ସମ୍ବଲପୁର

ସମ୍ବଲପୁର ରେଳ ମଣ୍ଡଳ ଅଫିସରେ ହାଣ୍ଡ ଫ୍ରି ସାନିଟାଇଜର ମେଶିନ୍‌ ବସିଲା

ସମ୍ବଲପୁର,୨।୫(ବ୍ୟୁରୋ):ମହାମାରୀ କୋଭିଡ- ୧୯ ସଂକ୍ରମଣକୁ ରୋକିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଅଫିସରେ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଶନିବାର ୨ଟି ହାଣ୍ଡ ଫ୍ରି ସାନିଟାଇଜର ଡିସପେନ୍ସର ସ୍ଥାପନ କରାଯାଇଛି । ସମ୍ବଲପୁର ମଣ୍ଡଳ...

ବବନ ସିଂ ଏମ୍‌ସିଏଲ୍‌ର ନୂତନ ବୈଷୟିକ ନିର୍ଦ୍ଦେଶକ

ସମ୍ବଲପୁର, ୨।୫ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମ୍‌ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ...

ଚିତ୍ରକଳା କହୁଛି କରୋନାର ଭୟବହତା

ରେଢାଖୋଲ , ୧।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଭୀମଭୋଇ ଆର୍ଟ ସୋସାଇଟିର ଚିତ୍ରକର ସୁଧୀର ସ୍ବାଇଁ ଓ ସୁରେଶ ପୋଢ ପ୍ରମୁଖ...

ରାସ୍ତାକଡ଼ରୁ ଅସହାୟଙ୍କୁ ଉଦ୍ଧାର କରି ଭିମ୍‌ସାରରେ ଭର୍ତ୍ତି କଲେ ସାମାଜିକ କର୍ମୀ

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସମସ୍ତଙ୍କୁ ଭୟାତୁର କରିଛି । ରାସ୍ତା କଡରେ ପଡି ରହିଥିବା ଅସହାୟମାନଙ୍କୁ ମଧ୍ୟ ସେବା କରିବା ପାଇଁ ଜନସାଧାରଣ ଭୟ କରୁଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସାମାଜିକ କର୍ମୀମାନେ ଭୟଭୀତ ନ...

କରୋନା ମୁକାବିଲା ଲାଗି ଏସ୍‌ଏଚ୍‌ଜି ସହାୟତା ଦେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ମୁକାବିଲା ଲାଗି କନଖିଣ୍ଡା ପଞ୍ଚାୟତ ସ୍ବୟଂ ସହାୟକ ଗୋଷ୍ଠୀ ମାଁ ସମଲେଶ୍ୱରୀ-ଏ ୧୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପ୍ରଦାନ କରିଛି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ସଦସ୍ୟାମନେ ଚେକ୍‌ ପ୍ରଦାନ...

ରକ୍ତଭଣ୍ଡାରର ଆବଶ୍ୟକତା ପୂରଣ କରିବାକୁ ୩୫ ୟୁନିଟ ରକ୍ତ ସହାୟକ ହେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ ଡାଉନ କରାଯାଇଛି । ଏହା ଦ୍ୱାରା ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ମଧ୍ୟ ଗଚ୍ଛିତ ନାହିଁ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଭାଜପା...

ପୋଲିସ କର୍ମଚାରୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ଡିଜି

ସମ୍ବଲପୁର, ୩୦।୪ (ବ୍ୟୁରୋ)- ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ସମ୍ବଲପୁର ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସମ୍ବଲପୁର ରିଜର୍ଭ ପଡିଆରେ ଓହ୍ଲାଇବା ପରେ ତାଙ୍କୁ ଏଠାରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି କନୱର...

ଗୀତ,ଅଭିନୟରେ ସଚେତନତା ସୃଷ୍ଟି କଲେ ପଶ୍ଚିମ ଓଡ଼ିଶା କଳାକାର

ସମ୍ବଲପୁର, ୩୦ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ପଶ୍ଚିମ ଓଡିଶାର କଳାକାରମାନେ। ସେମାନଙ୍କ ଏପରି ପ୍ରୟାସ ଯୋଗୁ ଏକ ଭିଡିଓ ‘ହୁସୁଥିଲା ଫେର ହସୁଥିବ ଇଣ୍ଡିଆ’ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । କଳାକାରଙ୍କ ଏପରି ଉଦ୍ୟମକୁ...

ଧାନରେ ଅଜଣା ରୋଗ, ଚିନ୍ତାରେ ଚାଷୀ

ସମ୍ବଲପୁର, ୨୯।୪ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ତବଲା ଓ ଯୁଯୁମୁରା ବ୍ଲକ କୁକୁଡାପାଲି ଅଞ୍ଚଳରେ ଅଜଣା ରୋଗରେ ଧାନ ଚାଷ ନଷ୍ଟ ହେଉଛି। କୀଟନାଶକ ସିଞ୍ଚନ କଲେ ମଧ୍ୟ ପ୍ରତିକାର ହୋଇପାରୁନାହିଁ । ଏହାକୁ ନେଇ ଚାଷୀ...

ଘରକୁ ଫେରୁଥିଲେ, ସଙ୍ଗରୋଧ କେନ୍ଦ୍ରକୁ ଗଲେ

ବାମରା,୨୮।୪(ଡି.ଏନ.ଏ): ଓଡ଼ିଶାରେ ଥିବା ବାହ୍ୟ ରାଜ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ଛାଡି ନ ଯିବା ପାଇଁ ବାରମ୍ବାର ଅପିଲ କରିଛନ୍ତି। ହେଲେ ଓଡିଶାରୁ ଅନେକ ଶ୍ରମିକ ପଦଯାତ୍ରା, ସାଇକେଲ ଯାତ୍ରା...

ଭୋକିଲା ପେଟରେ ପୂଜାର୍ଚ୍ଚନା କରିବା କାଠିକର ପାଠ ହେବ

ସମ୍ବଲପୁର, ୨୮।୪ (ବ୍ୟୁରୋ)- କରୋନା ଭୂତାଣୁକୁ ନେଇ କଟକଣା ଯୋଗୁ ସମ୍ବଲପୁରର ଇଷ୍ଟଦେବୀ ସମଲେଇଙ୍କ ଦର୍ଶନ ମାର୍ଚ୍ଚ ୧୯ ତାରିଖରୁ ବନ୍ଦ ରହିଛି। ହେଲେ ଦେବୀଙ୍କ ପୂଜାର୍ଚ୍ଚନା ରୀତିନୀତି ଓ ପରମ୍ପରାରେ କରାଯାଉଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ପୂଜା...

ହରିଣ ମାଂସ ଭୋଜି କରି ଧରାପଡ଼ିଲେ ବାପା, ପୁଅ

ଜମନକିରା,୨୮।୪ (ଡି.ଏନ.ଏ): ସମ୍ବଲପୁର ଜିଲା ବଡରମା ରେଞ୍ଜ ଅଧୀନ ଆମ୍ବଲାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ଘରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବନ ବିଭାଗ ଚଢ଼ାଉ କରିଛି। ସେଠାରୁ ସାଢେ ୪ କେଜି ହରିଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri