ସମ୍ବଲପୁର

ମନମୁଣ୍ଡାରେ ଟ୍ରାଫିକ ସମସ୍ୟା ଉତ୍କଟ, ବାଇପାସ୍‌ ରାସ୍ତା ଅଧାପନ୍ତରିଆ

ମନମୁଣ୍ଡା, ୧୪।୭ (ଡି.ଏନ.ଏ)- ମନମୁଣ୍ଡା ସହର ଦେଇ ଯାଇଥିବା ଏନଏଚ ୫୭ ଅଣ ଓସାରିଆ ହେତୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି । ପୋଲିସ ରୀତିମତ ଡ୍ୟୁଟି କରୁଥିବା ସତ୍ତ୍ବେ ଯାନବାହନ ଯାଆସ କରିବାକୁ ଘଣ୍ଟା...

ଫଳକରେ ସୀମିତ ରକ୍ତ ପୃଥକୀକରଣ ୟୁନିଟ୍‌

ବରଗଡ଼ ଅଫିସ୍‌,୧୪।୭ – ରକ୍ତ ବିନା ଜୀବନ ଅସମ୍ଭବ । ରକ୍ତହୀନତା ତଥା ରକ୍ତ ଅଭାବ ଯୋଗୁ ବହ ପ୍ରାଣହାନି ଘଟୁଛି । ରକ୍ତ ଅଭାବ ସମସ୍ୟା ଏଡ଼ାଇବା ସହିତ ଲୋକଙ୍କ ଜୀବନ ରକ୍ଷା ଲକ୍ଷ୍ୟ ନେଇ ବରଗଡ଼ ଜିଲା...

ଲୋକ ଅଦାଲାତ: ୧୨୫ ମାମଲାର ଫଇସଲା

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ଜିଲାରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଲୋକ ଅଦାଲତରେ ୧୫୧୧ଟି ବିଭିନ୍ନ ମାମଲା ମଧ୍ୟରୁ ୧୨୫ଟି ମାମଲାର ଫଇସଲା କରାଯାଇ ସମୁଦାୟ...

ଚିକିତ୍ସାଳୟରେ ଔଷଧିୟ ବୃକ୍ଷଚାରା ରୋପଣ

ବରଗଡ଼ ଅଫିସ୍‌,୧୪।୭ – ବରଗଡ଼ ସହର ଉପକଣ୍ଠ ନାଗେନପାଲିସ୍ଥିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ପରିସରରେ ଶନିବାର ଔଷଧିୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ପ୍ରକାର ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଛି । ଏହି...

ପରିବେଶ ସୁରକ୍ଷା ଏକ ସାମଗ୍ରିକ ଦାୟିତ୍ୱ

ବଲାଙ୍ଗୀର ଅଫିସ, ୧୪ା୭ – ପରିବେଶ ସୁରକ୍ଷା ଜଣକର କାମ ନୁହେଁ ା ଏଥିପାଇଁ ଜନସହଭାଗିତା ଆବଶ୍ୟକ ା ଆମେ ଆମର ଉତ୍ତରପିଢ଼ୀ ପାଇଁ ପରିବେଶକୁ ହିଁ ଅକ୍ଷତ ଭାବେ ହସ୍ତାନ୍ତର କରିବାକୁ ହେବ ା ଏହା ହିଁ ହେବ...

ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଜରୁରୀ

ଲୋଇସିଂହା,୧୩।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ୭୦ତମ ବନ ମହୋସତ୍ବ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ମେହେର ବାନୁଙ୍କ ଅଧ୍ୟକ୍ଷତା କରିଥିଲେ। ସଭାରେ ସ୍ଥାନୀୟ ରେଞ୍ଜ ଅଫିସର ରାଜକିଶୋର...

ଚେକିଂ ଆଳରେ ମହିଳାଙ୍କଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା୧୩।୭(ଡି.ଏନ୍‌.ଏ.): ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅବସରରେ ଭବାନୀପାଟଣା ସହର ଚଳଚଞ୍ଚଳ ଥିଲା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ଜଣେ ମହିଳାଙ୍କ ଠାରୁ ନାଟକୀୟ ଭାବେ ସୁନା ଗହଣା ଲୁଟ୍‌ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ...

ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀ ଦଧିବାମନଙ୍କ ସୁନାବେଶ

ଭଟଲି,୧୩।୭(ଡି.ଏନ୍‌.ଏ): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ଧାମରେ ପ୍ରଭୁ ଶ୍ରୀଶ୍ରୀ ଦଧିବାମନଙ୍କ ନବଦିନାମତ୍କ ଗୁଣ୍ଡିଚା ଯାତ୍ରା ସମାପନ ହୋଇଯାଇଛି । ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଶୁକ୍ରବାର ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ରାତିରେ ଶ୍ରୀମନ୍ଦିରରେ ପ୍ରବେଶ...

ଟ୍ରାଫିକ୍‌ ସଂଯୋଜକ ସମ୍ମାନିତ

ଅତାବିରା,୧୩।୭(ଡି.ଏନ୍‌.ଏ): ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ଜନସାଧାରଣଙ୍କୁ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ୨୦୧୪ରୁ ଟ୍ରାଫିକ୍‌ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପଶ୍ଚିମ ଓଡିଶା ଟ୍ରାଫିକ୍‌ ସଚେତନତା ସଂଯୋଜକଙ୍କୁ ସମ୍ମାନିତ କରାଯାଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡାରେ ପୁରୀର...

ଚରମ ସୀମାରେ ପରଶାସନିକ ଅବହେଲା:ଭଂଗା କୁରିଆରେ ଜୀବନ୍‌ ବିତଉଛନ୍‌ ଅଁଧ୍‌ ଦମ୍ପତି

ଭବାନୀପାଟଣା,୧୩ା୭ (ଡି.ଏନ୍‌.ଏ.): – ଗରିବ୍‌ ଦୁଖି, ବିଧବା, ଦିବ୍ୟାଙ୍ଗମାନକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ସରକାରୀ ସର୍ଭେରେ ଭୁଲଭଟକା, ଅଧ୍‌କାରୀମାନକର ବେପରୁଆ କାମକାଯ୍‌ ଲାଗି...

ପୁଡ଼ା ମାଟିର କାରିଗର ମନବୋଧ:ଟେରାକୋଟା ବୁରତି ଦେଇଛେ ପରିଚଏ

ବରପାଲି, ୧୩।୭ (ଡି.ଏନ୍‌.ଏ): – ସାହିତିଅ ଆର କପଟାବୁନା କାରିଗରୀରେ ନଁ। କମେଇଥିବାର କବି ଗଙ୍ଗାଧର ମେହେରକଁର ଜନମ୍‌ ଠାନ୍‌ ହେଉଛେ ବରପାଲି। ଆଗରୁ ପାଟଶାଢ଼ୀ ଆର ମଠା କାରିଗରୀର ଲାଗି ବରପାଲି ଦେଶ ବିଦେଶରେ ନଁ। କମେଇ ପାରିଛେ।...

ଭତା ପାଏଲେ ଦୁଇ ଦିବ୍ୟାଙ୍ଗ ବହେନ୍‌

ଲୋଇସିଂହା,୧୩।୭(ଡି.ଏନ୍‌.ଏ): – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ସଦର ଗଁ। ର ଦୁଇ ଦିବ୍ୟାଙ୍ଗ ବହେନ୍‌ ଚାର ଭୋଇ(୪୫) ଆର ସୁଦ୍ରା(୪୦)। ବ୍ଲକ ପରଶାସନ ତରଫୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ଲୋଇସିଂହା ବିଡିଓ ରାମଚନ୍ଦ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri