ସମ୍ବଲପୁର

ନେଗେଟିଭ ଆସିଲା କୋଭିଡ ରିପୋର୍ଟ: ବିଧାନସଭା ଯିବେ ରେଙ୍ଗାଲି ବିଧାୟକ

ସମ୍ବଲପୁର,୨୭।୧୧(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରୀ ନାୟକ କୋଭିଡ ପଜିଟିଭ ଥିବାରୁ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ। ହେଲେ ଗୁରୁବାର ପୁଣି ଥରେ ତାଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ରିପୋର୍ଟ ନେଗେଟିଭ...

ଜମିବାଡ଼ି ସମସ୍ୟା: ରେଙ୍ଗାଲି ତହସିଲ ଅଫିସରେ ନିଆଁ ଲଗାଇ ଦେଲେ ଯୁବକ

ସମ୍ବଲପୁର, ୨୦।୧୧ (ବ୍ୟୁରୋ)- ସମ୍ବଲପୁର ରେଙ୍ଗାଲି ତହସିଲ ଅଫିସରେ ଠେଲକୋଲି ଥାନା ଅନ୍ତର୍ଗତ ରାଜୀବ କିଶାନ ବୋଲି ଜଣେ ଯୁବକ କିରାସିନି ଢ଼ାଲି ନିଆଁ ଲଗାଇ ଦେଇଥିଲେ। ଏଥିରେ ଟେବୁଲ, ଚୌକି, କାଗଜପତ୍ର ପୋଡିଯାଇଛି। ଜମିବାଡି ସମସ୍ୟାକୁ ନେଇ ଏଭଳି...

ପୂର୍ବଶତ୍ରୁତାକୁ ନେଇ ହତ୍ୟାକାଣ୍ଡ: ଚାଲିଗଲା ୨ ଜୀବନ

ସମ୍ବଲପୁର, ୧୧।୧୧ (ବ୍ୟୁରୋ): ସମ୍ବଲପୁର ବୁର୍ଲା ଥାନା ସେଣ୍ଟ୍ରାଲ ଲେନ୍‌ରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକଦ୍ୱୟ ହେଲେ ବୁଲୁ ବିଶୋଇ...

ରୌପ୍ୟ ମୁଦ୍ରାରେ ମା’ସମଲେଇ

ସମ୍ବଲପୁର, ୮ା୧୧ (ବ୍ୟୁରୋ): ସମ୍ବଲପୁରର ଇଷ୍ଟଦେବୀ ସମଲେଇ। ସମଲେଇ ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ପ୍ରଚାରପ୍ରସାର ଲାଗି ଭକ୍ତମାନେ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁର ସେଙ୍କି ଜ୍ୱେଏଲରୀ ସତ୍ତ୍ବାଧିକାରୀ ସେଙ୍କି ସମ୍ବଲପୁରିଆ ରୌପ୍ୟ ମୁଦ୍ରାରେ (ସିଲଭର୍‌ କଏନ୍‌) ଦେବୀ...

ସବୁଦିନ ଚାଲିିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, (ବ୍ୟୁରୋ)/ସମ୍ବଲପୁର(ବ୍ୟୁରୋ), ୭।୧୧: ଶନିବାରଠାରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ ସବୁଦିନ ଚଳାଚଳ କରିବ। ପୂର୍ବରୁ ଏହା ସପ୍ତାହକୁ ପାଞ୍ଚଦିନ ଚାଲୁଥିଲା। ଟ୍ରେନ୍‌ ନଂ.୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ରାଉରକେଲାରୁ ସକାଳ ୫ ଟା ୧୦ରେ ଛାଡ଼ି...

ଲାଞ୍ଚନେଇ ଫରେଷ୍ଟ ଗାର୍ଡ ଗିରଫ

ସମ୍ବଲପୁର,୪ା୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାମର ବିଲ୍‌ କରିବା ପାଇଁ ସେ ୩୬ହଜାର...

୩୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଫରେଷ୍ଟ ଗାର୍ଡ

ସମ୍ବଲପୁର,୩ା୧୧(ବ୍ୟୁରୋ)-ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗରେ କାର୍ଯ୍ୟରତ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାମର ବିଲ୍‌ କରିବା ପାଇଁ ସେ ୩୬ହଜାର...

ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ, ଆର୍ଥତ୍କ ଅନଟନ ଯୋଗୁ ଖାଇବାକୁ ଦେଇ ନ ପାରି ସେ ନିଜର ଶିଶୁକନ୍ୟାକୁ...

ଫଟୋଗ୍ରାଫରଙ୍କ ପରଲୋକ

ସମ୍ବଲପୁର, ୨୪।୧୦ (ବ୍ୟୁରୋ): ବିଶିଷ୍ଟ ଫଟୋଗ୍ରାଫର ତଥା ପରିବେଶ ପ୍ରେମୀ ନଟବରଲାଲ ଭରୁ(୭୮)ଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ୧୯୫୦ରେ ସମ୍ବଲପୁର ଲକ୍ଷ୍ମୀଟକିଜ ଛକଠାରେ ପ୍ରଥମେ ତାଙ୍କ ବାପା ସ୍ବର୍ଗତ ଭିଏଲ ଭରୁ ଫଟୋ ଷ୍ଟୁଡିଓ ସ୍ଥାପନ କରିଥିଲେ। ସେ...

ବାଇକ୍‌ ଡିକି ଭାଙ୍ଗି ନେଇଗଲେ ୨ ଲକ୍ଷ ଟଙ୍କା

ରେଢାଖୋଲ,୨୩।୧୦(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢାଖୋଲ ସହର ବସ୍‌ଷ୍ଟାଣ୍ଡ ନିକଟ ରାଣିବନ୍ଧସ୍ଥିତ ଏକ ସାନିଟାରି ଦୋକାନ ସମ୍ମୁଖରୁ ଶୁକ୍ରବାର ବାଇକ୍‌ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି କଦଳୀଗଡ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପଣ୍ଡକିମାଳ...

ଜମି ଲୋଭରୁ ଟ୍ରିପଲ ମର୍ଡର: ରକ୍ତରେ ଭିଜିଲା ଲପଡା ଗାଁ

ସମ୍ବଲପୁର,୨୧ା୧୦(ବ୍ୟୁରୋ)-ଜମି ବିବାଦକୁ କେନ୍ଦ୍ର କରି ସମ୍ବଲପୁର ଜିଲା ମହୁଲପାଲି ଥାନା ଲପଡା ଗ୍ରାମରେ ବୁଧବାର ଟ୍ରିପଲ ମର୍ଡର ଘଟିଛି। ୩ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଫଳରେ ଗୋଟିଏ ପରିବାର ମୂଳପୋଛ ହୋଇଯାଇଛି। ମୃତକ ହେଲେ ପୀରବତୀ ବେହେରା...

ସ୍କୁଲ୍‌ ଆଗରେ ଦୁଇ ବିଇଓ ହଟହଟା

ରେଢାଖୋଲ,୧୭।୧୦(ଡି.ଏନ.ଏ.) ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ଆଗରେ ଶୁକ୍ରବାର ରେଢାଖୋଲ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ) ଭଗବାନ ବାଙ୍କିରା ଓ ଜୁଜୁମୁରା ବ୍ଲକ ଶିକ୍ଷା ଅଧିକାରୀ ଜୟକୃଷ୍ଣ ପିଙ୍କ ହଟହଟା ହୋଇଛନ୍ତି। ଏହି ସ୍କୁଲର ମଧ୍ୟାହ୍ନ ଭୋଜନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri