କୋମ୍ବିଂ ଅପରେଶନ ବେଳେ ଆଇଇଡ଼ି ବ୍ଲାଷ୍ଟ: କୋବ୍ରା ଏଏସ୍ଆଇ ଆହତ
ରାଉରକେଲା,୮।୮(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଦ୍ୱାରା କୋମ୍ବିଂ ଅପରେଶନ ଚାଲିଥିବା ବେଳେ ଆଇଇଡ଼ି ବ୍ଲାଷ୍ଟରେ ଜଣେ କୋବ୍ରା ଏଏସ୍ଆଇ ଆହତ ହୋଇଛନ୍ତି। ସେ ହେଲେ କୋବ୍ରା ୨୦୯ ବାଟାଲିୟନର ଜିତେନ୍ଦ୍ର ଦାନୀ। ତାଙ୍କୁ ତୁରନ୍ତ ଉଦ୍ଧାର କରି...