ବରଗଡ଼ ମତଦାନ: ଦିନ ୧୧ଟା ସୁଦ୍ଧା ଅତାବିରାରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ
ବରଗଡ଼ ଅଫିସ୍,୧୮।୪: ବରଗଡ଼ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୧୩୭୮ ଭୋଟ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ମତଦାନ ଗ୍ରହଣ ଆରମ୍ଭ ହୋଇଛି। କେତେକ ସ୍ଥାନକୁ ଛାଡ଼ି ଦେଲେ ବର୍ତ୍ତମାନ ସୁଦ୍ଧା ମତଦାନ ଶୃଙ୍ଖଳିତ ରହିଛି। ଦିନ ୧୧ଟା...