ସମ୍ବଲପୁର

ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗିରଫ

ସୋନପୁର,୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗର ଅଖିରେ ଧୁଳି ଦେଇ ନକଲି ନମ୍ବର ପ୍ଲେଟ ଲଗାଇ ଭିଆଇପି...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ଡିଲେଶ୍ୱରୀ

ସମ୍ବଲପୁର,୩ା୧୨(ବ୍ୟୁରୋ)- କେନ୍ଦ୍ର ସରକାର ଭିନେ ଭିନେ ସରକାରୀ ଯୋଜନାରେ ଦୁରନୀତି ବଁଦ୍‌ କରବାକେ ସାରାଦେଶରେ ଆଧାର କାର୍ଡ ଲାଗୁକରିଛନ୍‌। ସରକାରୀ ଯୋଜନାରେ ସେବା ପାଇବାର ଲାଗି ହେଲେ ଆଧାର କାର୍ଡ ନିହାତି ଜରୁରୀ କରାଯାଇଛେ। ହେଲେ ସରକାରୀ ଯୋଜନାରେ ଆଧାର...

ରେଢାଖୋଲ ଉପଖଣ୍ଡରେ ଖୋଲିଲା ମଣ୍ଡି

ରେଢାକୋଲ/ନାକଟିଦେଉଳ, ୩।୧୨(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡରେ ସୋମବାର ମଣ୍ଡି ଖୋଲିଛି। ଉପଖଣ୍ଡରେ ଥିବା ୧୬ଟି ମଣ୍ଡି ମଧ୍ୟରୁ ୧୧ଟି ମଣ୍ଡିରେ ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା। ସୋମବାର ପ୍ରଥମ ଦିନରେ ୨୪ଜଣ ଚାଷୀଙ୍କଠାରୁ ୨୧୧୭ ବସ୍ତା ଧାନ...

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ସମ୍ବଲପୁର,୨।୧୨(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବନଖଣ୍ଡ ମହୁଲମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ସେହି ଗ୍ରାମର ସୁନୀଲ ଏକ୍କା (୪୫) ସୋମବାର ଭୋର୍‌ ସମୟରେ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ...

ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ୩ ଦିନିଆ ବନ୍ଦ ପାଳନ ଆରମ୍ଭ

ସମ୍ବଲପୁର,୨୮।୧୧(ବ୍ୟୁରୋ): ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଜାରି ରହିଥିବାବେଳେ ଗୁରୁବାର ଠାରୁ ୩ ଦିନିଆ ବନ୍ଦ ପାଳନ ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଓ କାର୍ଯ୍ୟାଳୟ, ସେହିପରି...

ଭିମ୍‌ସାରରେ ଉନ୍ନୟନ ସଚିବ ସୁରେଶ ମହାପାତ୍ର:ରୋଗୀସେବା ବ୍ୟାହତ ନ କରିବାକୁ ପରାମର୍ଶ

ସମ୍ବଲପୁର,୨୭-୧୧ (ବ୍ୟୁରୋ):ସମ୍ବଲପୁର ବୁର୍ଲା ସ୍ଥିତ ଭିମ୍‌ସାରକୁ ମଙ୍ଗଳବାର ଉନ୍ନୟନ ସଚିବ ସୁରେଶ ମହାପାତ୍ର ଦିନିକିଆ ଗସ୍ତ କରି ପରିଦର୍ଶନ କରିଛନ୍ତି। ଏହି ଅବସରରେ ଭିମ୍‌ସାର ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସେ ସମୀକ୍ଷା କରିଛନ୍ତି। ନିରାମୟ କେନ୍ଦ୍ର...

ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

ସମ୍ବଲପୁର,୨୬।୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଦନ୍ତିରି ଗ୍ରାମର ଜଣେ ବ୍ୟକ୍ତିଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ନୂଆଶ ଡୁଙ୍ଗଡୁଙ୍ଗ(୫୦)। ନୂଆଶ ବିଲକୁ ଧାନ କାଟିଯାଇଥିବା ସମୟରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ...

ଅଟୋ ଓଲଟି ଶ୍ରମିକଙ୍କ ଜୀବନ ଗଲା

ସମ୍ବଲପୁର, ୨୫।୧୧(ବ୍ୟୁରୋ):ସମ୍ବଲପୁର ଜିଲା ସଦର ଥାନା ଭୋଇପାଲି ଗ୍ରାମ ନିକଟରେ ଅଟୋ ଦୁର୍ଘଟଣା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଘେନୁପାଲି ଅଞ୍ଚଳର କ୍ଷମାଶିଳ ମିର୍ଞ୍ଚା (୪୫)। ସଦର ଥାନା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ...

ବିନା ଟୋକନରେ ହେଲା ଧାନକିଣା

ସମ୍ବଲପୁର(ବ୍ୟୁରୋ)/ବରଗଡ଼ ଅଫିସ,୨୨-୧୧:ବରଗଡ଼ ଓ ସମ୍ବଲପୁର ଜିଲାରେ ଚାଷୀ ଆନ୍ଦୋଳନ ପରେ ବଦଳିଛି ନିୟମ। ସମ୍ବଲପୁରରେ ବିନା ଟୋକନରେ ଆରମ୍ଭ ହୋଇଛି ଧାନ କିଣା। ବରଗଡ଼ରେ ବି ଖୋଦ୍‌ ଜିଲାପାଳ ଏ ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ...

ଚାଷୀଙ୍କ ଆନ୍ଦୋଳନ ଜାରି, ଜାତୀୟ ରାଜପଥ ଅବରୋଧ

ସମ୍ବଲପୁର, ୨୧।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଟୋକନକୁ ବିରୋଧ ଏବଂ ବିଭିନ୍ନ ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଛି। ଗୁରୁବାର ଚାଷୀ ସଂଗଠନ ପକ୍ଷରୁ ଘୋଷଣା ମୁତାବକ ଅପରାହ୍ନ ୧ଟାରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଜାଜୀୟ ରାଜପଥ ୫୫...

୨୯ରେ ଓସୁର ତୃତୀୟ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର, ୨୦।୧୧(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୯ତାରିଖରେ ସମ୍ବଲପୁରସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଅଧ୍ୟକ୍ଷତା କରିବେ ଏବଂ ମୁଖ୍ୟ ଅତିଥି...

ଟୋକନ ବ୍ୟବସ୍ଥାକୁ ବିରୋଧ: ୩ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି ରଖି ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳୁ ଜିଲାର ୩ ବିଧାୟକ ନାଉରୀ ନାୟକ(ରେଙ୍ଗାଲି), ରୋହିତ ପୂଜାରୀ(ରେଢ଼ାଖୋଲ) ଓ ଜୟ ମିଶ୍ର(ସମ୍ବଲପୁର)ଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri