ସମ୍ବଲପୁର

ବିଧାୟକ ପ୍ରାର୍ଥୀ ସମର ପ୍ରଧାନଙ୍କ ପରଲୋକ

ରେଢାଖୋଲ,୧୫।୪(ଡି.ଏନ.ଏ.): ୨୦୧୯ ସାଧାରଣ ନିର୍ବାଚନରେ ରେଢାଖୋଲ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ଯୁବନେତା ତଥା ଆଇନଜୀବୀ ସମର କୁମାର ପ୍ରଧାନ(୪୪) ଆଉ ନାହାନ୍ତି। ମଙ୍ଗଳବାର ରାତି ୨ଟାରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

ନିର୍ମାଣାଧୀନ କୋଭିଡ ମେଡିକାଲରେ ୫-ଟି ସଚିବ

ସମ୍ବଲପୁର, ୧୫।୪ (ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧୀନ କୋଭିଡ-୧୯ ମେଡିକାଲକୁ ବୁଧବାର ୫-ଟି ସଚିବ ଭି.କେ.ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ମେଡିକାଲ ପରିସରରେ ଆଇସିୟୁ , ଆଇସୋଲେଶନ କକ୍ଷ ଓ ନମୁନା ସଂଗ୍ରହ କେନ୍ଦ୍ର...

ବ୍ୟବସ୍ଥା ନ କରି କେବଳ ମିଛ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରାଯାଉଛି। ଏଣୁ ଏଠାରେ ରୋଗୀ ସେବା ବନ୍ଦ କରି ଦିଆଯାଇଛି। ଅଇଁଠାପାଲି ଓ ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ଖୋଦ୍‌ ଜିଲା...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ପ୍ରଦାନ

ସମ୍ବଲପୁର, ୧୫।୪ (ବ୍ୟୁରୋ): କରୋନା ମୁକାବିଲା ଲାଗି ପ୍ରତ୍ୟେକ ସ୍ତରରେ ଉଦ୍ୟମ ଜାରି ରହିଛି । ସମ୍ବଲପୁର ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷରୁ କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।...

କୋଭିଡ ମେଡିକାଲ ନିର୍ମାଣକୁ ବିରୋଧ କରି ରୁଜୁ ମାମଲା ଖାରଜ

ସମ୍ବଲପୁର, ୧୫।୪ (ବ୍ୟୁରୋ)- ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ- ୧୯ ମେଡିକାଲ ନିର୍ମାଣ କରାଯାଉଛି। ଏହାକୁ ବିରୋଧ କରି ମିଶନ ଭିମ୍‌ସାର ତରଫରୁ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାକୁ ବିଚାର କରି ବୁଧବାର...

ନିରାଡମ୍ବର ସହ ଆମ୍ବେଡ଼କର ଜୟନ୍ତୀ

ସମ୍ବଲପୁର, ୧୪।୪ (ବ୍ୟୁରୋ)- କରୋନା କଟକଣା ଓ ଲକ୍‌ ଡାଉନକୁ ଦୃଷ୍ଟିରେ ରଖି ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଜୀ ଆମ୍ବେଡ଼କରଙ୍କ ଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ମୁଦିପଡା ଛକ ସ୍ଥିତ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତ୍ୱ ବଜାୟ...

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ବ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ...

ମିଛ ଖବର ପୋଷ୍ଟ ଅଭିଯୋଗରେ ୱେବ ମିଡିଆ ଖବରଦାତା ଗିରଫ

ଭବାନୀପାଟଣା/ଜୟପାଟଣା, ୧୩ା୪(ସ୍ବ.ପ୍ର/ଡି.ଏନ.ଏ.): ମହାମାରୀ କରୋନା ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରିବା ଅଭିଯୋଗରେ ଜଣେ ୱେବ ମିଡିଆ ଖବରଦାତାଙ୍କୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ବିମଳକାନ୍ତ ପଣ୍ଡା। ଦଫା ୧୫୩ ଏ, ୫୦୪,...

ଜେଲରେ ନୂଆ କଏଦୀଙ୍କ ପାଇଁ କ୍ୱାରାଣ୍ଟାଇନ ଓ୍ବାର୍ଡ

ସମ୍ବଲପୁର,୧୩।୪(ବ୍ୟୁରୋ)-କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ଓ ଦେଶ ବାହାରୁ ଆସିଥିବା ଲୋକଙ୍କୁ କ୍ବାରାନଣ୍ଟାଇନରେ ରଖିବାକୁ ବ୍ୟବସ୍ଥା କରାଯାଉଛି। ଏହାସହ ଅନେକ ଲୋକଙ୍କୁ ହୋମ୍‌ କ୍ବାରାନଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସମ୍ବଲପୁର ମଣ୍ଡଳ କାରାଗାରରେ ମଧ୍ୟ...

ପୂଜାର୍ଚ୍ଚନାରେ ସୀମିତ ହନୁମାନ ଜୟନ୍ତୀ

ସମ୍ବଲପୁର, ୧୩।୪ (ବ୍ୟୁରୋ)- କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସିଛି । ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଚାଲିଛି । ସମସ୍ତ ଧାର୍ମିକ ପୀଠରେ ମଧ୍ୟ ତାଲା ଝୁଲୁଛି । ଏଣୁ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ଶୋଭାଯାତ୍ରା...

୪ ଦୋକାନକୁ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୧୨।୪(ସ୍ବ.ପ୍ର):  ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ ସାଇକେଲ ଯୋଗେ...

ପିଏମ୍‌ କେୟାରସ୍‌ ଫଣ୍ଡକୁ ଦାନ

ସୋନପୁର,୧୨।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଯୁବ ବ୍ୟବସାୟୀ ମୋନିଷ୍‌ ଅଗ୍ରଓ୍ବାଲ ୧ଲକ୍ଷ ୨ହଜାର ଟଙ୍କା ଦାନ କରିଛନ୍ତି। ଅଗ୍ରଓ୍ବାଲ ସୋନପୁର ବ୍ଲକ ଖରଜୁରାସ୍ଥିତ ଲଳିତା ରାଇସ୍‌ ମିଲ ନାମରେ ପିଏମ୍‌ କେୟାରସ୍‌ ଫଣ୍ଡକୁ ୫୧ହଜାର ଟଙ୍କା ପ୍ରଦାନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri