ସମ୍ବଲପୁର

ଅଗ୍ରୀମ ଦରମା ନେବାକୁ ମନାକଲେ ଭିମସାର ଡାକ୍ତର

ସମ୍ବଲପୁର, ୩୦।୩ (ବ୍ୟୁରୋ)-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷେ ନିଷ୍ଠାପର ସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଡାକ୍ତର, କର୍ମଚାରୀଙ୍କୁ ୪ ମାସର ଅଗ୍ରୀମ ଦରମା ଦେବାକୁ ଘୋଷଣା କରିଛନ୍ତି...

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି। ହେଲେ ବଲାଙ୍ଗୀରରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିଭାଗକୁ...

ଅନୁଧ୍ୟାନ କଲେ ଏସ୍‌ପି

ସମ୍ବଲପୁର, ୩୦।୩ (ବ୍ୟୁରୋ)- ସଂପ୍ରତି ଲକ୍‌ ଡାଉନ ଯୋଗୁ ସମ୍ବଲପୁର ସହର ପ୍ରଭାବିତ ହୋଇଛି । ଜନସାଧାରଣ ନିହାତି ଜରୁରୀ ନଥିଲେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବୁଢ଼ାରଜା ଦୈନିକ ବଜାରକୁ ଯାନ ଚଳାଚଳ ବନ୍ଦ

ସମ୍ବଲପୁର, ୩୦।୩ (ବ୍ୟୁରୋ)- କରୋନା ଭୂତାଣୁ ସବୁ କ୍ଷେତ୍ର ଲାଗି କଟକଣା ଆଣି ଦେଇଛି। ପ୍ରତିଷେଧକ ଭାବେ ଜନସାଧାରଣ ଏହାକୁ ମାନୁଛନ୍ତି । ଏହି କ୍ରମରେ ସମ୍ବଲପୁର ବୁଢ଼ାରଜା ଦୈନିକ ବଜାର ପ୍ରବେଶ ପଥ ପ୍ରଫେସର କଲୋନୀ ଛକଠାରେ ଅଞ୍ଚଳବାସୀ...

ଗରିବ ଲୋକଙ୍କୁ ରାଶନ ସାମଗ୍ରୀ ଦେଲେ ସ୍ଥାନୀୟ ଲୋକେ

ବାମରା, ୩୦।୩ (ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ସଦର ମହକୁମା ଅଞ୍ଚଳରେ ଲକ ଡାଉନ ଯୋଗୁ ଅନାହାରରେ ଥିବା ଗରିବ ପରିବାରଙ୍କୁ ସ୍ଥାନୀୟ କେତେ ଜଣ ବ୍ୟକ୍ତି ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି। ପରିବାର ପ୍ରତି ୪ ଦିନର ରାସନ ସାମଗ୍ରୀ...

କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୁଚିଣ୍ଡା ଉପଜିଲାପାଳ...

ମନଇଚ୍ଛା ପାସ୍‌ ବଣ୍ଟନ କରୁଛି ବ୍ଲକ ପ୍ରଶାସନ: ସରପଞ୍ଚଙ୍କ ସ୍ବାମୀଙ୍କୁ ସରପଞ୍ଚ ମାନ୍ୟତା

ଜୁନାଗଡ,୨୯।୩(ଡି.ଏନ୍‌.ଏ): କୋଭିଡ-୧୯ ପାଇଁ ରାଜ୍ୟରେ ଲକ୍‌ଡାଉନ ହୋଇଛି। ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତ ଓ ବ୍ଲକ କର୍ମଚାରୀଙ୍କୁ ଭେଇକିଲ ପାସ୍‌ ଦିଆଯାଉଛି। ଏହି ପାସ୍‌ଗୁଡିକ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ମନଇଚ୍ଛା ଦିଆଯାଉଥିବା ଅଭିଯୋଗ ହେଉଛି। ଏକାଧିକ...

ସହଯୋଗ ମାଗିଲେ ଦିଲୀରେ ଅଟକି ରହିଥିବା ଶ୍ରମିକ

ସମ୍ବଲପୁର,୨୮।୩ (ବ୍ୟୁରୋ)- ସମ୍ବଲପୁର ଜିଲା ମେଘପାଳ ଗ୍ରାମଞ୍ଚାତୟର ୩୦ ଶ୍ରମିକ ଦିଲୀରେ ଫସି ରହିଛନ୍ତି । ଉଦ୍ଧାର ଲାଗି ସେମାନେ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ସହଯୋଗ ଭିକ୍ଷା କରିଛନ୍ତି । ଲକଡାଉନ ୨୧ ଦିନ ପର୍ଯ୍ୟନ୍ତ ଚାଲିବ ।...

ତେଲେଙ୍ଗାନା ଇଟାଭାଟିରେ ୪୧ଶ୍ରମିକ

ନୂଆପଡା ଅଫିସ,୨୯ା୩- ସାରା ଦେଶରେ ଲକଡାଉନ। ଆଗକୁ କଅଣ ହେବ ଅନିଶ୍ଚିତତା ମଧ୍ୟରେ ଲୋକ ଜୀବନ ବଞ୍ଚାଇବାକୁ ରାହା ଖୋକୁଛନ୍ତି। ଏଭଳି  ସ୍ଥିତିରେ ରାଜ୍ୟ ବାହାରେ ଇଟାଭାଟିଗୁଡିକରେ ଫସି ରହିଛନ୍ତି ଶ୍ରମିକମାନେ । ତେଲେଙ୍ଗାନାର ବୋମାଲା ରମାରାମ ପୋଲିସ ଷ୍ଟେଶନ...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ଲକ୍ଷ ଦେଲା ଅରୁନ୍ଧତୀ ଗ୍ରୁପ୍‌

ବଲାଙ୍ଗୀର ଅଫିସ, ୨୯ା୩- ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଏହି ମହତ୍‌ କାର୍ଯ୍ୟରେ ସହଯୋଗ କରିବାକୁ ରାଜ୍ୟର ଅନ୍ୟତମ ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ...

ମାଛ ବଜାର ଭିଡ କମାଇବାକୁ ମାର୍କିଂ କଲା ପୋଲିସ

ବଲାଙ୍ଗୀର ଅଫିସ, ୨୯ା୩: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ୨୧ଦିନିଆ ଲକ୍‌ ଡାଉନ୍‌ ବ୍ୟବସ୍ଥା କରାଯାଇଛି । ବଲାଙ୍ଗୀର ଜିଲା ଓ ସହରରେ ଏହି ଲକ୍‌ ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଏହି ସମୟରେ...

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରଛନ୍ତି। ବାଉଁଶରେ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି। ଯୁବଗୋଷ୍ଠୀଙ୍କ କହିବା କଥା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri