ସମ୍ବଲପୁର

ରବିବାର ଖୋଲାଯିବ ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍‌

ସମ୍ବଲପୁର,୨୨।୭: ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲାଯାଇ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବ। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ...

୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୭(ଶୁଭାଶିଷ ପାଢୀ):ଆସନ୍ତା ୨୩ ତାରିଖ ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଡ୍ୟାମ୍‌ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର...

ବିନା ଶୋଭାଯାତ୍ରାରେ ହେବ ମହରମ, ହନୁମାନ ଜୟନ୍ତୀ ପାଳନ

ସମ୍ବଲପୁର,୨୧ା୭(ଶୁଭାଶିଷ ପାଢୀ):ସମ୍ବଲପୁରରେ ବର୍ଷକ ଭିତରେ ବିନା ଶୋଭାଯାତ୍ରାରେ ମହରମ ଓ ହନୁମାନ ଜୟନ୍ତୀ ପାଳନ କରାଯିବ। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଆୟୋଜିତ ମହରମ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ଏପ୍ରିଲରେ...

ରାସ୍ତାରେ ଜଳିଗଲା ସ୍କୁଟି

କୁଚିଣ୍ଡା,୨୦ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା-ବାମରା ୨୪ନମ୍ବର ରାଜ୍ୟ ରାଜପଥ ପାରୁଆଭାଡି ନିକଟ ବଡପୋଲଠାରେ ଗୁରୁବାର ଶର୍ଟସର୍କିଟ ଯୋଗୁ ଏକ ୫-ଜି ଆକ୍ଟିଭା ସ୍କୁଟି (ନଂ-ଓଡି୧୫ଏଲ-୪୬୨୨) ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ବଲପୁର ନିକଟ ସିଂପାଲି...

ଘୋଷଣା ହେଲା, ଉଡ଼ିଲା ନାହିଁ

ସମ୍ବଲପୁର,୧୮ା୭(ଶୁଭାଶିଷ ପାଢ଼ୀ):ପୁଣି ନିରାଶ ହୋଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ବିମାନବନ୍ଦର ଉପରେ ନିର୍ଭର କରୁଥିବା ଯାତ୍ରୀ। ବିମାନ ସେବା ୧୧ମାସ ବନ୍ଦ ହେବା ପରେ ଜୁଲାଇ ୧ ତାରିଖଠାରୁ ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ପୁଣି ବିମାନ ଉଡ଼ାଣ କରିବା ସହ...

ବିଦ୍ୟୁତ୍‌ କାଟ୍‌ ଯୋଗୁ ଅନ୍ଧାରରେ ଲୋକେ

କୁଚିଣ୍ଡା,୧୭ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ଲୋକେ ଅନ୍ଧାରରେ ରହୁଥିବା ଅଭିଯୋଗ କରିଛନ୍ତି। ଶନିବାର ସକାଳୁ ବିଦ୍ୟୁତ୍‌ କଟି ରାତି ପ୍ରାୟ ୭ଟାରେ ଆସିଥିଲା। ସେହିଭଳି ରବିବାର ସକାଳେ ଓ...

ସୋଲାର ଲାଇଟ ବୋର୍ଡ଼ ଚୋରି କରି ଧରାପଡ଼ିଲେ ୪ ଅଭିଯୁକ୍ତ

ନାକଟିଦେଉଳ,୧୬ା୭(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ପେଣ୍ଠବାହାଳ ଗ୍ରାମ ରାସ୍ତାପାର୍ଶ୍ୱରେ ଲାଗିଥିବା ସୋଲାର ଲାଇଟ ବୋର୍ଡ଼ ଚୋରି ଅଭିଯୋଗରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପେଣ୍ଠବାହାଳ ଗ୍ରାମର ଅରୁଣ ନାଏକ, ଅମିତ ଦାସ,...

ବର୍ଷାରେ ଭାଙ୍ଗିଲା ହିଡ: ଚାଷଜମି କ୍ଷତିଗ୍ରସ୍ତ

କୁଚିଣ୍ଡା,୧୬।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅଧୀନ ଖଣ୍ଡୋକଟା ଗ୍ରାମର ବର୍ଷା ଯୋଗୁ ହରକଟା ହିଡ ଭାଙ୍ଗିଯାଇଛି। ଫଳରେ ଏହି କଟା ତଳେ ଥିବା ଚାଷଜମି କ୍ଷତିଗ୍ରସ୍ତ ସାଙ୍ଗକୁ ମାଛ ଚାଷ ପାଇଁ ଲିଜ ନେଇଥିବା ଏସ୍‌ଏଚଜି ସଦସ୍ୟା...

ସମଲେଇ ଯୋଜନା ଡିସେମ୍ବର ସୁଦ୍ଧା ଲୋକାର୍ପଣ

ସମ୍ବଲପୁର,୧୬।୭ (ଶୁଭାଶିଷ ପାଢ଼ୀ)୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ୨ଦିନିଆ ସମ୍ବଲପୁର ଗସ୍ତର ଶନିବାର ପ୍ରଥମ ଦିନରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁରର ଏକାଧିକ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଗସ୍ତ ସମୟରେ ସଚିବ ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିଥିଲେ। ସେ କହିଥିଲେ,...

ଲଣ୍ଡା ହୋଇ ଶପଥ କରିଥିଲେ ଗୋପାଳ

ସମ୍ବଲପୁର,୧୫ା୭(ଶୁଭାଶିଷ ପାଢୀ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁବାର ଅଭିଯୁକ୍ତ ତଥା ପୂର୍ବତନ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହଜାର କରିଥିଲା। ଏହାର ଦିନକ ପରେ ବରଗଡ଼ ଏମ୍‌ପି ତଥା...

ବର୍ଷା ନାହିଁ: ଶୁଖିବାକୁ ବସିଲାଣି ଧାନ ତଳି

ପଡିଆବାହାଲ,୧୪ା୭(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବାହାମ ପଞ୍ଚାୟତ ପଡିଆବାହାଲ ଅଞ୍ଚଳରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁ ନାହିଁ। ପ୍ରଥମ ମୌସୁମୀ ବର୍ଷାରେ ଚାଷୀ ଧାନ ତଳି ପକାଇଥିଲେ ମଧ୍ୟ ତାହା ଶୁଖିବାକୁ ବସିଲାଣି। ତଥାପି ଟେକାପାଣି...

ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଚାଲୁଛି ଭାରିଯାନ: ଉଠିଯାଉଛି ପିଚୁ, ସ୍ଥାୟିତ୍ୱ ନେଇ ପ୍ରଶ୍ନ

ସମ୍ବଲପୁର, ୧୩ା୭ (ଶୁଭାଶିଷ ପାଢୀ): ପ୍ରତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ହେଲେ ନିୟମ ବାହାରକୁ ଯାଇ ବହୁ ଗାଡି ଚାଳକ ଭାରିଯାନ ଚଳାଉଥିବାରୁ ରାସ୍ତା ଖରାପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri