Advertisement

ସୁନ୍ଦରଗଡ଼

ଗୋରୁ ବୋଝେଇ ଭ୍ୟାନ୍‌ ପୋଡ଼ି ଦେଲେଗୋରୁ ବୋଝେଇ ଭ୍ୟାନ୍‌ ପୋଡ଼ି ଦେଲେ

ଗୋରୁ ବୋଝେଇ ଭ୍ୟାନ୍‌ ପୋଡ଼ି ଦେଲେ

ସୁନ୍ଦରଗଡ଼,୭ା୧୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅଧୀନ ଜୁଲୁମବାହାଲ ଗ୍ରାମ ପଞ୍ଚାୟତର ବେହେରାମୁଣ୍ଡାଠାରେ ଏକ ଗୋରୁ ବୋଝେଇ ଭ୍ୟାନ୍‌କୁ ନିଆଁ ଲଗାଇ ପୋଡି ଦିଆଯାଇଥିବା…

1 year ago
ଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡାଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡା

ଭେଣ୍ଡିଂ ଜୋନ୍‌ରେ ଅସାମାଜିକଙ୍କ ଆଡ୍ଡା

ରାଉରକେଲା,୪।୧୨(ଦିନେଶ ମିଶ୍ର): ରାସ୍ତାକଡ ଉଠା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ପାଇଁ ଆରଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। ଏହି ଭେଣ୍ଡିଂ ଜୋନରେ ବ୍ୟବସାୟ…

1 year ago
ସରକାରୀ ଡାକ୍ତରଖାନାରେ ଅନ୍ଧାରରେ ରୋଗୀ ସେବାସରକାରୀ ଡାକ୍ତରଖାନାରେ ଅନ୍ଧାରରେ ରୋଗୀ ସେବା

ସରକାରୀ ଡାକ୍ତରଖାନାରେ ଅନ୍ଧାରରେ ରୋଗୀ ସେବା

ରାଉରକେଲା,୩।୧୨(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସରକାରୀ ଡାକ୍ତରଖାନା ଅନ୍ତଃବିଭାଗରେ ରବିବାର ପୂର୍ବାହ୍ନରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ କାଟ୍‌ ଯୋଗୁ ରୋଗୀସେବା ବ୍ୟାହତ ହୋଇଥିଲା। ବିଭାଗରେ କାର୍ଯ୍ୟରତ…

1 year ago
ପୋଖରୀରେ ଫସିରହିଛି ହାତୀପୋଖରୀରେ ଫସିରହିଛି ହାତୀ

ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ ପଶିଯାଇ…

1 year ago
ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତାସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ ଧାନ…

1 year ago
ଧାନ ଜଗିବାକୁ ଯାଉଥିଲେ: ହାତୀ ସାମ୍ନାରେ ପଡ଼ିଗଲେଧାନ ଜଗିବାକୁ ଯାଉଥିଲେ: ହାତୀ ସାମ୍ନାରେ ପଡ଼ିଗଲେ

ଧାନ ଜଗିବାକୁ ଯାଉଥିଲେ: ହାତୀ ସାମ୍ନାରେ ପଡ଼ିଗଲେ

ବଡ଼ଗାଁ,୨୮।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଳକ୍‌ ଅଧୀନ ଗରଗଡ଼ବାହାଲ ଗାଁରେ ସୋମବାର ଭୋରରେ ଜଣେ ଚାଷୀଙ୍କୁ ଏକ ହାତୀ କଚାଡି ମାରି ଦେଇଛି। ସେ ହେଲେ…

1 year ago
ଅବ୍ୟବସ୍ଥାରେ ପ୍ଲାଣ୍ଟସାଇଟ୍‌ ଉପଡାକଘରଅବ୍ୟବସ୍ଥାରେ ପ୍ଲାଣ୍ଟସାଇଟ୍‌ ଉପଡାକଘର

ଅବ୍ୟବସ୍ଥାରେ ପ୍ଲାଣ୍ଟସାଇଟ୍‌ ଉପଡାକଘର

ରାଉରକେଲା,୨୭।୧୧(ଦିନେଶ ମିଶ୍ର): ଷ୍ଟିଲସିଟି ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ଥିବା ଉପଡାକଘରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଭିଯୋଗ…

1 year ago
ଗଡ଼ିଲା ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସଗଡ଼ିଲା ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ

ଗଡ଼ିଲା ରାଉରକେଲା-ବାଦାମପାହାଡ଼ ଏକ୍ସପ୍ରେସ

ରାଉରକେଲା,୨୬ା୧୧(ବିପ୍ଳବରଞ୍ଜନ ଦାଶ): ରାଉରକେଲା ରେଳଷ୍ଟେଶନ ୫ନମ୍ବର ପ୍ଲାଟଫର୍ମରୁ ରବିବାର ରାଉରକେଲା-ବାଦାମପାହାଡ଼ ସାପ୍ତାହିକ ଏକ୍ସପ୍ରେସର ବିଧିବଦ୍ଧ ଚଳାଚଳ ଆରମ୍ଭ ହୋଇଛି। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ…

1 year ago
ଅନିଶ୍ଚିତତାରେ ପିଲାଙ୍କ ଭବିଷ୍ୟତଅନିଶ୍ଚିତତାରେ ପିଲାଙ୍କ ଭବିଷ୍ୟତ

ଅନିଶ୍ଚିତତାରେ ପିଲାଙ୍କ ଭବିଷ୍ୟତ

ବିଶ୍ରା,୨୬ା୧୧( ବଟକୃଷ୍ଣ ସ୍ବାଇଁ)ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ସେବାଶ୍ରମ ଓ ଆଶ୍ରମ ଉଚ୍ଚବିଦ୍ୟାଳୟ ଖୋଲି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଶିକ୍ଷାର…

1 year ago
ନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବ

ନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବ

ରାଉରକେଲା,୨୬।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉଛି ଭାରତର ସର୍ବବୃହତ୍‌ ହକି ଷ୍ଟାଡିୟମ। ଏହି ଷ୍ଟାଡିୟମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ…

1 year ago