Advertisement

ସୁନ୍ଦରଗଡ଼

ଟିକସ ଗଣୁଛନ୍ତି, ସୁବିଧା ମିଳୁନିଟିକସ ଗଣୁଛନ୍ତି, ସୁବିଧା ମିଳୁନି

ଟିକସ ଗଣୁଛନ୍ତି, ସୁବିଧା ମିଳୁନି

ରାଉରକେଲା,୧୭।୩(ଦିନେଶ ମିଶ୍ର)ରାଉରକେଲା ସହରରେ ବ୍ୟବସାୟୀଙ୍କଠାରୁ ଯେଉଁ ପରିମାଣରେ ଟିକସ ଆଦାୟ ହେଉଛି ସେହି ଅନୁସାରେ ମୌଳିକ ସୁବିଧା ସୁଯୋଗ ମିଳୁନି । ଫଳରେ ବ୍ୟବସାୟୀମାନେ ବ୍ୟଧ୍ୟହୋଇ ରାସ୍ତାକଡ଼ରେ…

1 year ago
ଖଟିରେ ମେଣ୍ଟ ଚର୍ଚ୍ଚାଖଟିରେ ମେଣ୍ଟ ଚର୍ଚ୍ଚା

ଖଟିରେ ମେଣ୍ଟ ଚର୍ଚ୍ଚା

ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ…

1 year ago
ଦୁଇ ଗୋରୁ ବେପାରୀଙ୍କ ଉପରକୁ ଗୁଳିମାଡ଼ଦୁଇ ଗୋରୁ ବେପାରୀଙ୍କ ଉପରକୁ ଗୁଳିମାଡ଼

ଦୁଇ ଗୋରୁ ବେପାରୀଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼,୧୫ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କୁତ୍ରା ନିକଟରେ ଶୁକ୍ରବାର ଏକ ପିକ୍‌ଅପ୍‌ ଉପରକୁ ଗୁଳିମାଡ ହୋଇଛି। ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କ ଦେହରେ ଗୁଳି…

1 year ago
ବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟାବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା

ବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା

ରାଉରକେଲା,୧୫।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ବର୍ଷ ୯ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗର ଶିକାର ହେଉଥିବା…

1 year ago
ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ

ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ

ସୁନ୍ଦରଗଡ଼,୧୪ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରରଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିରି ବନାଞ୍ଚଳର ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ(ବ୍ଲାକ୍‌ ପାନ୍ଥର)ଠାବ ହୋଇଛି। ଜଙ୍ଗଲରେ ଲାଗିଥିବା ବନ ବିଭାଗର…

1 year ago
ଇବ୍‌ନଦୀରେ ଗୋଟିଏ ପରିବାରର ୩ଜଣ ନିଖୋଜ ଘଟଣା: ଦୁଇଭାଇଙ୍କ ସମେତ ୩ ମୃତଦେହ ଉଦ୍ଧାରଇବ୍‌ନଦୀରେ ଗୋଟିଏ ପରିବାରର ୩ଜଣ ନିଖୋଜ ଘଟଣା: ଦୁଇଭାଇଙ୍କ ସମେତ ୩ ମୃତଦେହ ଉଦ୍ଧାର

ଇବ୍‌ନଦୀରେ ଗୋଟିଏ ପରିବାରର ୩ଜଣ ନିଖୋଜ ଘଟଣା: ଦୁଇଭାଇଙ୍କ ସମେତ ୩ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼,୧୦।୩(ଜୟ ନାରାୟଣ ମେଣ୍ଡୁଳି): ପିକନିକ ହେଲା କାଳ। ସୁନ୍ଦରଗଡ ଇବ୍‌ ନଦୀର ସେମ ନା ଘାଟକୁ ପିକନିକ କରିବାକୁ ଯାଇ ନଦୀରେ ଗାଧୋଉଥିବାବେଳେ ୩ଜଣ ପାଣିରେ ବୁଡି…

1 year ago
ମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀ

ମାଛବଂଶ ଲୋପ, ଚିନ୍ତାରେ ମତ୍ସ୍ୟଜୀବୀ

ରାଉରକେଲା,୧୦।୩(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହର ଦେଇ ପ୍ରବାହିତ ବ୍ରାହ୍ମଣୀ, କୋଏଲ ଏବଂ ଶଙ୍ଖ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହି ୩ ନଦୀ କ୍ରମେ ପ୍ରଦୂଷିତ…

1 year ago
ଇବ୍‌ ନଦୀରେ ଭାସିଗଲେ ୩ ନାବାଳକଇବ୍‌ ନଦୀରେ ଭାସିଗଲେ ୩ ନାବାଳକ

ଇବ୍‌ ନଦୀରେ ଭାସିଗଲେ ୩ ନାବାଳକ

ସୁନ୍ଦରଗଡ଼,୯ା୩: ସୁନ୍ଦରଗଡ଼ ସହର ସେମିନାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଇବ୍‌ ନଦୀରେ ଭାସି ଯାଇଛନ୍ତି ୩ ନାବାଳକ। ପରିବାର ସହ ଭୋଜି କରିବାକୁ ଆସି…

1 year ago

ଖତ ଖାଉଛି ଜବତ ଗାଡ଼ି

ରାଉରକେଲା,୮।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ଜନସଂଖ୍ୟା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୨ ପୂର୍ବରୁ ଏବଂ ୨୦୧୨ ମସିହା ପରବର୍ତ୍ତୀ ସମୟରେ ସହରରେ…

1 year ago
ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ମହିଳାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଟେନସା,୯।୩(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜଲା କୋଇଡ଼ା ରେଞ୍ଜ ଅଧୀନ କାଳଟା ପଞ୍ଚାୟତ ଅନ୍ତର୍ଗତ ଗାଁରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ…

1 year ago