ସମ୍ବଲପୁର

ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏକ ବୈଷୟିକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖୋଳି ନମୁନା...

ସୂଚନା ଫଳକରେ ସୀମିତ ପୁନରୁଦ୍ଧାର

ଡୁଙ୍ଗୁରିପାଲି, ୧୩ା୬(ଡି.ଏନ.ଏ.) – ସୁବର୍ଣ୍ଣପୁର ଜିଲା ଡଙ୍ଗୁରିପାଲି ବ୍ଲକ ସୁନାପାଲି ଗ୍ରାମ ପଞ୍ଚାୟତରସଦର ଗଁାରେ ଥିବା ଯୋଗୀକଟା(ଜଳାଶୟ)ର ପଙ୍କୋଦ୍ଧାର ଓ ଅନ୍ୟାନ୍ୟ କାମ ପାଇଁ ପାଣିକୁ କଟାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ଏଥିପାଇଁ ୫ଲକ୍ଷ...

କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୯ ଲକ୍ଷ ମାଟିରେ ମିଶିଲା

ମନମୁଣ୍ଡା, ୧୩।୬ (ଡି.ଏନ.ଏ.) – ବୌଦ୍ଧ ଜିଲା କଙ୍କାଳି ପାହାଡ ତଥା ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ରତାଖଣ୍ଡି, କଲରାଝୁଲି, ହାତୀପାଲି ଅଞ୍ଚଳରେ ଜଳସେଚନ ସୁବିଧା ନାହିଁ । ଏହି ଅଞ୍ଚଳ ବାରମ୍ବାର ମରୁଡିର ସମ୍ମୁଖୀନ ହେଉଥିବାରୁ ଉକ୍ତ ପାହାଡର...

ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା, ମକ୍‌ଡ୍ରିଲ କୌଶଳ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୨।୬(ସ୍ବ.ପ୍ର): ମୌସୁମୀ କେରଳ ଛୁଇଁ ଥିବା ବେଳେ ଏହା ଓଡ଼ିଶାକୁ ଖୁବ ଶୀଘ୍ର ପ୍ରବେଶ କରିବ। ମୌସୁମୀ ପୂର୍ବରୁ ଜିଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଓ ମକ୍‌ ଡ୍ରିଲ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି...

ଏନଏସିର ପଲିଥିନ ଚଢ଼ାଉ ଅଭିଯାନ

ବିଜେପୁର, ୧୨।୬ (ଡି.ଏନ.ଏ): ବିଜେପୁର ଏନଏସି ପକ୍ଷରୁ ବୁଧବାର ସ୍ଥାନୀୟ ସହରର ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଚଢ଼ାଉ କରାଯାଇଥିଲା । ଏଥିରେ ୧୦ କେଜି ଓଜନର ପଲିଥିନ ଜବତ ହୋଇଛି । ସ୍ବଚ୍ଛ ଓ ସୁନ୍ଦର ଓଡିଶା ଗଠନ ପାଇଁ...

ଅସମ୍ଭାଳ ତାତି: ବରଗଡ଼ରେ ଅଂଶୁଘାତ ନେଲା ୨ ଜୀବନ

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ଜିଲାରେ ବୁଧବାର ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକମାନେ ହେଲେ ବରଗଡ଼...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣା: ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୨।୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି ଘେରାଉ ବେଳେ ଉତ୍ତେଜନା ପ୍ରକାଶ ପାଇବା ସହ ଆଦିବାସୀ ଓ ପୋଲିସ ମଧ୍ୟରେ...

ସଫେଇ ସହଯୋଗ: ଫନୀ ପ୍ରଭାବିତ ପୁରୀକୁ ଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ୩୨ ଜଣ (ଏସ୍‌ଏମ୍‌ସି) ସଫେଇ କର୍ମଚାରୀ ବୁଧବାର ପୁରୀକୁ ଯାଇଛନ୍ତି। ବାତ୍ୟା ଫନୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପୁରୀକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ସେମାନେ ସମ୍ବଲପୁରରୁ ପୁରୀ ଅଭିମୁଖେ ବାହାରିଛନ୍ତି। ପୁରୀ ପ୍ରଶାସନକୁ...

ବରଗଡ଼ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୧୨।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ବରଗଡ଼ ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଲେ ଟଙ୍କଧର ମେହେର। ମେହେରଙ୍କ ବରଗଡ଼ ବାଲାଜୀ ସିଟି କୋଠାଘର ସମେତ ସର୍ଗିବାହାଲ...

ସମ୍ପୂର୍ଣ୍ଣାଙ୍କୁ ଗ୍ରହଣ କଲେ ବାଙ୍ଗାଲୋରର ଦମ୍ପତି

ସୋନପୁର,୧୨।୬(ନି.ପ୍ର.)ସୁବର୍ଣ୍ଣପୁରର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର(ସା)ରେ ରହୁଥିବା ଶିଶୁ କନ୍ୟା(ସମ୍ପୂର୍ଣ୍ଣା)ଙ୍କୁ ବାଙ୍ଗାଲୋରରେ ରହୁଥିବା ଦମ୍ପତି ମଙ୍ଗଳବାର ଗ୍ରହଣ କରିଛନ୍ତି। ଏହି ଶିଶୁକୁ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ସମ୍ପୃକ୍ତ ଆଇଟି ଇଞ୍ଜିନିୟର ଦମ୍ପତିଙ୍କୁ ପ୍ରଦାନ...

ନାବାଲକ ଉପରେ ୫ ପରାନୀ କୁଟ୍‌ମର ବୋଝ୍‌: ଗୁପ୍‌ଚୁପ୍‌ ବିକି ପାଠ୍‌ ପଢ଼ୁଛନ୍‌ ଦେବାନନ୍ଦ

ଭବାନୀପାଟଣା,୧୨।୬(ଡି.ଏନ୍‌.ଏ.): ବଁଚ୍‌ବାର ଲାଗି ହେଲେ ଯୁଝ୍‌ବାକେ ପଡ଼ବା। ସେଟା କୁଟୁମ ପୁଷ୍‌ବାର ଲାଗି ହେଉ କି ପେଟ ପାଲବାର ଲାଗି ହେଉ। ମୁନୁଷ୍‌ କେନ୍‌ନେ ଗୁପ୍‌ଚୁପ୍‌ ବିକି ନିଜର ପଁାଚ୍‌ ପରାନୀ କୁଟୁମ ପୁଷୁଛେ ତ ଆର କିଏ ଗୁପ୍‌ଚୁପ୍‌...

ପାଏନ୍‌ ସମସିଆ ସଂଗେ ଯୁଝୁଛନ୍‌ ୨ ଗାଁବାସୀ

ମନମୁଣ୍ଡା, ୧୨।୬ (ଡି.ଏନ୍‌.ଏ): ବୌଦ୍ଧ ଜିଲା ମନମୁଣ୍ଡା ପଁଚେତ୍‌ର ମହୁଲବାହାଲି ଆର କଲତାପାଲି ଗଁାରେ ପାଏନ୍‌ ସଁକଟ ଦେଖାଦେଇଛେ। ଇ ଗଁାର ଲୋକ୍‌ ବରଷା ପାଏନ୍‌ ଭରସାରେ ଚାଷ୍‌ବାସ କରୁଛନ୍‌, ହେଲେ ଅନେକ ସମିଆରେ ଚାଷ୍‌ବାସ ମର୍‌ଡିରେ ମାଡ଼ ଖାଉଛେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri