ସମ୍ବଲପୁର

ସମ୍ବଲପୁରରେ ବିସିଆଇ ଟିମ୍‌

ସମ୍ବଲପୁର,୨୬।୨(ବ୍ୟୁରୋ): ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରଠାରେ ଜିଲା ଓକିଲ ସଂଘ ଆନ୍ଦୋଳନରେ ସାମିଲ ହୋଇଥିଲା। ଏହି ଘଟଣାରେ ସୁପ୍ରିମ୍‌କୋର୍ଟ କ୍ଷୋଭ ପ୍ରକାଶ କରି ୫୪ ଜଣ ଓକିଲଙ୍କ ଲାଇସେନ୍ସ...

ଟିକିରା ନଦୀରୁ ବାଲି ଚୋରା ଚାଲାଣ

ନାକଟିଦେଉଳ,୨୪ା୨(ଡ଼ି.ଏନ.ଏ.): ନାକଟିଦେଉଳ ତହସିଲ ଅନ୍ତର୍ଗତ ବାଟଗାଁ ରାଜସ୍ବ ସର୍କଲର ଟିକିରା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଟଗାଁ ପଞ୍ଚାୟତର ସମିତିସଭ୍ୟ ସୁଶାନ୍ତ କୁମାର ସାମଲ ଗୁରୁବାର ତହସିଲଦାର ସୁକାନ୍ତ କୁମାର...

ବାମରା ପାଲଟିଲା ରଣକ୍ଷେତ୍ର

କୁଚିଣ୍ଡା,୨୪ା୨(ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ରେଳ ଷ୍ଟେଶନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ବୁଧବାର ୧୧ଘଣ୍ଟା ଧରି ରେଳରୋକୋ ହୋଇଥିଲା। ଚକ୍ରଧରପୁର ରେଳବାଇ କର୍ତ୍ତୃପକ୍ଷ ଓ ବାମରା ରେଳ କ୍ରିୟାନୁଷ୍ଠାନ କମିଟିର ବୁଝାମଣା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ମାତ୍ର...

କନଷ୍ଟେବଲଙ୍କୁ ସୁରକ୍ଷା ଦେଉଛି ପୋଲିସ ବିଭାଗ

ସମ୍ବଲପୁର,୨୨।୨(ବ୍ୟୁରୋ): ପୁଣି ବିବାଦ ଘେରକୁ ଆସିଛି ଝାରସୁଗୁଡା ଜିଲା ପୋଲିସ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଏଏସ୍‌ଆଇ ଗୋପାଳ ଦାସ ହତ୍ୟା କରିବା ଘଟଣାରେ ପୋଲିସର ଅବହେଳା ଏବଂ ଗୋଇନ୍ଦା ବିଭାଗର ବିଫଳତା ପଦାରେ ପଡ଼ିଥିଲା।...

୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୧୧ ଗିରଫ

ସମ୍ବଲପୁର,୨୨।୨(ବ୍ୟୁରୋ): ସମ୍ବଲପୁରରୁ ବୁଧବାର ୨ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ରେଡ୍‌ରେ ଅବକାରୀ ବିଭାଗର ୩ଟି ଟିମ୍‌ ସାମିଲ ଥିଲେ। ତେବେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା...

ସୁଯୋଗ ମିଳିଲେ ଗୋପାଳ ଭଳି ଗୁଳି କରିଦେବି

ସମ୍ବଲପୁର,୨୧ା୨(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଝାରସୁଗୁଡା ଜିଲା ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ରାଜ୍ୟ ପୋଲିସ ଓ ରାଜ୍ୟ ସରକାରଙ୍କ...

ସମ୍ବଲପୁର ଜିଲାପାଳଙ୍କୁ ବିବାହ କରିବେ ବଲାଙ୍ଗୀର ଜିଲାପାଳ

ସମ୍ବଲପୁର,୨୦ା୨(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣାଙ୍କୁ ବିବାହ କରିବେ। ଏନେଇ ରବିବାର ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି। ଜିଲାପାଳଙ୍କ ସରକାରୀ ବାସଭବନରେ କମ୍‌ ଲୋକଙ୍କ ଗହଣରେ ଏହି ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି।...

ମହିଳାଙ୍କ ଶାଢ଼ିରେ ଲାଗିଲା ନିଆଁ

ରାଉରକେଲା ଅଫିସ,୧୯।୨: ଦୀପରୁ ଶାଢିକାନିରେ ନିଆଁ ଲାଗିଯିବାରୁ ଜଣେ ମହିଳା ଅଳ୍ପକେ ବର୍ତ୍ତିଛନ୍ତି। ଏଭଳି ଅଘଟଣ ଶନିବାର ଉଦିତନଗର ସ୍ଥିତ ମାଲଗୋଦାମ ଖଟାଲ ବସ୍ତିରେ ଥିବା ବଟେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି। ମାଲଗୋଦାମ ବସ୍ତିର ଫୁଲମତି କିଷାନ ସନ୍ଧ୍ୟା ୬ଟାରେ...

ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀମାନେ ରହଣି କରନ୍ତି। ସେମାନଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ...

ଆଶ୍‌ପଣ୍ଡ ଡମ୍ପିଂୟାର୍ଡକୁ ବିରୋଧ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଶିଳ୍ପାଞ୍ଚଳର କତରବଗା ଲୁଧାପାଲି ଗ୍ରାମ ନିକଟରେ ଏକ ଆସପଣ୍ଡ ଡମ୍ପିଂୟାର୍ଡକୁ ନେଇ ବିବାଦ ଲାଗିରହିଛି। ଶୁକ୍ରବାର ଏହି ବିବାଦ ଉଗ୍ରରୂପ ନେଇଥିଲା। ସ୍ଥାନୀୟ ଜନପ୍ରତିନିଧି ସହ ବିଜେଡି କର୍ମୀ ଓ ଗ୍ରାମବାସୀ ଆସପଣ୍ଡକୁ ବିରୋଧ...

ହାତୀ ଉପଦ୍ରବ: ବନ ବିଭାଗକୁ କଲାଣି ନାକେଦମ

ପଡ଼ିଆବାହାଲ,୧୭ା୨(ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଞ୍ଚଳରେ ଦୁଇ ସପ୍ତାହ ହେବ ହାତୀ ଉପଦ୍ରବ ଲାଗିରହିଛି। ଦୁଇଟି ଦଳରେ ହାତୀ ଲୋକଙ୍କ ବାଡିବଗିଚାରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ଦଳ ନିକଟସ୍ଥ ବାରିବନ୍ଧ ଅଞ୍ଚଳରେ ଉପଦ୍ରବ...

ଲାଞ୍ଚ ନେଇ ଜେଲ ଗଲେ ଆର୍‌ଆଇ

କୁଚିଣ୍ଡା,୧୭ା୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ ଅଧୀନ ଗୋଛରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ସତ୍ୟନାରାୟଣ କଉଡି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଶୁକ୍ରବାର ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଥିଲା।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri