ସୁନ୍ଦରଗଡ଼

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ :ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ

ସୁନ୍ଦରଗଡ଼, ୪।୧୨ (ଡି.ଏନ୍‌.ଏ) -ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସ୍ଥାନୀୟ ମାଦ୍ରି କାଲୋ ଭବନଠାରେ ଜିଲାସ୍ତରୀୟ…

5 years ago

ପରିବେଶ ପର୍ଯ୍ୟଟନ ଗ୍ରାମ ବାଢୁନଝରିଆ ସରଫଗଡ : ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମୁଛି ଗହଳି

ଲେଫ୍ରିପଡା, ୩।୧୨(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ରହିଛି ସରଫଗଡ ପରିବେଶ ପର୍ଯ୍ୟଟନ ସ୍ଥଳୀ। ସ୍ଥାନୀୟ ଜିଲା ପ୍ରଶାସନ ପକ୍ଷରୁ…

5 years ago

ଫୁଲଝରଠାରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଶାଖା ଡାକଘର

ଲହୁଣୀପଡା, ୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଅନ୍ତର୍ଗତ ଫୁଲଝରଠାରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ପ୍ରଥମ ଥର ପାଇଁ ଏକ ମହିଳା ଶାଖା ଡାକଘର…

5 years ago

ବଢ଼ୁଛି ବାର୍‌ହା ଶିକାର: ମାଂସ ଜବତ, ୭ ଗିରଫ

ହେମଗିର, ୩।୧୨ (ଡି.ଏନ.ଏ)- ଦିନକୁ ଦିନ ହେମଗିର ଜଙ୍ଗଲର ବାର୍‌ହା ଶିକାର ବୃଦ୍ଧି ପାଉଥିବାର ଦେଖାଯାଉଛି। ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା…

5 years ago

ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ

ଲେଫ୍ରିପଡା,୨୯।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଲେଫ୍ରିପଡା ବ୍ଲକ୍‌ କାର୍ଯ୍ୟାଳୟଠାରେ ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।…

5 years ago

ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜ ଲୋକେ ମନାକଲେ: ଯୁବକମାନେ କଲେ ଶବ ସତ୍କାର

ବଡ଼ଗାଁ, ୨୯।୧୧ (ଡି.ଏନ.ଏ)- ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ସମାଜର ଲୋକେ ଶବ ସତ୍କାର କରିବାକୁ ମନା କରିଦେଲେ। ଶବ ଘରେ ପଡିରହିଥିଲା। ଶେଷରେ ସ୍ବେଚ୍ଛାସେବୀ…

5 years ago

୨ଜଣଙ୍କୁ କଚାଡ଼ି ମାରିଲା ହାତୀ

ସୁନ୍ଦରଗଡ଼,୨୯।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ସିଆଲଯୋର ଗ୍ରାମର ଚାଷୀ ଗୋବିନ୍ଦ ସା(୫୦) ଗୁରୁବାର ବିଳମ୍ବିତ ରାତିରେ ଧାନବିଲରୁ ହାତୀ ଘଉଡ଼ାଉ ଥିବାବେଳେ ହାତୀଟି ତାଙ୍କୁ ଶୁଣ୍ଢରେ…

5 years ago

ଜୁଆ ଆଡ୍ଡାରେ ଚଢାଉ: ୮ କୋର୍ଟଚାଲାଣ

ସୁନ୍ଦରଗଡ଼,୨୪।୧୧(ଡି.ଏନ୍‌ଏ.): ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଲିଆ ଚକ୍ରାମାଲ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ଚଢାଉ କରଛି। ଏଥିରେ ସମ୍ପୃକ୍ତ ୮ ଜଣଙ୍କୁ…

5 years ago

ଚାଉଳ ଦୁର୍ନୀତି

ରାଉରକେଲାସ୍ଥିତ ଏଫ୍‌ସିଆଇ ଚାଉଳ ଗୋଦାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯୋଗାଣ ବିଭାଗ ଓ ଏଫ୍‌ସିଆଇର କେତେଜଣ ଅସାଧୁ କର୍ମଚାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏହାର ଚେର…

5 years ago

୪୦ ଦିନ ପରେ ମା’ ଓ ଝିଅ ଉଦ୍ଧାର:  ସେବା ବାହାନାରେ ବନ୍ଧକ ରଖିଥିଲେ ଅଭିଯୁକ୍ତ

ରାଉରକେଲା ଅଫିସ, ୨୦।୧୧ ଉଦିତ ନଗର ଥାନା ଅର୍ନ୍ତଗତ ବାସନ୍ତୀ କଲୋନୀରେ ଜନୈକ ବ୍ୟକ୍ତି ସେବା କରିବାର ବାହାନା ଦେଖାଇ ୨ଜଣ ମହିଳାଙ୍କୁ ଦୀର୍ଘ ୪୦ଦିନ ଧରି…

5 years ago