ସମ୍ବଲପୁର

ପରସ୍ପରଠୁ ଦୂରତ୍ୱ ରଖି ଶିବିରରେ ବସିଲେ

ସମ୍ବଲପୁର, ୭।୫ (ବ୍ୟୁରୋ)- ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଶ୍ରମିକ ଆଇନ ଆଧାରିତ କରୋନା ସଚେତନତା ଶିବିର ଗୁରୁବାର ଏଡିଆର କେନ୍ଦ୍ର କୋଠା ପରିସରରେ ସାମାଜିକ ଦୂରତ୍ୱ ପାଳନ ସହ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ଅଧ୍ୟକ୍ଷ ତଥା...

ଫସି ରହିଥିବା ପରିବାର ଶେଷରେ ଘରକୁ ଗଲେ

ସମ୍ବଲପୁର, ୭।୫ (ବ୍ୟୁରୋ): ଲକ୍‌ ଡାଉନ୍‌ ଯୋଗୁ ସମ୍ବଲପୁର ଫାଟକଠାରେ ଫସି ରହି ଯାଇଥିବା ବରଗଡ ଜିଲା ଭଟଲିର ଏକ ପରିବାର ଶେଷରେ ଘରକୁ ଫେରିଛନ୍ତି। ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିବାରୁ ଭଟଲିର କିସୁନ ସାହାଣି (୭୦) ତାଙ୍କ...

ରେଢାଖୋଲରେ ନିରାଡ଼ମ୍ବରରେ ପାଳିତ ହେଲା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ

ରେଢାଖୋଲ,୭।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ଗୁରୁବାର ନିରାଡ଼ମ୍ବର ଭାବେ ପାଳିତ ହୋଇଛି। ବ୍ରହ୍ମ ଅବଧୁତ ବାବା ଆନନ୍ଦ ଦାସ ଦୀପ ପ୍ରଜ୍ୱଳନ କରି ବିଶ୍ୱଶାନ୍ତି କାମନା କରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡସ୍ଥିତ ସନ୍ଥକବି ଭୀମ...

ଆଇସ୍କାନ ହୋଇପାରେ ସୁପରସ୍ପ୍ରେଡର

ସମ୍ବଲପୁର,୭ା୫(ବ୍ୟୁରୋ): ସମ୍ବଲପୁର ଜିଲାରେ ଆସନ୍ତା ୧୧ ତାରିଖରୁ ଧାନ କିଣାବିକା ଆରମ୍ଭ ହେବାକୁ ସ୍ଥିର ହୋଇଛି। ଏଥିପାଇଁ କେତେକ ଚାଷୀଙ୍କୁ ଟୋକନ ଦିଆଯାଇଛି। ହେଲେ ଏଥିପାଇଁ ଚାଷୀଙ୍କ ଟିପଚିହ୍ନ ସହ ଆଖି ସ୍କାନ କରିବାର ନିୟମ ରହିଛି । ଆଇସ୍କାନ...

ରାଜ୍ୟ ବାହାରର ବସ୍‌କୁ ଦେଖି ଲୋକେ ଆତଙ୍କିତ

ସମ୍ବଲପୁର,୨ା୫(ବ୍ୟୁରୋ)-ରାଜ୍ୟ ବାହାରର ୩ଟି ବସ୍‌ ଶନିବାର ସମ୍ବଲପୁର ସହର ଭିତରକୁ ପ୍ରବେଶ କରିବାରୁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଧନୁପାଲି ଥାନା ଅଧୀନ ଜେଲ୍‌ ଛକରେ ଥିବା ଫଳ ଦୋକାନରୁ ଏମାନେ କିଛି ଫଳ କିଣିଥିଲେ। ଏହି ସମୟରେ କିନ୍ତୁ...

ସମ୍ବଲପୁର ରେଳ ମଣ୍ଡଳ ଅଫିସରେ ହାଣ୍ଡ ଫ୍ରି ସାନିଟାଇଜର ମେଶିନ୍‌ ବସିଲା

ସମ୍ବଲପୁର,୨।୫(ବ୍ୟୁରୋ):ମହାମାରୀ କୋଭିଡ- ୧୯ ସଂକ୍ରମଣକୁ ରୋକିବା ନେଇ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ଅଫିସରେ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଶନିବାର ୨ଟି ହାଣ୍ଡ ଫ୍ରି ସାନିଟାଇଜର ଡିସପେନ୍ସର ସ୍ଥାପନ କରାଯାଇଛି । ସମ୍ବଲପୁର ମଣ୍ଡଳ...

ବବନ ସିଂ ଏମ୍‌ସିଏଲ୍‌ର ନୂତନ ବୈଷୟିକ ନିର୍ଦ୍ଦେଶକ

ସମ୍ବଲପୁର, ୨।୫ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମ୍‌ସିଏଲ)ର ନୂତନ ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ଭାବେ ଶନିବାର ବବନ ସିଂ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କୁ ଅଧିକାରୀ, କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ୧୯୮୫ରେ...

ଚିତ୍ରକଳା କହୁଛି କରୋନାର ଭୟବହତା

ରେଢାଖୋଲ , ୧।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି। ଭୀମଭୋଇ ଆର୍ଟ ସୋସାଇଟିର ଚିତ୍ରକର ସୁଧୀର ସ୍ବାଇଁ ଓ ସୁରେଶ ପୋଢ ପ୍ରମୁଖ...

ରାସ୍ତାକଡ଼ରୁ ଅସହାୟଙ୍କୁ ଉଦ୍ଧାର କରି ଭିମ୍‌ସାରରେ ଭର୍ତ୍ତି କଲେ ସାମାଜିକ କର୍ମୀ

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସମସ୍ତଙ୍କୁ ଭୟାତୁର କରିଛି । ରାସ୍ତା କଡରେ ପଡି ରହିଥିବା ଅସହାୟମାନଙ୍କୁ ମଧ୍ୟ ସେବା କରିବା ପାଇଁ ଜନସାଧାରଣ ଭୟ କରୁଛନ୍ତି । କିନ୍ତୁ ଅନେକ କ୍ଷେତ୍ରରେ ସାମାଜିକ କର୍ମୀମାନେ ଭୟଭୀତ ନ...

କରୋନା ମୁକାବିଲା ଲାଗି ଏସ୍‌ଏଚ୍‌ଜି ସହାୟତା ଦେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ମୁକାବିଲା ଲାଗି କନଖିଣ୍ଡା ପଞ୍ଚାୟତ ସ୍ବୟଂ ସହାୟକ ଗୋଷ୍ଠୀ ମାଁ ସମଲେଶ୍ୱରୀ-ଏ ୧୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିକୁ ପ୍ରଦାନ କରିଛି। ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀଙ୍କୁ ସଦସ୍ୟାମନେ ଚେକ୍‌ ପ୍ରଦାନ...

ରକ୍ତଭଣ୍ଡାରର ଆବଶ୍ୟକତା ପୂରଣ କରିବାକୁ ୩୫ ୟୁନିଟ ରକ୍ତ ସହାୟକ ହେଲା

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍‌ ଡାଉନ କରାଯାଇଛି । ଏହା ଦ୍ୱାରା ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ମଧ୍ୟ ଗଚ୍ଛିତ ନାହିଁ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଭାଜପା...

ପୋଲିସ କର୍ମଚାରୀଙ୍କୁ ଭଲମନ୍ଦ ପଚାରି ବୁଝିଲେ ଡିଜି

ସମ୍ବଲପୁର, ୩୦।୪ (ବ୍ୟୁରୋ)- ପୋଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ସମ୍ବଲପୁର ଦିନିକିଆ ଗସ୍ତ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ସମ୍ବଲପୁର ରିଜର୍ଭ ପଡିଆରେ ଓହ୍ଲାଇବା ପରେ ତାଙ୍କୁ ଏଠାରେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି କନୱର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri