ସୁବର୍ଣ୍ଣପୁର

ପ୍ରଶାସନ କଲାନି, ରାସ୍ତା ମରାମତି କଲା ସାମାଜିକ ସଂଗଠନ

ଅମରପାଲି, ୩।୧୧(ଡି.ଏନ.ଏ.) ଶୁଣିଲାନି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ନିଜ ଅଞ୍ଚଳର ରାସ୍ତାକୁ ମରାମତି କରି ଉଦାହରଣ ସୃଷ୍ଟି କଲେ ସାମାଜିକ ସଂଗଠନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଅଞ୍ଚଳରେ। ଖଣ୍ଡହତାସ୍ଥିତ...

ହାତୀ ଘଉଡାଅ, କ୍ଷତିପୂରଣ ଦିଅ

ଅମରପାଲି, ୨୧ା୧୦(ଡି.ଏନ୍‌.ଏ) – ସୋନପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ରେଞ୍ଜ କୋଟସମଲାଇ ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ସୋମବାର ରାତିରେ ପ୍ରାୟ ୫୦ରୁ ୬୦ ସଦସ୍ୟ ଥିବା ଏକ ହାତୀପଲ ଆସି ସାରସଦାଦର ଗ୍ରାମର ଧାନଚାଷ ଦଳିଚକଟି...

ବଜ୍ରକାପ୍ତା ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)/: ସୋନପୁର (ନି.ପ୍ର)ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ଅବାଧରେ ଚାଲିଛି। କରୋନା ମହାମାରୀଠାରୁ ଶିକାରି ଓ ଚାଲାଣକାରୀ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗ ଓ ପୋଲିସର ଅପାରଗତା ପାଇଁ ମାଫିଆମାନେ ସେମାନଙ୍କ ର଼୍ୟାକେଟକୁ ଆହୁରି ବ୍ୟାପକ କରିଛନ୍ତି। ବନ୍ୟଜନ୍ତୁ...

୩ ଶହ ହେକ୍ଟର ଜମିର ଧାନ ଫସଲ ନଷ୍ଟ

ବିନିକା, ୩୧ା୮(ଡି.ଏନ୍‌.ଏ.) ଜୀରାନଦୀରେ ବନ୍ୟା ଆସି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡିର ସାରଙ୍ଗପାଲି ଓ ହୁତୁମା ଗ୍ରାମରେ ବ୍ୟାପକ କ୍ଷତି କରିଛି। ଉଭୟ ଗ୍ରାମରେ ପ୍ରାୟ ୩ ଶହ ହେକ୍ଟର ଜମିର ଧାନ ଫସଲ ପାଣିରେ ବୁଡି ନଷ୍ଟ...

ବିନିକା-ସୋନପୁର ମୁଖ୍ୟରାସ୍ତାରେ ୫ଫୁଟ୍‌ର ପାଣି, ଅଟକି ରହିଛି ଯାନବାହାନ

ବିନିକା, ୩୧ା୮(ଡି.ଏନ୍‌.ଏ.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳର ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି ମହାନଦୀର ବନ୍ୟାଜଳ। ଏନ୍‌ଏସି ଅଧୀନ ଗୁଲାପଡାର ଟିକ୍ରପଡା ଓ କୋହ୍ଲପଡା, ବେତ୍ରପଡାର ଲୋକେ ଶନିବାରଠାରୁ ଜଳଘେରରେ ରହିଛନ୍ତି। ସେହିଭଳି ବ୍ଲକ ଅନ୍ତର୍ଗତ...

ହାତୀପଲଙ୍କ ଦ୍ୱାରା ଧାନ ଫସଲ ନଷ୍ଟ

ଅମରପାଲି,୨୮।୮(ଡି.ଏନ.ଏ)-ସୁବର୍ଣ୍ଣପୁର ବନଖଣ୍ଡ ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ହାତିଲିମୁଣ୍ଡା ବିଟର ଗୌଡଗାଡ ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବୁଧବାର ରାତିରେ ହାତୀପଲ ଆସି ଗ୍ରାମର ମାଗୁଣି ଦୀପ ଓ ରାତ୍ର ଦୀପଙ୍କର ପ୍ରାୟ ୩...

ଲଗାଣ ବର୍ଷା : ଫୁଲୁଛି ମହାନଦୀ, ତେଲନଦୀ

ସୋନପୁର,୨୮।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଜିଲାରେ ପ୍ରବାହିତ ମହାନଦୀ, ତେଲନଦୀ, ଅଙ୍ଗନଦୀ, ସୁକତେଲ, ନିବୃତ୍ତି ଯୋର ଓ ଅନ୍ୟ ଛୋଟ ବଡ ଯୋର ସବୁ ଫୁଲିବାରେ ଲାଗିଛି । ହୀରାକୁଦର ୧୬ଟି ଗେଟ୍‌...

ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୧୬ା୮(ଡି.ଏନ୍‌.ଏ.): ଶନିବାରଠାରୁ ହେଉଥିବା ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ନାଳ, ଯୋର ଏବଂ ଜଳାଶୟରେ ପାଣି ଭର୍ତ୍ତି ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ବ୍ଲକର ହରିହର ଯୋର, ଘୁଙ୍ଗିନାଳ, ବାଇଗଣି ଯୋର ଆଦିରେ ବନ୍ୟାଜଳ ପ୍ରବାହିତ...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅର୍ଥମନ୍ତ୍ରୀ, ପରିବହନମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉତ୍ତୋଳନ କରିବେ ଜିଲାପାଳ

ସୋନପୁର,୧୫।୮(ନି.ପ୍ର.): ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ପୁରୀରେ ଅର୍ଥମନ୍ତ୍ରୀ ପୂଜାରୀ ଓ ଗଞ୍ଜାମରେ ପରିବହନମନ୍ତ୍ରୀ ବେହେରା ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ଶନିବାର ମୁଖ୍ୟଅତିଥି...

ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ

ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ...

ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍‌ଡାଉନ

ତରଭା,୧୩ା୮(ଡି.ଏନ.ଏ.)  ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଞ୍ଚଳକୁ ତରଭା ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟରାଇଜ୍‌ କରାଯାଇଛି ବୋଲି ବିଡିଓ...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୧୩।୮(ନି.ପ୍ର.)-ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ବୁଧବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ ତାରିଖ ଋଷି ପଞ୍ଚମୀ ଶୁକ୍ଳ ପକ୍ଷ ରବିବାର ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri