ସମ୍ବଲପୁର

ହନୁମାନ ଜୟନ୍ତୀରେ ପୁଣି ହିଂସାକାଣ୍ଡ: ଯୁବକଙ୍କୁ ହତ୍ୟା, ପୋଡ଼ାଜଳା

ସମ୍ବଲପୁର,୧୪।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ ପରେ ପୋଡ଼ାଜଳା ଓ ମରଣାନ୍ତକ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୨ ଦିନ ବିତିଯାଇଛି। ହେଲେ ସହରରେ ଆତଙ୍କ ଓ ଭୟର ବାତାବରଣ ଲାଗି ରହିଛି ।...

ବାହାରିଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା: ନଜର ରଖୁଛି ଡ୍ରୋନ୍‌

ସମ୍ବଲପୁର,୧୪।୪(ବ୍ୟୁରୋ): ସମ୍ବଲପୁର ସହରରେ କଡ଼ା ସୁରକ୍ଷା ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆୟୋଜନ କରାଯାଇଛି। ସା ସମୟରେ ଏହି ଶୋାଭାଯାତ୍ରା ଧନକଉଡ଼ାଠାରୁ ବାହାରିଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ଥିବା ବେଳେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ...

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର,୧୩।୪(ବ୍ୟୁରୋ) ସମ୍ବଲପୁର ଜିଲାରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ...

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ନାକଟିଦେଉଳ,୧୨ା୪(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପେଣ୍ଠବାହାଳ ନିକଟ ଚମ୍ପାଳି ନଦୀଠାରେ ମଙ୍ଗଳବାର ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ନାକଟିଦେଉଳ ଗ୍ରାମ ହରିଜନ ସାହିର ବାବୁଲି ନାଏକଙ୍କୁ...

ସମ୍ବଲପୁରରେ ପୋଲିସ ଉପରକୁ ପଥରମାଡ଼, ୧୦ରୁ ଊର୍ଦ୍ଧ୍ୱ ଆହତ

ସମ୍ବଲପୁର,୧୨ା୪(ବ୍ୟୁରୋ): ସମ୍ବଲପୁରର ଧନୁପାଲି ଛକରେ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ରାଲିରେ ପଥର ମାଡ଼ ହୋଇଛି। ଅନ୍ୟଏକ ଗୋଷ୍ଠୀର ପଥର ମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଧନୁପାଲ୍ଲୀ ଥାନା ଓ ଟାଉନ ଥାନା ଆଇଆଇସି ଆହତ...

ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅବହେଳିତ

ସମ୍ବଲପୁର,୧୧ା୪(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ହେଲେ ସମ୍ବଲପୁର ଗଙ୍ଗାଧର ମେହେର ଛକରେ ଥିବା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅବହେଳିତ ହୋଇପଡିଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଯେଉଁ...

ବିବାଦରେ ଉଚ୍ଛେଦ ପ୍ରକ୍ରିୟା ଶେଷ

ସମ୍ବଲପୁର,୧୧ା୪(ବ୍ୟୁରୋ): ସମ୍ବଲପୁର ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାରେ ସମଲେଇ ମନ୍ଦିର ପାର୍ଶ୍ୱରେ ଥିବା ଘୁନ୍‌ଘୁଟିପଡ଼ା, କମଳିବଜାର ଆଦି ପଡ଼ାର ୧୯୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଛନ୍ତି। ଜମି...

ନେତାଙ୍କ ଟଙ୍କା, ମୁହଁ ଖୋଲିବାକୁ ଭୟ

ସମ୍ବଲପୁର,୧୦ା୪(ବ୍ୟୁରୋ): ଦେବଗଡ ଜିଲାରେ ଘଟିଥିବା ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମରେ ପୋଲିସ ଟିମ୍‌ ଗତ ୬ ତାରିଖ ରାତିରେ ଚଢାଉ କରିଥିଲା। ଏହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଉଠାଇ...

ଗାଡ଼ି ଧକ୍କାରେ ଜଣଙ୍କର ଜୀବନ ଗଲା

ରେଢ଼ାଖୋଲ,୯ା୪(ଡି.ଏନ୍‌.ଏ.): ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ଼ ଠାରେ ରବିବାର ଏକ ଟାଟା ଏସି ଅଟୋ ଧକ୍କାରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ କଦଳୀଗଡ଼ର ହାଡୁ ନାଏକ (୪୧)। ସୂଚନାନୁଯାୟୀ, ଆଜି ଭୋର୍‌ରୁ ହାଡୁ ମହୁଲ ସଂଗ୍ରହ ପାଇଁ...

ନକଲି ସାର୍ଟିଫିକେଟରେ ୬ ଆବେଦନକାରୀ, ବଲାଙ୍ଗୀର ଲିଙ୍କ୍‌ ସନ୍ଦେହ

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଜିଲାରେ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ବିଭାଗରେ ଚାକିରି କରିବା ପାଇଁ ଆବେଦନ କରି ୬ଜଣ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀର ସୋନାଲି ସ୍ବାଇଁ,...

ଝାରସୁଗୁଡ଼ା ଉପନିର୍ବାଚନ: ତାଲିକାରେ ସୁଶାନ୍ତଙ୍କ ନାଁ ନାହିଁ

ସମ୍ବଲପୁର,୮ା୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଦଳୀୟ ରଣନୀତିକୁ ଆଧାରକରି ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ନିର୍ବାଚନମଣ୍ଡଳୀର ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ବିଜେଡି ବରିଷ୍ଠ ନେତା...

୨୦୨୨-୨୩ରେ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ

ସମ୍ବଲପୁର,୮ା୪ (ବ୍ୟୁରୋ): ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ସମ୍ବଲପୁରର ଡେବ୍ରିଗଡ ଅଭୟାରଣ୍ୟକୁ ୨୦୨୨-୨୩ ବର୍ଷରେ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଏହି ବର୍ଷରେ ଏଠାରେ ଥିବା ଇକୋ ଟୁରିଜମରୁ ୨ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri