ସମ୍ବଲପୁର

ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟିନେଲେ ଟଙ୍କା ବ୍ୟାଗ୍‌

ଜମନକିରା,୧୧ା୫(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ଖୁଲମଖୁଲା ଭାବେ ଚୋରି, ଡକାୟତି ଚାଲିଥିବା ଦେଖିବାକୁ ମିଳୁଛି। ଲୁଟେରା କେତେବେଳେ କାହାଠାରୁ ଟଙ୍କା ଲୁଟ୍‌ କରି ନେଇଯାଉଛନ୍ତି ତ, କେତେବେଳେ ବସ୍‌ଷ୍ଟାଣ୍ଡରେ ଭୁଜାଲି ଦେଖାଇ ଧମକ ଦେଉଛନ୍ତି। ଏଭଳି ଏକ...

ଘରୋଇ କଳହରୁ ପୁଅ ନେଲେ ଚରମ ନିଷ୍ପତ୍ତି

ଜମନକିରା,୧୧।୫: ଘରୋଇ କଳହରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛି ଜଣେ ୧୯ ବର୍ଷର ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ଗ୍ରାମରେ। ସୂଚନା ଅନୁସାରେ,...

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

କୁଚିଣ୍ଡା,୮।୫(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲର ଅତିରିକ୍ତ ତହସିଲଦାର ସାରଦା ମହାରଣା ଶନିବାର ସାରେ ଜଣେ ବ୍ୟକ୍ତିଙ୍କଠାରୁ ପୋଖରୀ ଖନନରେ ବ୍ୟବହୃତ ଜବତ ଗାଡି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୁଚିଣ୍ଡା ତହସିଲ...

ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ଫେରାର

ସମ୍ବଲପୁର,୬।୫(ବ୍ୟୁରୋ): ସାତ ଜନମକୁ ସାଥୀ ହେବାକୁ କଥା ଦେଇ ଯେଉଁ ହାତ ଧରିଥିଲେ ସେହି ହାତରେ ସ୍ତ୍ରୀଙ୍କୁ ପଥର ଛେଚି ହତ୍ୟା କରିଛନ୍ତି ସ୍ବାମୀ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗାଁ...

ବନ୍ୟପ୍ରାଣୀ ଶିକାର କରି ଆଣୁଥିଲେ, ପଡ଼ିଲେ ଧରା

ଜମନକିରା,୫ା୫(ଡି.ଏନ୍‌.ଏ.): ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଗୁରୁବାର ବନ କର୍ମଚାରୀ ଚଢ଼ାଉ କରି ଚଉଶିଙ୍ଗାର ମୁଣ୍ଡ, ଚମଡ଼ା ଓ ମାଂସ ଜବତ କରିଛି। ବନ ବିଭାଗ ସୂଚନା ଅନୁସାରେ, ବଡ଼ଖଲିଆ ଗାଁର...

ମଝିଆ ଭାଇକୁ ହତ୍ୟା କଲେ ଦୁଇ ଭାଇ

ରେଢ଼ାଖୋଲ,୩୦ା୪(ଡି.ଏନ୍‌.ଏ.): ରେଢାଖୋଲ ଥାନା କଦଳିଗଡ଼ ପଞ୍ଚାୟତ ସାନରେଙ୍ଗାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଦୁଇ ଭାଇ ମିଶି ମଝିଆ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଖବର ପାଇ ରେଢ଼ାଖୋଲ ପୋଲିସ ସାନରେଙ୍ଗାଲି ଗ୍ରାମରେ ଶନିବାର...

ପ୍ରେମ ସମ୍ପର୍କ ରଖିବାରୁ ହତ୍ୟା କରି ଫିଙ୍ଗି ଦେଲୁ

ସମ୍ବଲପୁର,୩୦ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ପାଓ୍ବାର ଚ୍ୟାନେଲରୁ କ୍ଷେତରାଜପୁର ଥାନା ପୋଲିସ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଜବତ କରିଛି। ସେ ହେଲେ ସଦର ଥାନା ବଡସାହିର ସୁବିନ୍ଦ କୁଅଁର (୩୦)। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି...

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର

ସମ୍ବଲପୁର,୨୯।୪(ବ୍ୟୁରୋ): ସମ୍ବଲପୁର ବୁର୍ଲା ପାୱାର କେନାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗାଧୋଉଥିବାବେଳେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭିସୁଟର ମେକାନିକାଲ ଇଂଞ୍ଜିନିୟରିଂ ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା। ମିଳିଥିବା ସୂଚନା...

୧୫ ଆକାଉଣ୍ଟ ଅଚଳ, ଜବତ ହେବ ସମ୍ପତ୍ତି

ସମ୍ବଲପୁର,୨୯ା୪(ବ୍ୟୁରୋ): ସମ୍ବଲପୁର ପୋଲିସ ଗତ ୨୬ ତାରିଖରେ ଏକ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ କରିଥିଲା। ଏହି ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ସଦର ଥାନା ପୁଟିବନ୍ଧ ଶ୍ରୀରାମନଗରର ସୁଶାନ୍ତ କୁମାର ଲେଙ୍କା (୪୪)ଙ୍କ ସମେତ ୭ଜଣଙ୍କୁ...

ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ ଅଧିକ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରି ସକାଶେ ଉପଲବ୍ଧ ରହିଛି। ଜାତୀୟ କଳା...

ନାବାଳିକାଙ୍କୁ ବଳାତ୍କାର କରି ପୂର୍ବତନ ସରପଞ୍ଚ ଗିରଫ

ନାକଟିଦେଉଳ,୨୩ା୪(ଡି.ଏନ.ଏ.): ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ନାକଟିଦେଉଳ ପୋଲିସ ଏହି ବ୍ଲକ ଅନ୍ତର୍ଗତ ସାହେବୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିରଞ୍ଚି ବେହେରା(୫୪)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତବର୍ଷ ବିରଞ୍ଚିଙ୍କ ସ୍ତ୍ରୀ ପୁରୀରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ...

ଛାତରୁ ଡେଇଁ ଧରାପଡ଼ିଲେ ନାବାଳକ

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ପୋଲିସ ପୂର୍ବରୁ ଅନେକ ବିବାଦରେ ରହିଆସିଛି। ଗୁରୁବାର ପୁଣି ଏକ ବିବାଦୀୟ ଘଟଣା ଘଟିଛି। ଯୁଯୁମୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଜଣେ ନାବାଳକ ରାତିରେ ଯାଇଥିଲେ। ପରିବାର ଲୋକ ଉଠି ପଡିବାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri