୍ର ଲଗାତର ଦ୍ୱିତୀୟ ଦିନ ପାଇଁ ଲିକ୍‌ ହୋଇଛି। ଗୁରୁବାର ଯୁକ୍ତ୩ ଶେଷବର୍ଷ ଏଜୁକେଶନ…

2 years ago