ସମ୍ବଲପୁର

କାର୍ଟୁନ୍‌ ଠୁଲେଇ ପେଟ ପାଲୁଛନ୍‌ ଦୁଶମନ ସିଂ

ଭବାନୀପାଟଣା,୧୦।୬(ଡି.ଏନ.ଏ.):  ମୁନୁଷ୍‌କେ ବଁଚ୍‌ବାକେ ହେଲେ ଖାଏଦ୍‌ ପାଏନ୍‌, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍‌ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍‌ବାକେ ଘରଟେ ଆର ଦିହିକେ କପଡ଼ା ଖଁଡ଼େର ଲାଗି ଘିଚିଟାନି ହେଉଛନ୍‌। ହେଲେ ଆଏଜ୍‌ ବି...

କଲମପୁର ବ୍ଲକରେ ଆବାସ ଯୋଜନା ବାଟବନା: ଦଦ୍‌ରା ଘରେ ଜୀବନ୍‌ ବିତଉଛନ୍‌ ଉଷା

କଲମପୁର,୧୦।୬, (ଡି.ଏନ୍‌.ଏ):  ଝନେ ମୁନୁଷ୍‌ ବଁଚ୍‌ବାର ଲାଗି ହେଲେ ଖାଏଦ୍‌, ଘର ଆର କପଡ଼ା ନିହାତି ଦରକାର। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅଧ୍‌କାରୀ, କରମ୍‌ଚାରୀମାନକର ଖାମଖିଆଲି ମନଭାବ ଲାଗି ଅନେକ...

ନିସାହା ମହିଲାକଁର ଉପରେ ୫ ଛୁଆର ବୋଝ୍‌

ଭବାନୀପାଟଣା,୧୦।୬ (ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ମାଳିଗାଁ ପଁଚେତ୍‌ର ଭିତରପଦର ଗଁାର ସ୍ବର୍ଗତ ଗଙ୍ଗା ମାଝୀକଁର ବିଧବା ମାଏକିନା ବୁଦାଏ ବଓ୍ବୋ। ଆପନେର ମୁର୍‌ତୁ ଉତାରୁ ସେ ନିସାହା ହେଇଯାଇଛନ୍‌। ଏହେଦେ ସେ ୫ ନାବାଲକ...

ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ହେଇଥିବାର ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଦେଉଛନ୍‌। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ...

ବଏସ୍‌ ୮୬, ଭତାରୁ ବଁଚିତ୍‌ ବୁଧ

ଅତାବିରା, ୧୦।୬ (ଡି.ଏନ.ଏ):  ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗ, ନିସାହା ଛାର୍‌ରି ମହିଲାମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ହେଇଥିବାର ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଯୁଗେଇ ଦେଉଛନ୍‌। ହେଲେ...

ଡୁଙ୍ଗୁରିପାଲି ହେବ ୧ନଂ ବ୍ଲକ

ଡୁଙ୍ଗୁରିପାଲି, ୯ା୬(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ରବିବାର ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଡିଓ ସହଦେବ ସମାଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ ନାନାବିଧ ଉନ୍ନୟନ୍ନମୂଳକ...

ନ୍ୟାଶନାଲ କଲେଜକୁ ନାକ ଟିମର ପରିଦର୍ଶନ

ନୂଆପଡ଼ା ଅଫିସ,୯ା୬:ନୂଆପଡ଼ା ଜିଲା ହେଡକ୍ୱାର୍ଟରର ଏକମାତ୍ର ବହୁ ପୁରୁଣା ନ୍ୟାଶନାଲ କଲେଜକୁ ନାକ ଟିମ (ନ୍ୟାଶନାଲ ଆସେସମ୍ୟାଣ୍ଟ ଆଣ୍ଡ ଆକ୍ରିଡେଶନ କାଉନସିଲ)ର ଏକ ୩ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଏହି ଟିମ୍‌ ବିଭିନ୍ନ...

ଆମପାଣି ଘାଟିରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌, ୭ ଗୁରୁତର

କୋକସରା,୯।୬(ଡି.ଏନ.ଏ.):କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ରାସ୍ତା ଏକ ବୁଲାଣିରେ ରବିବାର କୋଟପାଡ଼ରୁ ଭବାନୀପାଟଣା ଆସୁଥିତ୍ବା ଏକ କାର (ନଂ.ଓଡି୧୦ଜେ-୩୪୭୦)କୁ ବିପରିତ ଦିଗରୁ ଆସୁଥିବା ଟ୍ରକ (ନଂ.ଓଆର୧୫କ୍ୟୁ ୩୨୩୮) ଧକ୍କା ଦେଇଥିଲା। ଫଳରେ କାରରେ ବସିଥିବା ୭ ଜଣ...

ଜୁନାଗଡରେ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

ଜୁନାଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୁନାଗଡ ସହର କଲ୍ୟାଣ ମଣ୍ଡପଠାରେ ରବିବାର ସ୍ବାଧୀନତା ସଂଗ୍ରାମୀ ଶହୀଦ ବିର୍ସାମୁଣ୍ଡାଙ୍କ ବଳିଦାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୂଳନିବାସୀ ସମତା ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦ ଆବାହକ ତଥା ଯୁବ ଆଇନଜୀବୀ ଚିତ୍ତ...

ଲୋହରା ସମାଜର ସାଧାରଣ ସଭା:ଆଦିବାସୀ ମାନ୍ୟତା ନ ଦେଲେ ଆଗାମି ଦିନରେ ଆନ୍ଦୋଳନ

ଲାଞ୍ଜିଗଡ,୯।୬(ଡି.ଏନ.ଏ.):କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଆମ୍ବତୋଟାରେ ଲୋହରା ସମାଜର ସାଧାରଣ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାରେ ଜିଲାର ୧୩ଟି ବ୍ଲକରୁ ଲୋହରା ସମାଜର ସମସ୍ତ ନେତୃବୃନ୍ଦ ଯୋଗଦେଇଥିବା ବେଳେ ଏହି ସଭାରେ ଅର୍ଥନୈତିକ, ଜାତିଗତ, ଶିକ୍ଷାଗତ,...

ମୁରତୁ ସଂଗେ ଯୁଝୁଛନ୍‌ ଦେବକୀ

ବିନିକା, ୯ା୬(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଅଧୀନ ଜାମପାଲି ତଲିପଡ଼ାର ଦେବକୀ କଲିତା(୩୪)। ଆପ୍‌ନେ ହାଡ଼ୁ କଲିତା(୪୨) ଆର ତିନ୍‌ ପିଲାକୁ ନେଇ ତାକର ପରିବାର ହସ୍‌ଖୁସିଥି ଚାଲିଥିଲା। ୨୦୧୭ ଜୁନ୍‌ ୧୨ ତାରିଖରେ ଦେବକୀକଁର...

ବଛ୍‌ରେ ହେଲା ଥଁଡା ପାଏନ୍‌ ପ୍ରକଳ୍ପ ଅଚଲ : ଉଲ୍‌ଗୁଲାନର ଚେତାବନୀ ଦେଲା ବେଉସାୟୀ ସଂଘ

ମନମୁଣ୍ଡା, ୯।୬ (ଡି.ଏନ.ଏ): – ବୌଦ୍ଧ ଜିଲା ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବାଡ଼ାକେ ଲାଗି ୨୦୧୬ ସାଲେ ୩ ଲାଖ୍‌ ଟଁକା ଖରଚ୍‌ରେ ଗୁଟେ ଥଁଡା ପାଏନ୍‌ ପ୍ରକଳ୍ପ ତିଆର କରାଯାଇଥିଲା। ଉଦେଶ୍‌ ଥିଲା ରୁଗୀ ଆର ତାକର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri