ସମ୍ବଲପୁର

ଲାଞ୍ଚ ନେଇ ଧରାପଡ଼ିଲେ ଏସ୍‌ଡିଏମ୍‌ଓ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ (ଏସ୍‌ଡିଏମ୍‌ଓ)ସୋମବାର ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଲେ ଡାକ୍ତର ବିପିନ ସାହୁ । ଡାକ୍ତର ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅସ୍ତ୍ର୍ରୋପଚାର ପାଇଁ ୫୫୦୦ଟଙ୍କା ଲାଞ୍ଚ ମାଗିଥିଲେ।...

ବେସରକାରୀ ସ୍କୁଲରେ ବେଆଇନ ଫି ଆଦାୟ: ଜିଲାପାଳଙ୍କ ଠାରେ ଫେରାଦ ହେଲା ଅଭିଭାବକ ମହାସଂଘ

ବଲାଙ୍ଗୀର ଅଫିସ,୧ା ୩: ବଲାଙ୍ଗୀର ସହରର ବେସରକାରୀ ସ୍କୁଲଗୁଡିକରେ ବେଆଇନ ଫି’ ଆଦାୟକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ା ନିର୍ଦ୍ଧାରିତ ଫି’ ଠାରୁ ବେଆଇନ ଭାବେ ଅଧିକ ଫି ଆଦାୟ କରାଯାଉଛି। ସରକାରୀ ନିୟମକୁ...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଭିସୁଟ୍‌ର ୧୧ ହଷ୍ଟେଲ

ସମ୍ବଲପୁର,୧।୩ (ବ୍ୟୁରୋ): ସମ୍ବଲପୁର ଜିଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲା ପ୍ରଶାସନ ପକ୍ଷରୁ କ୍ୟାମ୍ପସ ପରିସରରେ ଥିବା ୧୧ଟି ହଷ୍ଟେଲକୁ ରବିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା...

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ବୁଲାଇ ନେବା ବାହାନାରେ ଗର୍ଭ ନଷ୍ଟ

କୁଚିଣ୍ଡା,୨୭ା୨: ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ନାବାଳିକା ଗର୍ଭବତୀ ହୋଇଥିଲେ। ପରେ ନାବାଳିକା ବିବାହ ପାଇଁ ଜିଦି କରିଥିଲେ। ଏହି ପରିସ୍ଥିତିରେ ପ୍ରେମିକ ହୀରାକୁଦ ବୁଲିବା ବାହାନାରେ ଔଷଧ ଦେଇ ନାବାଳିକାଙ୍କ ଗର୍ଭ...

ଗାଡ଼ିଆରେ ବୁଡ଼ି ଗଲେ ୨ ଶିଶୁକନ୍ୟା

ସମ୍ବଲପୁର,୨୬ା୨(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଶାଳା କ୍ଲବପଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଡ଼ିଆରେ ବୁଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଡୋଲେଶ୍ୱରୀ ଛୁରିଆ(୩) ଓ ନିଶା ମହାନନ୍ଦ(୩)। ପୋଲିସ ମୃତଦେହ ଜବତ କରି...

ଆଜି ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ, ୩୩୭୦୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୬ ଜଣ...

ଏକାସାଙ୍ଗରେ ଚାଲିଗଲେ ମା’-ପୁଅ

ସମ୍ବଲପୁର/ଜମନକିରା,୨୪ା୨: ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଞ୍ଜିପାଲି ସେକ୍ସନ ଆଖଡ଼ାଦାଣ୍ଡ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମା’ ରୀନା ମୁଣ୍ଡା (୪୧) ଓ ପୁଅ ସାହିଲ ମୁଣ୍ଡା(୧୫)।...

ମାନବିକତା ଦେଖାଇଲେ ମୁସଲମାନ ଯୁବକ

ସମ୍ବଲପୁର,୨୨ା୨(ବ୍ୟୁରୋ): ମାନିବିକତ ଆଗରେ କୌଣସି ଧର୍ମ ବଡ଼ ନୁହେଁ। ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ। ମୃତ୍ୟୁ ଘଟିଥିବା ଜଣେ ଖ୍ରୀଷ୍ଟିୟାନ ମହିଳାଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି ମୁସଲମାନ ଯୁବକ। ସୂଚନା...

ଜୀବନ ସଂଗ୍ରାମରେ ହାରିଗଲେ ସ୍ବାଧୀନତା ସଂଗ୍ରାମୀ

ସମ୍ବଲପୁର,୨୦ା୨(ବ୍ୟୁରୋ): ଜୀବନ ସଂଗ୍ରାମରେ ହାରିଯାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା। ସମ୍ବଲପୁରର ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷରେ ଶନିବାର ତାଙ୍କର ପରଲୋକ ଘଟିଛି। ଶେଷଶଯ୍ୟା ନିକଟରେ ପୋଷ୍ୟ ଭାବେ ଗ୍ରହଣ କରିଥିବା ଝିଅ ନୀରୁତ୍ପଳା ଗୁପ୍ତା, ଜ୍ୱାଇଁ...

ଜାତୀୟ ବଜାରରେ ମିଳିବ କୁଚିଣ୍ଡା ଲଙ୍କାଗୁଣ୍ଡ

ସମ୍ବଲପୁର,୧୭ା୨(ବ୍ୟୁରୋ):କେବଳ ରାଜ୍ୟରେ ନୁହେଁ ଜାତୀୟ ବଜାରରେ ଉପଲବ୍ଧ ହେବ କୁଚିଣ୍ଡା ଲଙ୍କାଗୁଣ୍ଡ। ଏନେଇ ସମ୍ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡରେ ପ୍ରଚୁର ଲଙ୍କା ଚାଷ ହୋଇଥାଏ। ହେଲେ ବିଭିନ୍ନ କାରଣରୁ ସ୍ଥାନୀୟ ଚାଷୀମାନେ ଅଭାବୀ ବିକ୍ରିର...

ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନା...

୩ ଘଣ୍ଟିଆ ଚକାଜାମ୍‌

ସମ୍ବଲପୁର,୧୩ା୨(ବ୍ୟୁରୋ): ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ସମ୍ବଲପୁର ଜିଲା ଭାଜପା ପକ୍ଷରୁ ୩ ଘଣ୍ଟିଆ ଚକା ଜାମ୍‌ କରାଯାଇଥିଲା। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥିଲା। ସମ୍ବଲପୁର-ଦେବଗଡ ୫୩ନଂ....

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri