ସମ୍ବଲପୁର

ନିର୍ମାଣ ହେବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ: ଦାଣ୍ଡିଆପାଲ୍ଲୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ରାଉରକେଲା ଅଫିସ,୨୦।୭: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲ୍ଲୀଠାରେ ଶନିବାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ତେବେ ପ୍ରାୟ ୮ ଏକର ଜମି...

ପରକୀୟାପ୍ରୀତିରୁ ସିଙ୍ଗାରମୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା, ୨ ଅଟକ

ବଡ଼ଗାଁ, ୨୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ସିଙ୍ଗାରମୁଣ୍ଡା ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଦଧି ସାରପଟିଆ(୩୮)। ଗୁରୁତର ଅବସ୍ଥାରେ ଦଧିଙ୍କୁ ବଡଗାଁ...

ଆତ୍ମହତ୍ୟା କରିଥିବା ଯୁବଚାଷୀଙ୍କ ଘରେ: ପହଞ୍ଚତ୍ଲେ କୃଷି ଉପନିର୍ଦ୍ଦେଶକ

ବଲାଙ୍ଗୀର ଅଫିସ, ୨୦ା୭ ବର୍ଷାଭାବରୁ ଚାଷ ଉଜୁଡି ଯିବାରୁ ବଲାଙ୍ଗୀର ସଦର ବ୍ଳକ ବରକାନୀ ଗଁାର ଯୁବଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ବିଷପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ା ଏଭଳି ଅଭିଯୋଗ ପରେ ଜିଲା କୃଷି ଉପନିର୍ଦ୍ଦେଶକ ଶ୍ରୀଧର...

ବଜ୍ରପାତରେ ୩ କୃଷି ଶ୍ରମିକ ଗୁରୁତର

ସରଣ୍ଡା,୨୦।୭(ଡି.ଏନ.ଏ) ବରଗଡ଼ ଜିଲାର ଅତାବିରା, ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ ଖଇରପାଲି ଗ୍ରାମର ୩ ମହିଳା କୃଷିଶ୍ରମିକ ଆହତ ହୋଇଛନ୍ତି। ସେମାନେ ହେଲେ...

ହୃଦରୋଗ ଚିକିତ୍ସା ପାଇଁ ୪୩ ଶିଶୁ ଭୁବନେଶ୍ୱର ଗଲେ

ବରଗଡ଼ ଅଫିସ୍‌,୨୦।୭ ବରଗଡ଼ ଜିଲାର ୪୩ଜଣ ଶିଶୁଙ୍କୁ ହୃଦରୋଗ ଚିକିତ୍ସା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଶ୍ରୀ ସାଇ ଜନନୀ କ୍ୟାମ୍ପସକୁ ପ୍ରେରଣ କରାଯାଇଛି । ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୬, ଝାରବନ୍ଧ ୫, ପାଇକମାଳ ୮, ଗାଇସିଲେଟ...

ଚିକିସତ୍ା ଲାଗି ଟଁକା ଅଭାବ୍‌:୩ ବଛର ହେଲା ଖଟେ ପଡ଼ିଛନ୍‌ ପକ୍ଷାଘାତ ରୁଗୀ

ଲାଠୋର, ୨୦ା୭ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ରୁକୁରାମ ତାଣ୍ଡି(୫୦)। ମାଏକିନା ନୃଜ୍ୟ, ଝି’ ଶିବାନୀ ଆର ପୁଓ ଲଲିତକେ ନେଇ ତାକର ପରିବାର। ଫିଦିନ୍‌ ଜଂଗଲୁ ଜାଲନି କାଠ୍‌ ଆନି ବିକାଭଂଗା କରି...

ମାନବିକତା ଦେଖାଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ: ଏନ୍‌ଆରସିରେ ଭରତି ହେବେ ଚନ୍ଦ୍ରକାନ୍ତ

ଲୋଇସିଂହା,୨୦।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଆର ତାକର ପୁଓ ଚନ୍ଦ୍ରକାନ୍ତକୁଁ ବିଙ୍ଗ ହ୍ୟୁମାନ ଫାଉନଣ୍ଡେସନ ସାହାଯ୍‌ର ହାତ ବଢ଼େଇଛେ। ଶୁକୁରବାର ସଂଗଠନର ସଦସିଅମାନେ ମା’ପୁଓକୁଁ ଉଧାର କରିଥିଲାବେଲେ ଚନ୍ଦ୍ରକାନ୍ତକୁଁ ଲୋଇସିଂହା...

ଡେଙ୍ଗୁ ନିରାକରଣ ଚିନ୍ତା: ସଚେତନତା ଅଭିଯାନକୁ ବ୍ୟାପକ କରିବାକୁ ଗୁରୁତ୍ୱ

ସୋନପୁର,୧୯।୭(ନି.ପ୍ର.): ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡେଙ୍ଗୁ ନିରାକରଣ ମାସ ଉପଲକ୍ଷେ ଜିଲାସ୍ତରୀୟ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଅଧ୍ୟକ୍ଷତା କରି ଜିଲାପାଳ ମନୀଷା ବାନାର୍ଜୀ ଜିଲାରେ ଡେଙ୍ଗୁ ମୃତ୍ୟୁ ହୋଇ ନ ଥିବା ଖୁସିର...

କେସିଙ୍ଗା ବ୍ଲକରେ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

କେସିଙ୍ଗା,୧୯।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ବିଭିନ୍ନ କ୍ରଷ୍ଟରେ ନିୟୋଜିତ ନକଲି ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଆରମ୍ଭ ହୋଇଯାଇଛି । ଏହା ୨୩ ତାରିଖ ୫ ଦିନ ଯାଏ ଜାରି ରହିବ । ପ୍ରଥମ...

ଚାଷ ପାଇଁ ପାଣି ନାହିଁ: ମେଗା ପ୍ରକଳ୍ପ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡା, ୧୯।୭ (ଡି.ଏନ.ଏ): ଅନିୟମିତ ବର୍ଷା ଯୋଗୁ ଘଣ୍ଟାପଡା ଅଞ୍ଚଳରେ ଧାନଚାଷ ଉଜୁଡିବାକୁ ବସିଲାଣି । ଆଷାଢ଼ ମାସ ସରି ଶ୍ରାବଣ ହେଲା, ବର୍ଷାର ନାଁ ଗନ୍ଧ ନାହିଁ । ପ୍ରଥମ ଲଘୁଚାପ ବର୍ଷାରେ ବୁଣା ହୋଇଥିବା ଧାନ ଓ...

ଘଣ୍ଟାପଡ଼ା ମେଗା ପଏଣ୍ଟରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡ଼ା,୧୯।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ତମ୍ବାସିନା(ଘଣ୍ଟାପଡ଼ା)ରେ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଉନ୍ନତି ପାଇଁ ଏକ ମେଗା ପଏଣ୍ଟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏଲ୍‌ଏନ୍‌ଟି କମ୍ପାନୀକୁ କାର୍ଯ୍ୟଭାର ଦିଆଯାଇଥିଲା। ଗତ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କଣ୍ଟାମାଳରେ ପାଇପ ଯୋଗେ...

ଆର୍ଥିକ ଅନଟନ : ନାତିକୁ ବିକିଲେ ଆଈ

ସୋନପୁର,୧୯ା୭(ନି.ପ୍ର.): ଆର୍ଥିକ ଅନଟନ ଯୋଗୁ ଆଈ ନିଜର ୧ ବର୍ଷର ନାତିକୁ ଝିଅଠାରୁ ଅଲଗା କରି ଅନ୍ୟତ୍ର ବିକ୍ରି କରିବାକୁ ପଛାଇ ନାହାନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ଥାନା ବିଶାଲପାଲିରେ ଏଭଳି ଘଟଣା ଘଟିଛି। ଶିଶୁପୁତ୍ର ବିକ୍ରି ହୋଇଥିବା ନେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri