ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲାରେ ଏମ୍‌‌ସିଏଲ୍‌‌ ସହଯୋଗରେ ପ୍ରତିଷ୍ଠା ହେବ ୧୬ ଶହ ମେଗାୱାଟ୍‌‌ ତାପଜ ବିଦ୍ୟୁତ୍‌‌ କେନ୍ଦ୍ର

ସୁନ୍ଦରଗଡ଼,୧୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌‌ କମିଟି ବୈଠକରେ ଇକ୍ୟୁଟି ନିବେଶ ଜରିଆରେ ଦୁଇଟି ତାପଜ ବିଦ୍ୟୁତ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ ଏବଂ ଓଡ଼ିଶାର ସୁନ୍ଦରଗଡ଼...

ସ୍ମାର୍ଟସିଟିରେ ବଢୁଛି ଅନ୍‌ଲାଇନ୍‌ ଜୁଆଖେଳ, ୧ଟଙ୍କା ଲଗାଇଲେ ତିନିଗୁଣ ଟଙ୍କା ଜିତିବାର ପ୍ରଲୋଭନ

ରାଉରକେଲା,୧୮।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସ୍ମାର୍ଟସିଟି ସହରରେ ଅନ୍‌ଲାଇନ ଆପ୍ଲିକେଶନ ମାଧ୍ୟମରେ ଜୁଆଖେଳ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲରେ ଏହି ଜୁଆ ଖେଳୁଛନ୍ତି। ବିଭିନ୍ନ ଅନ୍‌ଲାଇନ ଆପ୍ଲିକେଶନରେ ୧ଟଙ୍କା ଲଗାଇଲେ...

ହକି ଷ୍ଟାଡିୟମ ପଛପଟେ ଡମ୍ପିଂ ୟାର୍ଡ

ରାଉରକେଲା,୧୪।୧(ଦିନେଶ ମିଶ୍ର)ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପଛପଟେ ରହିଛି ସହରର ପ୍ରମୁଖ ଡମ୍ପିଂୟାର୍ଡ। ଏହି ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ...

ବିଜେଡିରେ ଭାଜପା ନେତା

ସୁନ୍ଦରଗଡ,୧୪।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡର ଯୁବନେତା, ପୂର୍ବତନ କାଉନସିଲର ତଥା ଭାଜପା ନେତା ଡ. ହିମାଂଶୁ ଷଡ଼ଙ୍ଗୀ ଶନିବାର ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ...

ମୁଣ୍ଡରେ ବନ୍ଧୁକ ଲଗାଇ ଗ୍ରାହକ ସେବାକେନ୍ଦ୍ରରୁ ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୮।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଧାରୁଆଡିହି ଥାନା ସାଲେପାଲି ଗାଁ ଅନିଲ କୁମାର ବାଗଙ୍କ ଏସ୍‌ବିଆଇ ଗ୍ରାହକ ସେବା କେନ୍ଦ୍ରରୁ ସୋମବାର ମଧ୍ୟାହ୍ନରେ ଲୁଟ ହୋଇଛି। ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରରୁ ୩୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମିଳିଥିବା...

ଓଲଟିଲା ସଂକୀର୍ତ୍ତନ ଦଳ ପିକ୍‌ଅପ୍‌: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ

ସୁନ୍ଦରଗଡ଼,୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅନ୍ତର୍ଗତ ଗୁଲଠାଠାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପିକ୍‌ଅପ୍‌ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକ ଜଣକ...

ଜିରୋ ନାଇଟ୍‌ ସେଲିବ୍ରେଶନ: ଜଲଓ୍ବା ଦେଖାଇଲେ ଇଣ୍ଡିଆନ ଆଇଡ଼ଲ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ‘ଜିରୋ ନାଇଟ୍‌’ ସେଲିବ୍ରେଶନ ଏବଂ ନବବର୍ଷ ୨୦୨୪ ପାଇଁ ଇସ୍ପାତ ସହର ରାଉରକେଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପାନପୋଷ ବ୍ରାହ୍ମଣୀ କ୍ଲବ, ସେକ୍ଟର-୨୦ ରାଉରକେଲା କ୍ଲବ, ସେକ୍ଟର-୨ ଜର୍ମାନୀ କ୍ଲବ ସମେତ ଛୋଟବଡ଼ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ...

ସୌନ୍ଦର୍ଯ୍ୟ ହରାଇଛି ରାସ୍ତାକଡ଼ ଷ୍ଟାଚ୍ୟୁ

ରାଉରକେଲା,୨୯।୧୨(ଦିନେଶ ମିଶ୍ର): ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍‌ ସମୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏହି କ୍ରମରେ ରିଂରୋଡ୍‌ରେ ଆଲୋକୀକରଣ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଛକରେ ଷ୍ଟାଚ୍ୟୁମାନ ନିର୍ମାଣ କରାଯାଇଥଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବର୍ଷେ ନ...

ରାଉରକେଲାରୁ ବିମାନ ସେବା ବାତିଲ:ଚିକିତ୍ସାରୁ ବଞ୍ଚିତ୍ତ ହେଲା ୩ ମାସର ଶିଶୁକନ୍ୟା

ରାଉରକେଲା,୨୭।୧୨(ସଙ୍ଗୀତା ଜେନା/ଦିନେଶ ମିଶ୍ର): ରାଉରକେଲାରୁ କଲିକତା ଓ ଭୁବନେଶ୍ୱରକୁ ବିମାନସେବା ମଙ୍ଗଳବାର ବାତିଲ ହୋଇଛି। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ବିମାନସେବା ବାତିଲ ଯୋଗୁ ଏକ ୩ ମାସର ଶିଶୁକନ୍ୟାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି।...

ଜନ୍ମମାଟିରେ ପହଞ୍ଚିଲା ଶହୀଦ ଯବାନଙ୍କ ମୃତଦେହ

କୁଆଁରମୁଣ୍ଡା,୨୫।୧୨(ମହେନ୍ଦ୍ର କୁମାର ସାହୁ): ବଡ଼ଦିନ ପାଇଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଚର୍ଚ୍ଚରେ ଉତ୍ସବର ମାହୋଲ ଥିବା ବେଳେ ଜଣେ ଯବାନଙ୍କ ପାର୍ଥିବ ଶରୀର ଜନ୍ମ ମାଟି କୁଆଁରମୁଣ୍ଡା ବ୍ଲକ ଅଧୀନ ଜୟଡେଗା ପଞ୍ଚାୟତ ଗିର୍ଜାଟୋଲି ଗାଁରେ ପହଞ୍ଚିଛି। ଏନେଇ ଅଞ୍ଚଳରେ...

କୋଏଲରେ ମିଶୁଛି ଡ୍ରେନ୍‌ ପାଣି

ରାଉରକେଲା,୨୪।୧୨(ସଙ୍ଗୀତା ଜେନା)ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅଞ୍ଚଳର ବର୍ଜ୍ୟଜଳ ମୁଖ୍ୟ ଡ୍ରେନରେ ଆସି କୋଏଲ ନଦୀରେ ମିଶୁଛି। ଏହାଦ୍ୱାରା ନଦୀଜଳ ପ୍ରଦୂଷଣ ହେଉଛି। ଅନ୍ୟପକ୍ଷେ ଏହି ନଦୀଜଳକୁ ସ୍ଥାନୀୟ ଅଞ୍ଚଳବାସୀ ବିଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଫଳରେ ଝାଡ଼ାବାନ୍ତି ଭଳି...

ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୨୦ଲକ୍ଷ ଦିଅ

ରାଉରକେଲା,୨୩।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି ଉଗ୍ରରୂପ ଧାରଣ କରିଛି। ଏଥିରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୧୧ଜଣଙ୍କ ମୃତ୍ୟୁ ହେଲାଣି। ଏହା ସରକାରଙ୍କ ପାରିଲାପଣିଆର ମୁଖା ଖୋଲିଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri